ସୁନ୍ଦର, ସ୍ୱାସ୍ଥ୍ୟବାନ୍, ଦୀର୍ଘାୟୁ, ଆଜ୍ଞାକାରୀ, ସର୍ବଗୁଣ ସମ୍ପନ୍ନ ସନ୍ତାନ ଚାହୁଛନ୍ତି କି ? ଋତୁସ୍ରାବ ଠାରୁ ଏହି ଦିନ ମାନଙ୍କରେ ସହବାସ କରନ୍ତୁ… 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ସୁନ୍ଦର କଥାବସ୍ତୁ ନେଇ ଆସିଛୁ । କଥାବସ୍ତୁ ଏହା ଯେ କେତେବେଳେ ଆମକୁ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ ଆଉ କେତେବେଳେ ଆମକୁ କନ୍ୟା ରତ୍ନ ପ୍ରାପ୍ତି ହୁଏ । ସ୍ଵାମୀ ସ୍ତ୍ରୀଙ୍କର କେଉଁ ସମୟର ମିଳନ ଆମକୁ ପୁତ୍ର ସନ୍ତାନ ପ୍ରାପ୍ତି କରାଇ ଥାଏ ଏବଂ କନ୍ୟା ରତ୍ନ ପ୍ରାପ୍ତି କରାଇ ଥାଏ । ପୁଣି ଆଗକୁ ଜାଣିବା ଯେଉଁ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ ତାହା ମଧ୍ୟରେ କେଉଁ ସମୟର ମିଳନରେ ଆମକୁ ସୁପୁତ୍ର ମିଳିଥାଏ ।

ସର୍ବ ପ୍ରଥମେ ଆମକୁ ଜାଣିବାକୁ ହେବ ଯେ ଗର୍ଭଧାରଣର ସମୟ କଣ ରହିଛି । କେଉଁ ସମୟରେ ସ୍ଵାମୀ ସ୍ତ୍ରୀଙ୍କ ମିଳନ ହେଲେ ପୁତ୍ର ହେଉ ବା କନ୍ୟା ହେଉ ଜାତ ହୋଇଥାଏ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି କଥାବସ୍ତୁ ବିଷୟାରେ । ସ୍ଵାମୀ ସ୍ତ୍ରୀଙ୍କ ମିଳନ ପାଇଁ 10 ଦିନର ସମୟ ଅଛି । ସ୍ତ୍ରୀ ପବିତ୍ରତା ବା ଋତୁସ୍ରାବର 16 ଦିନ ପର୍ଯ୍ୟନ୍ତର ଆଲୋଚନା ଆମେ କରୁଛୁ ।

16 ଦିନରୁ 4 ଦିନ ପର୍ଯ୍ୟନ୍ତ ସେ ସ୍ଵାମୀ ସହ ମିଶିବାର ବାରଣ ଥାଏ ଚତୁର୍ଥ ଦିବସ ଦିନ ମିଶିବାର ଶାସ୍ତ୍ର କହୁଛି । କିନ୍ତୁ ପଞ୍ଚମ ଦିନ ପରେ ସେ ଦେବାଧିକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବ । ଶାସ୍ତ୍ର ଅନୁସାରେ ଯୁଗ୍ନ ରାତିର ମିଳନରେ ପୁତ୍ର ଜାତ ହୋଇଥାଏ ଆଉ ଅଯୁଗ୍ମ ରାତ୍ରି ମିଳନରେ କନ୍ୟା ରତ୍ନ ଜାତ ହୋଇଥାଏ । ଋତୁସ୍ରାବର 4 ଦିନ ପରେ ସ୍ଵାମୀ ସ୍ତ୍ରୀଙ୍କ ମିଳନ ହୋଇପାରିବ ଆଉ ପୁତ୍ର ସନ୍ତାନ ଜାତ ହେବ ହେଲେ ସେହି ପୁଅର ଅଳ୍ପାୟୁ ହୋଇଥାଏ ।

ଏହା ସହ ସେ ଧନହୀନ ହୋଇଥାଏ । ଏହାଦ୍ବାରା ଆମେ ଚତୁର୍ଥୀ ରାତ୍ରିର ମିଳନକୁ ବାରଣ କରିବା ପାଇଁ ବାଧ୍ୟ ହେବା । ଋତୁସ୍ରାବର ପଞ୍ଚମ ଦିନରେ ମିଳନ କଲେ କନ୍ୟା ଜାତ ହୋଇଥାଏ ଆଉ ସେହି କନ୍ୟାର ଭାଗ୍ୟ ସେହି ଦିନ ଠାରୁ ନିରୂପଣ ହୋଇଥାଏ । ଷଷ୍ଠ ରାତ୍ରି ହେଉଛି ଯୁଗ୍ମ ରାତ୍ରି ଏହି ରାତ୍ରିର ମିଳନରେ ଯେଉଁ ପୁତ୍ର ଜନ୍ମ ହୁଏ ସେ ମାଧ୍ୟମ ପୁତ୍ର ହୋଇଥାଏ ।

ସପ୍ତମ ରାତ୍ରିର ମିଳନରେ କନ୍ୟା ଜାତ ହୁଏ ହେଲେ ବନ୍ଧନ ଦୋଷ ଲାଗିଯାଏ ଶାସ୍ତ୍ର ଅନୁସାରେ ।ଅଷ୍ଟମ ରାତ୍ରି ମିଳନରେ ଜାତ ହୋଇଥିବା ପୁତ୍ର ଐଶ୍ଵର୍ଯ୍ୟଶାଳି ହୋଇଥାଏ । ସବୁ ଯୁଗ୍ନ ଗୁଡିକ ହିସାବ କରନ୍ତୁ 8, 10, 12, 14 ଏବଂ 16 ଏହି ସବୁ ରାତ୍ରି ମାନଙ୍କର ମିଳନ ପୁତ୍ର ସନ୍ତାନ ପ୍ରାପ୍ତି କରାଇ ଥାଏ । ଆଉ 5, 7, 9, 11, 13 ଓ 15 ରାତ୍ରିର ମିଳନ ଆପଣଙ୍କୁ କନ୍ୟା ରତ୍ନ ପ୍ରାପ୍ତି କରେଇ ଥାଏ ।

ସପ୍ତମ ଦିନରେ ଯେଉଁ କନ୍ୟା ଜନ୍ମ ହେବ ତାର ବନ୍ଧ ଦୋଷ ନବମରେ ଯେଉଁ କନ୍ୟା ଜନ୍ମ ହେବ ସେ ଶୋଭାଗ୍ୟ ବତୀ ।ଏକାଦଶ ରାତ୍ରିରେ ଯେଉଁ କନ୍ୟା ଜନ୍ମ ହେବ ସେ ଧର୍ମହୀନ 13 ଦିନରେ ପାପଚାରିଣୀ ଓ 15 ଦିନରେ ସେ ପାତୀବ୍ରତା ହୋଇ ଜନ୍ମ ହେବ । ସେହି ପରି 10 ରାତ୍ରିର ପୁତ୍ର ସନ୍ତାନ ଅତି ଉତ୍କୃଷ୍ଟ ହୁଏ, ଦ୍ଵାଦଶ ରାତ୍ରିରେ ଯେଉଁ ପୁତ୍ର ସନ୍ତାନ ଜନ୍ମ ହୁଏ ସେ ଶ୍ରେଷ୍ଠ ହୋଇଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *