ଅବିକଳ Yogi Adityanath ଙ୍କ ମିମିକ୍ରି ! ଗୋଟିଏ ପରେ ଗୋଟିଏ 60 ଲୋକଙ୍କ ମିମିକ୍ରି କରୁଛନ୍ତି ଏହି ଯୁବକ, ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ରେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।


ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିର ସୋସିଆଲ ମିଡ଼ିଆ ଦୁନିଆ ରେ ସମସ୍ତେ ନିଜ ନିଜର ପ୍ରତିଭା କି ଏହି ସୋସିଆଲ ମିଡ଼ିଆ ଜରିଆରେ ଦେଖାଇ ଥାଆନ୍ତି ତେବେ କିଛି ଲୋକ ନିଜର ମନୋରଞ୍ଜନ ମଧ୍ୟ କରନ୍ତି ଏବଂ ଆଉ କିଛି ଲୋକ ମାନଙ୍କ ର ମନୋରଞ୍ଜନ କରନ୍ତି ।

ତେବେ ମିମିକ୍ରି ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ଯେଉଁ ଥିରେ ୪ଜଣ ବ୍ୟକ୍ତି ଅଲଗା ଅଲଗା ସେଲିବ୍ରେଟି ଏବଂ ଚରିତ୍ର ର ଅଭିନୟ କରିଥାଏ ଏବଂ ଲୋକ ମାନଙ୍କ ମୁହଁ ରେ ହସ ଆଣି ଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ମିମିକ୍ରି ଆର୍ଟିଷ୍ଟ ବହୁତ ଭାଇରାଲ ହେଉଛନ୍ତି ତେବେ ସେମାନେ ଏକା ସାଙ୍ଗ ରେ ଅନେକ ଲୋକଙ୍କ ସ୍ୱର କୁ ବାହାର କରି ପାରୁଛନ୍ତି ଏବଂ ତାଙ୍କରି ଭଳିଆ ହିଁ ସେ କଥାବାର୍ତ୍ତା କରୁଛନ୍ତି ।

ତେବେ ତାଙ୍କର ଏକ ୟୁଟିୟୁବ ଚ୍ୟାନେଲ ଅଛି ଯାହାର ନାମ ସିରାଜ ଆଶୁ ବଚ୍ଚନ ତେବେ ସେ ହେଉଛନ୍ତି ତେବେ ସେ ବହୁତ ପ୍ରତିଭା ଶାଳୀ ସେ କିନ୍ତୁ ତାଙ୍କର ଏହି ପ୍ରତିଭା ବର୍ତ୍ତମାନ ଲୁକାୟତ ହୋଇ ଯାଉଛି । ତେବେ ସେ ନେତା ହେଉ କିମ୍ବା ଅଭିନେତା ସେ ସମସ୍ତଙ୍କ ସ୍ୱର କୁ ଅତି ସହଜରେ ଆପଣେଇ ନିଜର କରି ପାରୁଛନ୍ତି ଏବଂ ସୁନ୍ଦର ଭାବରେ ତାକୁ ପରିବେଶଣ ମଧ୍ୟ କରି ପାରୁଛନ୍ତି ।


ତେବେ ସେ ନିଜର ଇନ୍ଟର୍ଭିୟୁ ରେ ଲଗାତାର ସଙ୍ଗେ ସଂଗେ ୬୦ ଜଣଙ୍କ ସ୍ୱର ସମ୍ପୂର୍ଣ୍ଣ ଭାବରେ ବାହାର କରି ଦେଖାଇଲେ । ତେବେ ସେ ଅକ୍ଷୟ କୁମାର ହେଉ,କିମ୍ବା ସହାରୁଖ ଖାନ, ରାଜକୁମାର, ଲାଲୁ ପ୍ରସାସ,ଯୋଗୀ ଆଦିତ୍ୟନାଥ, ଆଦି ଅନେକ ବଡ଼ ବଡ଼ ଲୋକଙ୍କ ଭଏସ ସେ ଆରାମ ସେ ବାହାର କରି ପାରନ୍ତି । ତେବେ ସେମାନେ ଚାରି ଜଣ ସାଙ୍ଗ ଏକାଠି ହୋଇ ଏହି ଚ୍ୟାନେଲ ଖୋଲିଛନ୍ତି ଏବଂ ସେହିଥିରେ ବିଭିନ୍ନ ଲୋକଙ୍କ ର ଅଭିନୟ କରୁଛନ୍ତି ଏବଂ ଲୋକମାନେ ମଧ୍ୟ ସେମାନଙ୍କୁ ଖୁବ ଭଲ ପାଇବା ଦେଉଛନ୍ତି ।

ତେବେ ତାଙ୍କ ଚ୍ୟାନେଲ ରେ ୬ ଲକ୍ଷ ରୁ ଅଧିକ ସବସକ୍ରାଇବର ଅଛନ୍ତି ତେବେ ସେମାନଙ୍କୁ ଲୋକମାନେ ଅନେକ ଭଲ ପାଇବା ଦେଉଛନ୍ତି ଏବଂ ସେମାନଙ୍କ ପ୍ରତିଭାର ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ସେମାନେ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *