ସ୍ତ୍ରୀ ଓ ପୁରୁଷଙ୍କ ଗୁପ୍ତ ଅଙ୍ଗରେ କଳାଜାଇ ଥିଲେ କଣ ହୋଇଥାଏ ? ଜାଣନ୍ତୁ କଣ କୁହେ ଶାସ୍ତ୍ର ? (Samudrika Shastra)

ସାମୁଦ୍ରିକ ଶାସ୍ତ୍ର ବହୁତ ହିଁ ପ୍ରାଚୀନ ଗ୍ରନ୍ଥ ଅଟେ । ଏଥିରେ ମନୁଷ୍ୟର ଶରୀରର ସରଞ୍ଚନା ଆଧାରରେ ତାର ସ୍ଵଭାବ ଓ ଭବିଷ୍ୟତ ଜାଣିବା ବିଷୟରେ କୁହାଯାଇଛି । ସାମୁଦ୍ରିକ ଶାସ୍ତ୍ର ଜ୍ଯୋତିଷ ଶାସ୍ତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ । ଆଜି ଆମେ ଆପଣଙ୍କୁ ମନୁଷ୍ୟର ଶରୀରର କେଉଁ ସବୁ ଅଙ୍ଗରେ କଳାଜାଇ ଥିଲେ ତାହା ଶୁଭ ହୋଇଥାଏ ଓ କେଉଁ ଅଙ୍ଗ ଉପରେ କଳାଜାଇ ରହିବା ଅଶୁଭ ହୋଇଥାଏ ସେହି ବିଷୟରେ କହିବୁ । ମନୁଷ୍ୟର ସବୁ ଅଙ୍ଗ ଉପରେ ନିଶ୍ଚିତ ରୂପରେ କଳାଜାଇ ରହିଥାଏ ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀର ଉପରେ ଥିବା କଳାଜାଇର ନିଜର ନିଜର ମହତ୍ଵ ଥାଏ । ଯଦି କୌଣସି ସ୍ତ୍ରୀର ଓଠ ଉପରେ କଳାଜାଇ ଅଛି, ତେବେ ଏହିଭଳି ସ୍ତ୍ରୀ ପୁରୁଷମାନଙ୍କୁ ଅଧିକ ଆକର୍ଷିତ କରନ୍ତି । ଏମାନେ ବହୁତ ଚାଲାକ ଓ ଲୋକମାନଙ୍କୁ ନିଜ କଥାରେ ଆକର୍ଷିତ କରି କ୍ଷତି କରି ପାରନ୍ତି । ଉପର ଓଠରେ କଳାଜାଇ ରହିବା କହିଥାଏ କି ବ୍ୟକ୍ତି କାମବାସନାରେ ଅଧିକ ରୁଚି ବାଲା ବ୍ୟକ୍ତି ଅଟେ ।

ଯଦି କୌଣସି ପୁରୁଷର ବାମ ପଟ ଆଖିରେ କଳାଜାଇ ଅଛି ତେବେ ଏହାର ଅର୍ଥ ଏହା ଅଟେ କି ଜୀବନସାଥି ସହିତ ସବୁବେଳେ ବିବାଦ ହେବ । ଦାମ୍ପତ୍ୟ ଜୀବନରେ ସମସ୍ଯା ରହିବ । ଡାହାଣ ଗାଲରେ କଳାଜାଇ ରହିବାର ଅର୍ଥ ଆପଣଙ୍କୁ ଧନଲାଭ ମିଳିବ । ମୁଣ୍ଡରେ କଳାଜାଇ ରହିବା ଧନବାନ ହେବାର ସୂଚକ ଦର୍ଶାଇଥାଏ । ମନୁଷ୍ୟର ଥୋଡିରେ କଳାଜାଇ ରହିବା ଦର୍ଶାଇଥାଏ କି ଆପଣ ଆପଣଙ୍କର ଜୀବନସାଥିକୁ ହୃଦୟର ସହିତ ଭଲ ପାଇବେ । ପୁରୁଷମାନଙ୍କ ଓଠରେ କଳାଜାଇ ମହିଳାମାନଙ୍କୁ ଆକର୍ଷିତ କରିଥାଏ ।

ନାକରେ କଳାଜାଇ କହିଥାଏ କି ଆପଣ ବହୁତ ଯାତ୍ରା କରିବେ । ନାକରେ କଳାଜାଇ ଥିବା ବ୍ୟକ୍ତି ବିଦେଶର ଯାତ୍ରା କରନ୍ତି ଓ ମହଙ୍ଗା ଗାଡିରେ ଯାତ୍ରା କରନ୍ତି । ବେକରେ କଳାଜାଇ ରହିବା ଏହା ଦର୍ଶାଇଥାଏ କି ଆପଣ ବାଣୀ ଓ କଥାବାର୍ତ୍ତାରେ ସଫଳ ହୋଇ ପାରିବେ । କିନ୍ତୁ ଏମାନେ ବହୁତ ଭାବୁକ ହୋଇଥାନ୍ତି । ଡାହାଣ ହାତରେ କଳାଜାଇ ରହିବା ଧନୀ ହେବାର ସୂଚନା ଦେଇଥାଏ । ଗୋଡର ତଳି ପାଦରେ କଳାଜାଇ ରହିବା ବହୁତ ହିଁ ଶୁଭ ହୋଇଥାଏ । ଏହିଭଳି ଲୋକମାନେ ମହଙ୍ଗା ମହଙ୍ଗା ଗାଡିରେ ବୁଲନ୍ତି ।

ମୁଣ୍ଡର ବାମ ପଟେ ଯଦି କଳାଜାଇ ଅଛି ତେବେ ଜୀବନ ବହୁତ କଷ୍ଟକର ହୋଇଥାଏ । ଯଦି ଏହି କଳାଜାଇ ମୁଣ୍ଡର ଡାହାଣ ପଟ ଥିବ ତେବେ ଏହା ସୁଖ ଓ ସମୃଦ୍ଧି ପ୍ରାପ୍ତର ସୂଚନା ଦେଇଥାଏ । ଯେଉଁ ବ୍ୟକ୍ତିର କାନ୍ଧ ଉପରେ କଳାଜାଇ ଥାଏ ତାକୁ ନିଜ ଜୀବନରେ ବହୁତ ମାନ ସମ୍ମାନ ମିଳିଥାଏ । ଏହିଭଳି ବ୍ୟକ୍ତିଙ୍କ ଜୀବନରେ କେବେ ବି କୌଣସି ଜିନିଷର ଅଭାବ ନ ଥାଏ । କୌଣସି ବ୍ୟକ୍ତିର ଯଦି ଅଣ୍ଟାରେ କଳାଜାଇ ଅଛି ତେବେ ଏହା ଅଶୁଭ ହୋଇଥାଏ । ଅଣ୍ଟାରେ କଳାଜାଇ ରହିବା ବ୍ୟକ୍ତିକୁ ସମସ୍ଯା ମଧ୍ୟରେ ଘେରି ରଖିଥାଏ ।

ଯଦି କୌଣସି ବ୍ୟକ୍ତିର ଗୁପ୍ତ ଅଙ୍ଗରେ କଳାଜାଇ ଅଛି ତେବେ ସେମାନେ ବିପରୀତ ଳିଙ୍ଗ ଥିବା ବ୍ୟକ୍ତିଙ୍କ ବିଷୟରେ ଅଧିକ ଚିନ୍ତା କରିଥାଏ । ଜଙ୍ଘ ଉପରେ ଥିବା କଳାଜାଇ ଥିବା ମହିଳାମାନଙ୍କ ପ୍ରତି ପୁରୁଷମାନେ ଅଧିକ ଆକର୍ଷିତ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *