ସମ୍ପର୍କକୁ ଭିଡ଼ାଭିଡି କରିବା କିଛି ଦରକାର ନାହିଁ, ଦସ୍ତଖତ କର ଅଲଗା ହୁଅ, ତୁମେ ଦୁହେଁ ନିଜ ବାଟରେ ଖୁସିରେ ରୁହ….

ସମ୍ପର୍କକୁ ଭିଡାଭିଡି କରିବାର କିଛି ମଧ୍ୟ ଦରକାର ନାହିଁ । ବନ୍ଧୁଗଣ ଷ୍ଟାରର ଦମ୍ପତ୍ତି କଳି ଥମିବାରେ ନାଁ ନେଉଆନାହିଁ । ବର୍ଷା ଓ ଅନୁଭବଙ୍କୁ ବର୍ତ୍ତମାନ ସବୁଆଡେ ଚର୍ଚା ହେବାରେ ଲାଗି ପଡିଛି । ତେବେ ଏହି କଥା ଉପରେ ଜଣେ ସମାଜସେବି ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି । ଯେ ବର୍ଷା ଅଓ ଅନୁଭବଙ୍କ ମାମଲା ଦିନକୁ ଦିନ ବଢି ବଢି ଏତେ ଜଟିଳ ହୋଇଗଲାଣି । ଯେ ଏହା ତାଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଯଦି ଏକାଠି ରାହିବାର ନାହିଁ । ତେବେ ଦସ୍ତଖତ କର ।

ଆଉ ତାପରେ ତୁମେ ଦୁହେଁ ଅଲଗା ହୋଇ ନିଜ ନିଜ ବାଟରେ ଖୁସିରେ ରୁହ । କାରଣ ଯେଉଁଠାରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ପ୍ରକାର ସ୍ଵାମୀ-ସ୍ତ୍ରୀ ଭଳିଆ ସମ୍ପର୍କ ନାହିଁ । ସେଠାରେ ମିଶିକି ରହିବାର ମଧ୍ୟ ପ୍ରଶ୍ନ ଉଠୁ ନାହିଁ । ତେବେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଏହି ମାମଲାଟି ଏତେ ଇସ୍ୟୁ କ୍ରୀଏଟ କରି ଲୋକଙ୍କ ମଧ୍ୟରେ କନ୍ୟୁଫ୍ୟୁଜନ ସୃଷ୍ଟି କରୁଛି । ଏହା ଛଡା ପରିବାର କୋର୍ଟଙ୍କ କନ୍ୟୁଫ୍ୟୁଜନ ବାଲା ରାୟ ମଧ୍ୟ ଶୁଣା ଯାଇଛି ।

ଏଥିରେ କେହି ମଧ୍ୟ କାହା ଲାଇଫରେ ଖୁସିରେ ରହି ପାରୁ ନାହାନ୍ତି । ବର୍ଷା କେତେବେଳେ ଅନୁଭବଙ୍କ ଉପରେ ତ ଅନ୍ୟ କେତେବେଳେ ଅନୁଭବ ବର୍ଷାଙ୍କ ଉପରେ ଅଭିଯୋଗ ଲଦିବାରେ ଲାଗି ପଡିଛନ୍ତି । ତେଣୁ ଯଦି ଏକାଠି ହିଁ ବର୍ଷା ରହିବାକୁ ଚାହୁଁ ନାହାନ୍ତି । ତେବେ କେବଳ ବର୍ଷାଙ୍କର ଗୋଟିଏ ଦସ୍ତଖତରେ ହିଁ ସ୍ଵାମୀ-ସ୍ତ୍ରୀ ଅଲଗା ହୋଇଯାଇପାରିବେ । କାରଣ ଯେଉଁ ପର୍ଯ୍ୟନ୍ତ ବର୍ଷା ଚାହିଁ ନାହାନ୍ତି । ସେହି ପର୍ଯ୍ୟନ୍ତ ଅନୁଭବ ଚାହିଁଲେ ବି ବର୍ଷାଙ୍କ ଠାରୁ ଅଲଗା ହୋଇ ରହିପାରିବେ ନାହିଁ ।

ତେବେ ଯଦି ମାମଲାରେ ଅନ୍ୟ କିଛି ମୋଡ ଆଣିବ ପାଇଁ ଚାହୁଁଛନ୍ତି । ତେବେ ଅନୁଭବ ଅଯଥା ଝାମଲାରେ ନପଶି ନିଜ ମାମଲାକୁ ନେଇ ହାଇକୋର୍ଟର ଦ୍ଵାରସ୍ଥ ହେବା ଦରକାର । ପରିବାର କୋର୍ଟରେ ହେଲାନି ତ ହାଇକୋର୍ଟର ସମସ୍ଯାର ସମାଧାନ କର । ତେବେ ଏଥିରେ ଆପଣଙ୍କର ଏମଟି ଆମକୁ କମେଣ୍ଟ କରିକି ନିହାତି ଜଣାନ୍ତୁ । ଏଥିସହ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *