ବନ୍ଧୁଗଣ, ସତହେବ କି ଭବିଷ୍ୟବାଣୀ, 2023 ରେ ହେବ ତୃତୀୟ ବିଶ୍ଵଯୁଦ୍ଧ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାମ ନେଉନାହିଁ । ଏହି ସମୟରେ ଏଭଳି ଭବିଷ୍ୟବାଣୀ ସାରା ବିଶ୍ଵ ର ନିଦ ହଜାଇ ଦେଇଅଛି । ଫ୍ରାନ୍ସ ର ପ୍ରସିଦ୍ଧ ତାସନିକ ମାଇକେଲ ଡି ନଷ୍ଟାରମର୍ଶ ବହୁ ଚର୍ଚ୍ଚିତ ପୁସ୍ତକ ଲେସପ୍ରୋଫେଟିସ ରେ ଲେଖିଛନ୍ତି, ଚଳିତ ବର୍ଷ ଅର୍ଥାତ 2022 ରେ ଶାନ୍ତ ରହିବ ବିଶ୍ଵ । କେବେ ହେଲେ ହେବ ନାହିଁ ତୃତୀୟ ବିଶ୍ଵଯୁଦ୍ଧ ।
କିନ୍ତୁ ଦେଶ ଦେଶ ମଧ୍ୟରେ ଲାଗି ରହିଥିବା କଳି ଆସନ୍ତା ବର୍ଷ ଉଗ୍ରରୂପ ନେବ । 2023 ରେ ହୋଇପାରେ ତୃତୀୟ ବିଶ୍ଵଯୁଦ୍ଧ । ୪୫୦ ବର୍ଷ ପୂର୍ବେ ନଷ୍ଟାରମର୍ଶ ଲେଖିଥିବା ଭବିଷ୍ୟତବାଣୀ ପୁସ୍ତକ ରେ ଏହା ଲେଖା ହୋଇଛି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ସାରା ବିଶ୍ଵ ରେ ତୃତୀୟ ବିଶ୍ଵଯୁଦ୍ଧ ର ମୂଳଦୁଆ ପକାଇଛି । ଏବେ ଦେଶ ଦେଶ ମଧ୍ୟରେ ଲାଗି ରହିଅଛି ମନାନ୍ତର ଏବଂ ମତାନ୍ତର ପରିସ୍ଥିତି ।
ପ୍ରାୟ ଦେଢ ମାସ ହେବ ରୁଷ ଏବଂ ୟୁକ୍ରେନ ର ଯୁଦ୍ଧ ତୃତୀୟ ବିଶ୍ଵଯୁଦ୍ଧ ର ଆଶଙ୍କା ବଢାଇ ଦେଇଛି । ଏ ସବୁ ଭିତରେ ଦାସନିକ ନଷ୍ଟାରମର୍ଶ ଙ୍କ ଭବିଷ୍ୟବାଣୀ ଡରାଉଛି । ନଷ୍ଟାରମର୍ଶଙ୍କ ଲେସ ପ୍ରୋଫେଟିସ ପୁସ୍ତକ ରେ ଲେଖା ହୋଇଛି ରୁଷ ୟୁକ୍ରେନ ଯୁଦ୍ଧ କମିଯିବ । ମାତ୍ର ଅନ୍ୟ ଦେଶ ମାନଙ୍କରେ ଏହାକୁ ନେଇ ମତଭେଦ ବଢିବ । ଏହାର ପରିଣତି ହେବ ତୃତୀୟ ବିଶ୍ଵଯୁଦ୍ଧ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ ରେ ୟୁରୋପ ମହାଦେଶ ରେ ଆରମ୍ଭ ହେବ ଏହି ଯୁଦ୍ଧ ।
ରୁଷ ଏବଂ ଆମେରିକା ସମେତ ଅନେକ ଦେଶ ପାଖରେ ଥିବା ମାଣବିକ ଅସ୍ତ୍ର ଧ୍ଵଂସ ର ଭୟ ସୃଷ୍ଟି କରିପାରେ । ୨୦୨୩ ମସିହା ବେଳକୁ ଚୀନ ଏବଂ ରୁଷ ବହୁତ ଶକ୍ତିଶାଳୀ ହୋଇଯିବେ । ବିଶ୍ଵରେ ମହାଶକ୍ତି ଭାବରେ ଏହି ଦୁଇ ଦେଶ ଉଭା ହେବେ । ଏହାର ପ୍ରଭାବ ବିଶ୍ଵ ର ଅନ୍ୟ ଦେଶ ମାନଙ୍କ ରେ ମଧ୍ୟ ଦେଖାଦେଇପାରେ । ଏହି ସମୟରେ ଆମେରିକା ସବୁଠାରୁ ବଡ ସାମୁରିକ ଅଭ୍ୟାସ କରିବ ବୋଲି କୁହାଯାଉଅଛି । ଅନେକ ସମୟରେ ନଷ୍ଟାରମର୍ଶ ଙ୍କ ଭବିଷ୍ୟତବାଣୀ ସତ ହୋଇଛି ।
ଏଥିପାଇଁ ତାଙ୍କ ଲେଖା ଉପରେ ସମସ୍ତଙ୍କର ଅଗାଢ ବିଶ୍ଵାସ ରହିଅଛି । ସେ କରିଥିବା ପୂର୍ବାନୁମାନ ମଧ୍ୟରୁ ରୁଷ ୟୁକ୍ରେନ ଯୁଦ୍ଧ ସତ ପ୍ରମାଣିତ ହୋଇଛି । ଏହା ସହିତ ହିଟଲର ଙ୍କ ଉତ୍ଥାନ, ଜନକେନେଡି ଙ୍କ ହ-ତ୍ୟା, ଏବଂ ୯/୧୧ ଆକ୍ରମଣ ଭଳି ଘଟଣା ସତ ହୋଇ ସାରିଛି । ଆଗକୁ ନଷ୍ଟାରମର୍ଶ ଙ୍କ ତୃତୀୟ ବିଶ୍ଵଯୁଦ୍ଧ ର ଭବିଷ୍ୟତବାଣୀ ସତ ହେବ ନା ମିଥ୍ୟା ? ସେଥିପାଇଁ ଅପେକ୍ଷା ୨୦୨୩ ବର୍ଷ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଙ୍କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।