ଶିବରାତ୍ରିର ଦିନକୁ ଶାସ୍ତ୍ରରେ ବହୁତ ହିଁ ବଡ ଦିନ ବୋଲି କୁହାଯାଇଛି । ଏହି ଦିନରେ ଯଦି ଆପଣ ବ୍ରତ ରଖୁଛନ୍ତି ତେବେ ଭଗବାନ ଶିବ ଆପଣଙ୍କର ମନୋକାମନା ନିଶ୍ଚିତ ରୂପରେ ପୁରା କରିଥାନ୍ତି । କିନ୍ତୁ ଶିବରାତ୍ରି ଦିନ ୫ ଜଣ ମହିଳାଙ୍କୁ କେବେ ବି ଏହି ବ୍ରତ ରଖିବା ଉଚିତ ନୁହେଁ । କାରଣ ଏହିଭଳି କରିବା ଦ୍ଵାରା ଭଗବାନ ଶିବ କ୍ରୋଧିତ ହୋଇ ଯାଆନ୍ତି । ଏହି ମହିଳାମାନଙ୍କ ପୂଜାକୁ ବି ସ୍ଵୀକାର କରନ୍ତି ନାହିଁ । ଶାସ୍ତ୍ର ଅନୁସାରେ ଏହାକୁ ପାପ ବୋଲି କୁହାଯାଇଛି ।
ଜୀବନ ସାରା ସେହି ବ୍ୟକ୍ତିକୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ମହିଳାମାନଙ୍କ ବିଷୟରେ । ସ୍ଵାମୀ ସ୍ତ୍ରୀଙ୍କ ପାଇଁ ଶିବରାତ୍ରିର ବ୍ରତ ରଖିବା ବହୁତ ଜରୁରୀ ଅଟେ । ଏହି ବ୍ରତକୁ ପୂର୍ଣ ରୂପରେ କରିଲେ ବୈବାହିକ ଜୀବନ ସଫଳ ହୋଇଥାଏ । କିନ୍ତୁ ଯଦି ଆପଣ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରି ନାହାନ୍ତି ତେବେ ଆପଣ ଶିବରାତ୍ରିର ଏହି ବ୍ରତକୁ ରଖି ପାରିବେ ନାହିଁ । ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି । ଯଦି ଆପଣ କୋର୍ଟ ମ୍ୟାରେଜ ବି କରିଛନ୍ତି ତଥାପି ବି ଆପଣ ଏହି ବ୍ରତ କରି ପାରିବେ ନାହିଁ ।
ଯଦି ଆପଣଙ୍କ ମନରେ ଖରାପ ବିଚାର ଅଛି ତେବେ ଏହି ଦିନରେ ଆପଣ ଭଗବାନ ଶିବଙ୍କ ପୂଜା ଠାରୁ ଦୂରେଇ ରୁହନ୍ତୁ । କାରଣ ଏହିଭଳି ବ୍ୟକ୍ତିଙ୍କ ପୂଜା କେବେ ବି ମହାଦେବ ସ୍ଵୀକାର କରନ୍ତି ନାହିଁ । ବ୍ରତ ବି ରଖନ୍ତୁ ନାହିଁ ।
ଛାଡପତ୍ର ନେଇସାରି ଥିବା ପୁରୁଷ ଓ ମହିଳା ଦୁଇ ଜଣ ହିଁ କେବେ ବି ଶିବରାତ୍ରି ବ୍ରତ କରିବା ଉଚିତ ନୁହେଁ । କାରଣ ଏହି ବ୍ରତ ପ୍ରେମର ପ୍ରତୀକ ହୋଇଥାଏ । ସେଥିପାଇଁ ଆପଣ ଏହି ବ୍ରତକୁ କେବେ ବି ରଖନ୍ତୁ ନାହିଁ । ଯଦି ଆପଣ ଶିବରାତ୍ରିର ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ସ୍ଵାମୀ ସ୍ତ୍ରୀ ଏକାଠି ହୁଅନ୍ତୁ ଓ ଏହା ପରେ ଶିବରାତ୍ରି ଦିନ ବ୍ରତ କରିଲେ ମହାଦେବ ଆପଣଙ୍କ ଆରାଧନା ଶୁଣିବେ ।
ଚାଣକ୍ୟଙ୍କ ଅନୁସାରେ ଭଗବାନ ଶିବ ଗୋଟିଏ ବେଶ୍ୟାର ପୂଜାକୁ କେବେ ବି ସ୍ଵୀକାର କରନ୍ତି ନାହିଁ । ଏହା ଶାସ୍ତ୍ର ବିରୁଦ୍ଧ ଅଟେ । ଏହିଭଳି କରିବା ଦ୍ଵାରା ମହା ପାପ ଲାଗିଥାଏ । ଶିବରାତ୍ରି ଦିନ ଏହିଭଳି ମହିଳାଙ୍କୁ ଏହା ଠାରୁ ଦୂରେଇ ରହିବା ଉଚିତ ।
ଶାସ୍ତ୍ର ଅନୁସାରେ ଏହି ଭୁଲ କେବେ ବି କରିବା ଉଚିତ ନୁହେଁ । କୁଆଁରୀ କନ୍ୟା କେବେ ଶିବଳିଙ୍ଗକୁ ଛୁଇଁବା ଉଚିତ ନୁହେଁ । ଏହାକୁ ପାପ ବୋଲି କୁହାଯାଏ । ଏହା ସହିତ ଯେଉଁ ବ୍ୟକ୍ତିର ମନରେ ସ୍ତ୍ରୀ ପ୍ରତି ଖରାପ ଚିନ୍ତାଧାରା ଅଛି କିମ୍ବା ସେ ଗାଳି ଦେଉଛି ତେବେ ଭଗବାନ ଏହିଭଳି ବ୍ୟକ୍ତିଙ୍କ ଠାରୁ ବି ପୂଜା ସ୍ଵୀକାର କରନ୍ତି ନାହିଁ । କିନ୍ତୁ କୁଆଁରୀ କନ୍ୟା ଏହି ବ୍ରତ ରଖି ପାରିବେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।