ସରିଯିବ କଳିଯୁଗ କାନ୍ଦୁଛି କାଳିଆ ହଁ ଦର୍ଶକ ବନ୍ଧୁ ଆଜି କାଳିଆ କାନ୍ଦୁଛି କାରଣ ଏବେ ସବୁବେଳେ ସେହି ପୁରୀକୁ ନେଇ ଚର୍ଚ୍ଚା । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ପୁରୀରେ ଲାଗୁଛି ନିଆଁ ଆଜି ବି ନିଆଁ ଲାଗିଛି ଯାହାକୁ ଅଗ୍ନିସମ ବାହିନୀ ଆୟତ କରି ସାରିଛି । ଦର୍ଶକ ବନ୍ଧୁ ଆପଣ ମାନଙ୍କର ମନ ଥିବ ଏହି କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ଦାଦିନେଉତି ଉପରେ ଚିଲ ଉଡି ଥିଲେ ।
ଚାରି ଆଡେ ଅନ୍ଧାର ଘୁଟି ଆସିଲା ବଡ ଦେଉଳ ସମୁଦ୍ରର ଭ୍ରମ ସୃଷ୍ଟି କଲା । ବାଇଶି ପାହାଚରେ ଶୁଅ ଛୁଟିଲା ସମୁଦ୍ର ଭିତରେ ଖଣ୍ଡିଆ ଭୁତ ବୁଲିଲା । ଆକାଶ ପୁରା ରତିମ ଦିଶିଲା । ପଥର ଖସିଲା ରୋଷ ଘରେ ନିଆଁ ଲାଗିଲା । ଛପନ ଭୋଗ ରନ୍ଧା ଯାଉ ଥିବା ଚୁଲିକୁ ଭଙ୍ଗା ଦିଆ ଗଲା । ଶ୍ରୀମନ୍ଦିର ଗୁମୁଟରେ ଫାଟ ଦିଶିଲା ରନ୍ତ ଭଣ୍ଡାରର ଚାବି ହଜିଲା । ଶ୍ରୀମନ୍ଦିର ଗୁମୁଟରୁ କିନ୍ନର ବଳରାମ ଡେଇଁ ଜୀବନ ହାରିଲେ ।
ବନ୍ଧୁଗଣ ଏମିତି ଅନେକ ସାରା ଘଟଣା ଘଟିଲା ଯାହା ସମସ୍ତଙ୍କ ମନକୁ କଷ୍ଟ ଦେଇଛି । ଯାହା ସମସ୍ତଙ୍କୁ ବ୍ୟଥିତ କରି ପକାଉଚି । ଯେଉଁ ସବୁ ଦୃଶ୍ୟକୁ ଭାବିଲେ ଡର ଲାଗେ ଯେଉଁ ସବୁ ଦୃଶ୍ୟକୁ ସ୍ଵପ୍ନରେ ଦେଖିଲେ ଭୟ ଲାଗେ । ସେସବୁ ଦୃଶ୍ୟ ଗୁଡିକ ଏବେ ଜଳଜଳ କରି ଦେଖା ଯାଉଛି । ଆଉ ଏସବୁ ଘଟଣାକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି କଳିଯୁଗ ସରିଗଲା ।
ଆଉ ପାପ ଚଳିବନି ଆଉ ଅନ୍ୟାୟ ଚଳିବ ନାହିଁ ଆଉ ଅନୀତି ଚଳିବ ନାହିଁ କାରଣ କାଳିଆ ସବୁ ସହି ସହି ଆଉ ସହି ପାଉନି । କାରଣ କାଳିଆ ସବୁ ଦେଖୁଛି ଆଉ ସେଥିପାଇଁ ତ ଏ ସତର୍କ ସୂଚନା କାଳିଆ ଛାଡୁଛି । ତଥାପି ଆମେ ବୁଝି ବୁଝି ପାରୁନୁ ହଁ ଦର୍ଶକ ବନ୍ଧୁ ଏହି ନିକଟ ଅତୀତରେ ଲକ୍ଷ୍ମୀ ମାରକେଟ କମ୍ପ୍ଲେକ୍ସରେ ଯେଉଁ ଭଳି ଭାବରେ ନିଆଁ ଲାଗିଲା ତାହା କଣ ସମସ୍ତଙ୍କୁ ଭୟବିତ କରୁନି ।
ତେବେ ଦର୍ଶକ ବନ୍ଧୁ ଏଠି କହି ରଖିବାକୁ ଚାହିଁବୁ ନିଆଁରେ ୪୫ଟି ଦୋକାନ ଜଳି ପୋଡି ନଷ୍ଟ ହୋଇ ଯାଇଛି । କ୍ଷୟ କ୍ଷତି ୪୦ କୋଟିରୁ ଉର୍ଦ୍ଧ ନେଇ ଦୋକାନୀଙ୍କ ଆକଳନ କରା ଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।