ସମସ୍ତଙ୍କୁ ହସାଉଥିବା ଖୁସି ଆଜି ICUରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି….ଆପଣଙ୍କ ସାହାଯ୍ୟ ତାଙ୍କୁ ନୂଆ ଜୀବନ ଦେବ

ସମସ୍ତଙ୍କୁ ହସାଉଥିବା ଖୁସି ଆଜି ମରଣ ସହ ଲଢୁଛି ! ହଁ ଆଜ୍ଞା ସୋସିଆଲ ମିଡିଆରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଲକ୍ଷ୍ମୀପ୍ରିୟା ଆଜି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯେଉଁଥି ପାଇଁ ତାଙ୍କ ସ୍ଵାମୀ ମଧ୍ୟ ତଥା ପରିବାର ଲୋକେ ମଧ୍ୟ ଧର୍ଯ୍ୟହରା ହୋଇପଡିଛନ୍ତି । ଲକ୍ଷ୍ମୀଙ୍କ ପେଟରେ ଛୁଆଟି ବଢୁଥିଲା । ଡାକ୍ତରଙ୍କ ପାଖରେ ଥରେ ଚେକଅପ ମଧ୍ୟ କରିକି ନେଇଥିଲେ । ସବୁକିଛି ଭଲ ଥିଲା । ହେଲେ ତାପରେ ଯେତେବେଳେ ନିଜ ସ୍ତ୍ରୀ କୁ ନେଇ ଚେକଅପ କରାଇବା ପାଇଁ ତାଙ୍କ ସ୍ଵାମୀ ଆସିଥିଲେ ।

ସେତେବେଳେ ପିଲାଟି ପେଟରେ ମରିଯାଇଛି ବୋଲି ଡାକ୍ତର କହିଥିଲେ । ପରେ ଡାକ୍ତର ପେଟରୁ ଛୁଆଟାକୁ ୱାଶ କରିଦେବାକୁ କହିଥିଲେ । ତେବେ ପିଲାକୁ ୱାଶ କରିଦେବା ପରେ କିନ୍ତୁ ଲକ୍ଷ୍ମୀଙ୍କ ସ୍ଵାସ୍ଥ ଅବସ୍ଥା ପୁରା ବିଗିଡି ଯାଇଛି । ଲକ୍ଷ୍ମୀ ବର୍ତ୍ତମାନ ସମୟରେ ହସ୍ପିଟାଲ ବେଡ୍ ରେ ଜୀବନ ମରଣ ସହ ସଂଗ୍ରାମ କରି ବଞ୍ଚିଛନ୍ତି । ଏପଟେ ତାଙ୍କ ସ୍ଵାମୀ କହିଛନ୍ତି । ଯେ ସ ତାଙ୍କ ସ୍ତ୍ରୀ ଙ୍କର ଏଭଳି ହେବା ଶୁଣି ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ତାଙ୍କ ପାଖରେ ଯାହା ମଧ୍ୟ ଟଙ୍କା ଥିଲା ।

ସବୁ ଗୋଟି ଗୋଟି କରି ଖର୍ଚ ହେଇସାରିଲାଣି । ତେଣୁ ଲୋକଙ୍କ ଠାରୁ ସେ ତାଙ୍କ ସ୍ତ୍ରୀ ର ଜୀବନ ପାଇଁ କିଛି ସାହାଜ୍ଯ ଲୋକଙ୍କ ଠାରୁ ମାଗୁଛନ୍ତି । ଯଥା ସମ୍ଭବ ନିଜ ନିଜ ଶକ୍ଷ ଅନୁସାରେ ଯଦି ତାଙ୍କୁ କିଛି ଆର୍ଥିକ ସହାୟତା ଲୋକଙ୍କ ପାଇଁ କରିବେ । ତେବେ ସେ ଆପଣଙ୍କ ଉପରେ ନିହାତି ଚୀରୋଉପୋକୃତ ହୋଇ ରହିବେ । ଏଥିସହ ଲକ୍ଷ୍ମୀଙ୍କ ସ୍ଵାମୀ ଏଭଳି ମଧ୍ୟ କହିଛନ୍ତି । ଯେ ଯଦି ଗୋଟେ ଗୋଟେ କରି କିଛି ଲୋକ ମୋ ସ୍ତ୍ରୀ ଙ୍କ ପାଇଁ ଠାକୁରଙ୍କୁ ଡାକିବେ ।

ତେବେ ଭଗବାନ ନିହାତି ମୋ ସ୍ତ୍ରୀ ଙ୍କ ସ୍ଵାସ୍ଥବସ୍ତା ଠିକ କରିଦେବେ । ପୁଣି ଥରେ ସେ ଆଗ ଭଳି ସୁସ୍ଥ ହୋଇଯିବେ । ତେବେ ଆମେ ମଧ୍ୟ ଆଶା କରିବୁ କି ! ଲକ୍ଷ୍ମୀପ୍ରିୟାଙ୍କର ଦେହ ଖୁବ ଶୀଘ୍ର ସୁସ୍ଥ ହୋଇଯାଉ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *