ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାବାସ୍ କନ୍ୟା ! ବାହାଘର ଭୋଜିରେ ଖାସି ମାଂସର ଅଭାବ ପଡିଯିବା ଯୋଗୁ ବର ପକ୍ଷେ ହୋଇ ଉଠିଲେ ତୀବ୍ର । ଆମେ ବର ପକ୍ଷ ଲୋକ ଆମକୁ ଆଣି ଶୀଘ୍ର ଖାସୀ ମାଂସ ଯୋଗାଅ । ତେବେ ଏହାକୁ ଦେଖି ଏତେ ରାତିରେ ବର ପକ୍ଷ ଲୋକଙ୍କୁ ରାତିରେ ମାଂସ କେଉଁଠାରୁ ଆଣିକି ଦେବେ ବୋଲି ଚିନ୍ତାରେ ପଡିଯାଇଥିଲେ କନ୍ୟାର ପିତା । ତାପରେ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା ।
ବର ପକ୍ଷଙ୍କ କହିବା ଅନୁଯାଇ ଯଦି ଦମ୍ ନାହିଁ । ତେବେ ଖାସୀ ମାଂସ ଦେବ ବୋଲି ପ୍ରତିଶ୍ରୁତି କାହିଁକି ଦେଉଥିଲ । ଏହି କଳିଝଗଡା ମଧ୍ୟରେ ବର ମଧ୍ୟ କନ୍ୟାର ପିତା ସହ ଝଗଡା କରିବାରେ ପଛ ଘୁଞ୍ଚା ଦେଲା ନାହିଁ । କନ୍ୟାର ପିତା ଅର୍ଥାତ ଆଗକୁ ହେବାକୁ ଯାଉଥିବା ଶ୍ଵଶୁରକୁ ଯାହା ମନକୁ ପାଇଲା କହି ଚାଲିଲା । ଖାଲି ସେତିକି କାହିଁକି ବାହାଘର ପରେ ମୁଁ ଯେଉଁ ମାଂସ ଖାଇବି । ସେହି ମାଉଁସ ଅଛି କି ନାହିଁ ବୋଲି କନ୍ୟାର ପିତାକୁ କହିବାକୁ ମଧ୍ୟ ବର ପଛାଇଲା ନାହିଁ ।
ଏହି ଖବର ଯାଇ ବାହା ହେବାକୁ ଯାଉଥିବା କନ୍ୟାର କାନରେ ପଡିଥିଲା । ତାପରେ ଯାହା ହୋଇଥିଲା ? ତାହାକୁ ଦେଖି କନ୍ୟାର ସାହସିକତାକୁ ବଧାଇ ନଦେଇ ରହି ହେବ ନାହିଁ । ବାହା ହେବା ସଜ ହୋଇଥିବା କନ୍ୟା ସିଧାସଳଖ ଆସି ବାହା ହେବ ନାହିଁ ବୋଲି ସମସ୍ତଙ୍କ ସାମ୍ନାରେ କହିଦେଲା । ତେବେ ଏପରି ରାଗିକି ବିବାହ ନକରିବାର କଥା କନ୍ୟା ମନକୁ ଆସିବାର କାରଣ ହେଉଛି । କନ୍ୟାଙ୍କ ଚିନ୍ତାଧାରା ଅନୁଯାଇ ଯେଉଁ ପୁଅ ଆଜି ନିଜ ହେବାକୁ ଯାଉଥିବା ଶ୍ଵଶୁର ତଥା ଗୁରୁଜନକୁ ଏପରି କଟୁ ବଚନ କହି ପାରୁଛି ।
କନ୍ୟା ପକ୍ଷର ଗୁରୁଜନ ମାନେ ବରକୁ ଯେତେ କାକୁତୀ, ମିନତୀ ଗୋଡ ତଳେ ପଡି କହୁଛନ୍ତି । ହେଲେ ତ ଏହି ପୁରୁଷ ଜଣଙ୍କ କିଛି ବି ଶୁଣୁନାହିଁ । ବାହାଘର ପରେ ଏ ପୁଅ ମୋତେ ସ୍ତ୍ରୀ ହିସାବରେ କଣ ଭଲରେ ରଖିବ , ଆଉ ମୋତେ କିଭଳି ସମ୍ମାନ ଦେବ । ଏପରି କିଛି କହି କହି ସିଧାସଳଖ କନ୍ୟା ଜଣଙ୍କ ବାହା ନହେବ ପାଇଁ ମନା କରିଦେଇଥିଲା । ଏହାକୁ ଶୁଣି ପୁଅ ଘର ଲୋକଙ୍କର ଅକଲ ଗୁଡୁମ ହୋଇଯାଇଥିଲା ।
କନ୍ୟା ଏଭଳି ଏକ ପରିସ୍ଥିତିରେ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ନେଇଥିବା ନିଷ୍ପତ୍ତିକୁ ବର୍ତ୍ତମାନ ସମସ୍ତେ ପ୍ରଶଂଷା କରୁଛନ୍ତି । ତାପରେ ବର ଜଣଙ୍କ ଶିଶୁପାଳ ହୋଇ ନିଜ ଘରକୁ ଫେରିଲା । ଏହିଭଳି ଲାଟେଷ୍ଟ ଖବର ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ