ଗୁରୁମା ନୁହେଁ ସେ ଆମ ବୋଉ…School ଗୁରୁମା’ ଙ୍କ ଏମିତି କାମ ଦେଖିଲେ ଆପଣ ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

କିଏ କହେ ମାଆ ତୁ ମମତା ସାଗର କିଏ କହେ ମାଆ ତୁ ଦେବତା ମନ୍ଦିର । ଏହି ଶବ୍ଦ ପାଟିରେ ନ ଧରିଲେ ସତେ ଯେମିତି ଦିନର ଆରମ୍ଭ ହୁଏନି ଆଜ୍ଞା । ଦୁନିଆର ସବୁଠାରୁ ମଧୁର ଶବ୍ଦ ହେଉଛି ମାଆ । ଏହା ହେଉଛି ଏକ ଏପରି ଶବ୍ଦ ଯାହାକୁ କେଉଁଠି କାହା ସହ ତୁଳନା କରି ହୁଏ ନାହିଁ । ମାଆର ଅର୍ଥ ହେଉଛି ମା ମାନେ ମାଟି ଆଉ ଆ ମାନେ ଆକାଶ । ତେଣୁ ମାଆ ହେଉଛି ମାଟି ଆଉ ଆକାଶ ସହିତ ସମାନ ।

ଯିଏ 10 ମାସ ଗର୍ଭରେ ରଖି ଯନ୍ତ୍ରଣା ପାଇ ଜନ୍ମ ଦେଇ ଥାଏ ସେ ହେଉଛି ଅମୃତମୟୀ ମାଆ । ଖାଲି ଜନ୍ମ ନୁହେଁ ତା ସହ ଲାଳନ ପାଳନ କରିବାରେ ମାଆ ହେବେ କୁଣ୍ଠାବୋଧ କରି ନାହିଁ ଆଜ୍ଞା । ସେହି ପରି ଜଣେ ସ୍ନେହମୟୀ କରୁଣାମୟୀ ମାଆ ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ମାଆ ନିଜ ମମତାରେ କୁନି କୁନି ପିଲାଙ୍କୁ ବାନ୍ଧି ରଖିଛି ।

ସେହି କୁନି କୁନି ପିଲା ମାନଙ୍କର ମାଆ ନ ହୋଇ ମଧ୍ୟ ମାଆର ମମତା ଦେବାକୁ ତିଳେ ହେଲେ ଅବହେଳା କରି ନାହିଁ । ସେହି ମାଆ ବିଷୟରେ ଜାଣିବାକୁ ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ । ଏ ମାଆ ଜଣଙ୍କୁ ଟିକେ ଭଲ ଭାବରେ ଦେଖନ୍ତୁ ଆଜ୍ଞା ଏ କେଉଁ ପିଲାର ମାଆ ନୁହନ୍ତୁ ଏ ହେଉଛନ୍ତି ୟୁପି ସ୍କୁଲର ଶିକ୍ଷୟତ୍ରୀ ।

ଯିଏକି ନିଜ ଡିଉଟିରେ ଥାଇ ମଧ୍ୟ ଭୁଲି ନାହାନ୍ତି ପିଲାର ସ୍ନେହକୁ । ଏହି ଭିଡିଓ ଦେଖିଲେ ଲାଗୁନି ଶିକ୍ଷୟତ୍ରୀ ଆଉ ଛାତ୍ରଙ୍କ ସମ୍ପର୍କ ଏହା ଦେଖିଲେ ଲାଗୁଛି ମାଆ ଆଉ ଛୁଆର ସମ୍ପର୍କ । ଦିଦି ଏଠାରେ ଛୋଟ ଛୋଟ ପିଲା ମାନଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି । ସତରେ ଏ ଦୃଶ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *