ଶେଷରେ ଦାଦା (Sourav Ganguly) ମାନିଲେ ସତ କଥା, କହିଲେ ରସଗୋଲା କାହାର ? ଓଡିଶାର ନା ପଶ୍ଚିମବଙ୍ଗର ? ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ସୋସିଆଲ ମିଡିଆର ବ୍ୟବହାରରେ ଅନେକ ଲୋକ ନିଜର ମନୋରଞ୍ଜନ ବି କରିପାରୁଛନ୍ତି ।

ସୋସିଆଲ ମିଡିଆରେ କିଛି ଏଭଳି ମଜାଦାର ଭିଡିଓ ଅଛି ଯାହା ଦେଖିଲେ ଆପଣ ଖୁସି ହୋଇଯିବେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ବିଗତ ଦିନରୁ ଗୋଟିଏ ବିବାଦ ଚାଲି ଆସିଛି ଯେ, ରସଗୋଲା କାହାର ଆମ ଓଡିଶାର ନା ବଙ୍ଗଳାର । ଆପଣ ମାନେ ବି ଏହି କଥାକୁ ନେଇ ଅନେକ ଆଲୋଚନା କରିଥିବେ ଆଉ ଅନେକ ଆଲୋଚନା ଦେଖିଥିବେ । ରସଗୋଲା ହେଉଛି ଓଡିଶା ପ୍ରସିଦ୍ଧ ଏମିତି କି ଭାରତ ପ୍ରସିଦ୍ଧ ।

ସମସ୍ତ ଲୋକ ରସଗୋଲା ଖାଇବା ପାଇଁ ବହୁତ ଭଲ ପାନ୍ତି । ହେଲେ ବଙ୍ଗାଳୀ ମାନେ କୁହନ୍ତି ରସଗୋଲା ହେଉଛି ତାଙ୍କର ରାଜ୍ୟର ମିଠା ଯାହାକୁ ସେମାନେ କରିଥିଲେ ଆଉ ଆମ ଓଡିଶା ବାସୀ ତ ଜାଣିଛନ୍ତି ଯେ, ରସଗୋଲା ହେଉଛି ଆମର । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତନ ଦିଗଜ ଖେଳାଳି ସୌରବ ଗାଙ୍ଗୁଲି ସମସ୍ତ ଲୋକଙ୍କ ସାମ୍ନାରେ ରସଗୋଲାକୁ ନେଇ ଏକ ଏପରି ଖୁଲାସା କରିଛନ୍ତି ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ।

ସୌରବ ଗାଙ୍ଗୁଲି କହିଛନ୍ତି, ରସଗୋଲା ପ୍ରକୃତରେ ହେଉଛି ଓଡିଶା । ଏଠି ଆମେ କହି ରଖିବାକୁ ଚାହୁଁ ଯେ, ସୌରବ ମଧ୍ୟ ନିଜେ ଜଣେ ବଙ୍ଗାଳୀ ହେଲେ ସେ ଯାହା ସତ ତାହା ହିଁ କହିଛନ୍ତି । ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସୂଚନା ରହିଛି ଯେ, ରସଗୋଲା ଓଡିଶାର ଏହା ସୌରବ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *