ସାରା ଜୀବନ ପାଆନ୍ତୁ ମାଗଣା ଇଲେକ୍ଟ୍ରି ! ଓଡିଶାରେ ପ୍ରଥମ ମାଗଣାରେ ଘରେ ପାଆନ୍ତୁ କରେଣ୍ଟ…ଏହା କିପରି ସମ୍ଭବ ଜାଣିବା ପାଇଁ ଦେଖନ୍ତୁ ଏହି Video  

ବନ୍ଧୁଗଣ ଜଣେ ବ୍ୟକ୍ତି ନିଜ ଘରେ ଲୁମ ସୋଲାରର ଏକ ସିଷ୍ଟମ ନିଜ ଘର ଛାତ ଉପରେ ଲଗାଇ ଛନ୍ତି ଯାହା 3 କିଲୋ ୱାଟରେ ଅଛି । ତେବେ ଏହି ସୋଲାର ସିଷ୍ଟମ ଲଗେଇଲେ କଣ ଲାଭ ମିଳିବ ଓ ଆପଣ ମାନେ ଏହି ସୋଲାର ସିଷ୍ଟମ ଲଗେଇବାକୁ ଚାହୁଁ ଥିଲେ ଆପଣଙ୍କର କେତେ ଖର୍ଚ୍ଚ ହେବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହା ସହ ଆଗରୁ ସେହି ବ୍ୟକ୍ତିଙ୍କ ଇଲେକ୍ଟ୍ରି ବିଲ କେତେ ଆସୁଥିଲା ଆଉ ଏବେ ସୋଲାର ସିଷ୍ଟମ ଲଗେଇବା ପରେ ଇଲେକ୍ଟ୍ରି ବିଲ କେତେ ଆସୁଛି ଏ ସବୁ ଜାଣିବା ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ଏହି ସୋଲାର ସିଷ୍ଟମରେ ସାର୍କ ପ୍ୟାନେଲ ଚାରୋଟି ଲାଗିଛି । ତଳେ ଏହାର ଇନଭେଟର ଲାଗିଛି ଏବଂ କଣ୍ଟ୍ରୋଲର ଲାଗିଛି । ଏହା ଲୁମ ସୋଲାରର ବାଏ ଫେସିଆଲ ଟେକ୍ନୋଲୋଜି ଲାଗିଛି ହାପ କର୍ଟ 140 ପର୍ସେଲ ବାଲା ଲାଗିଛି ।

ଏଥିରେ ଆପଣଙ୍କ ସିଙ୍ଗଲ ପ୍ୟାନେଲକୁ ପଡିଯିବ ପ୍ରାୟ 20 ହଜାର ଟଙ୍କା ଆଉ ଚାରୋଟି ପ୍ୟାନେଲକୁ ପଡିଛି 80 ହଜାର ଟଙ୍କା । ତେବେ ମୟୂରଭଞ୍ଜ ଜିଲ୍ଲା ଉଦଳା ସବଡିଭିଜନ ହେଡ କ୍ଵାଟର ନାଗପାଲରେ ଏହି ସୋଲାର ସିଷ୍ଟମ ହୋଇଛି । ଏହି ସୋଲାର ସିଷ୍ଟମ ହେଉଛି ବାଏ ଫେସିଆଲ ସୋଲାର ସିଷ୍ଟମ ଏହା ଉପରୁ ପଟେ ବି ଜେନେରେଟ ହେବ ଆଉ ତଳ ପଟେ ବି ଜେନେରେଟ ହେବ ।

ଏହା 440 ୱାଟ ବାଏ ଫେସିଆଲ ମନୋ ପର୍କ ହାପ କର୍ଟ ପ୍ୟାନେଲ ଅଟେ । ଏଠି 3 କିଲୋ ୱାଟର ପ୍ରୋଜେକ୍ଟ ହୋଇଛି । 3 କିଲୋ ୱାଟରେ ସେଇଠି 2000 ୱାଟ ଲଗା ହେଇଛି । ଏଠି 530 ୱାଟ ଜେନେରେଟ ହେବ । ଏହା ଅଫଗ୍ରୀଡ ସିଷ୍ଟମ ଦୁଇଟି ବେଟେରୀରେ ଏହି ଜେନେରେଟର ଚାଲି ପାରୁଛି । ଏହି ସୋଲାର ସିଷ୍ଟମଟି ଅତି ମଝବୁତ ଅଛି ଯାହା କି ବାତ୍ୟା ହେଲେ ବି କୌଣସି କ୍ଷତି ହେବ ନାହିଁ ।

ଯଦି ଆପଣ ମାନେ ବି ନିଜ ଘରେ ଏଭଳି ସୋଲାର ସିଷ୍ଟମ ଲଗେଇବା ପାଇଁ ଇଛା କରୁଛନ୍ତି ତେବେ ଆପଣ 8763431285 ଫୋନ ନମ୍ବରରେ କଲ୍ କରିପାରିବେ । ତେବେ ଘର ମାଲିକଙ୍କ କହିବା ମୁତାବକ, ପ୍ରଥମେ ମୁଁ ଡିନାଏ କରୁଥିଲି ହେଲେ ଏବେ ମୁଁ ଜାନୁଛି ଏଇଟା ବହୁତ ଫାଇଦା ଦେଉଛି ଆମକୁ । ଆମର ବଲ ଲାଗେ 8ଟି, ଫ୍ୟାନ ଲାଗେ 4ଟି, 2ଟି ଟିଭି ଚାଲେ, ଫ୍ରିଜ, ୱାସିଙ୍ଗ ମେସିନ ଓ ଗିଜର ଅଛି ।

ଆମର ଖରା ଦିନ ହେଲେ ଅଢେଇ ହଜାର ଇଲେକ୍ଟ୍ରି ବିଲ ଆସୁଥିଲା ନହଲେ ପ୍ରାୟ 2 ହଜାର ପାଖାପାଖି ଆସେ । ଏ ସିଷ୍ଟମ ଲଗେଇବା ପରେ ମୁଁ ଭାବୁଛି 200-400 ଆସିପାରେ । କାରଣ ରାତିରେ ସେ ବେଟେରୀରେ ଯେତିକି ଚାର୍ଜ ଅଛି ତାହା ଆମର ଫ୍ୟାନ ଭରିକା ସବୁ ବୁଲେଇ ଦେଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *