ହେ ଭଗବାନ ! ଏଠି କି କାଣ୍ଡ ହେଇଗଲା, ସମସ୍ତଙ୍କ ସାମ୍ନାରେ ବାହା ବେଦୀରେ ବରକୁ ଛେଚି ଦେଲା କନିଆଁ, Video ହେଲା ଭାଇରାଲ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାଣ ଫୁଟୁଥିଲା ବାଜା ମଧ୍ୟ ବାଜୁଥିଲା ରୋଷଣୀ କରି କନିଆଁ ଦୂଆରେ ପହଞ୍ଚିଲା ବର । ବାର ଯାତ୍ରୀ ରେ ଧୂମ ନାଚିଲେ ବର ପକ୍ଷ ବ୍ୟାଣ୍ଡବଜା ସହିତ କନିଆ କୁ ନେବାପାଇଁ ଆସିଥିବା ବର କୁ ମଧ୍ୟ ଧୂମ ଧାମ ରେ ସ୍ଵାଗତ କରାଯାଇଥିଲା । ଏବଂ ଏହାପରେ ଆରମ୍ଭ ହୋଇଥିଲା ବରଣମାଳା ନୀତି । ମଣ୍ଡପ ଉପରେ ମୁହାଁ ମୁହିଁ ହୋଇ ଛିଡା ହୋଇଥିଲେ ବର କନ୍ୟା । ବର କନ୍ୟା ବେକରେ ବରଣ ମାଳା ପକାଇଲେ ।

ହେଲେ କନ୍ୟା ବର ବେକରେ ବରଣ ମାଳା ପକାଇବା ବଦଳରେ ବରକୁ କଷି ଦେଇଗଲେ । ମାତ୍ର ଗୋଟିଏ କି ଦୁଇଟି ନୁହେଁ ଗୋଟେ ପରେ ଗୋଟେ ଧଡା ଧଡ ଚାପୁଡା ଉପରେ ଚାଆପୁଡା ମାଆରି ଚାଲିଲେ ନବ ବଧୂ । ଏହାପରେ ରାଗ ରେ ତମତମ ହୋଇ ମଣ୍ଡପ ଉପରୁ ତଳକୁ ଓହ୍ଲାଇ ଚାଲିଗଲେ ।

ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆ ରେ ସାମ୍ନା କୁ ଆସିଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଏହି ଘଟଣା ଟି ଉତ୍ତର ପ୍ରଦେଶ ର ହରିପୂର ଜିଲ୍ଲା ର ଶ୍ଵାସ୍ତା ଗାଁ କୁ ଚମାରୀ ଗାଁ କୁ ବରଯାତ୍ରୀ ନେଇ ଆସିଥିଲେ ରବି ଶଙ୍କର ଏବଂ ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ଘର ପକ୍ଷରୁ ବହୁତ ଧୂମ ଧାମରେ ବର କୁ ସ୍ଵାଗତ କରାଗଲା ।

ବିବାହ କାର୍ଯ୍ୟକ୍ରମ ଆଗକୁ ବଢିଲା ଏବଂ ମଣ୍ଡପ ଉପରେ ରବି ଶଙ୍କର ଏବଂ ତାଙ୍କ ଭାବିପତ୍ନୀ ଛିଡା ହୋଇଥିବା ସମୟରେ ପ୍ରଥମେ ରବୀଶଙ୍କର ବରଣ ମାଳା ପକାଇଥିଲେ କିନ୍ତୁ ବର ଜଣକ ବରଣମାଳା ପକାଇବା ପରେ କନ୍ୟା ତାଙ୍କୁ ଚାଆପୁଡା ଉପରେ ଚାଆପୁଡା ମାଆରି ଚାଲିଥିଲେ । ସେଠାରେ ଉପସ୍ଥିତ ଥିବା ଘର ଲୋକେ ତଥା ବର ଘର ଲୋକେ ଏବଂ ବନ୍ଧୁ ବାନ୍ଧବ କେହି କିଛି ବୁଝିବା ଆଗରୁ କନ୍ୟା ଜଣକ ଷ୍ଟେଜ ଉପରୁ ରାଗରେ ତଳକୁ ଓହ୍ଲାଇ ଚାଲିଯାଇଥିଲେ ।

ତେବେ ନବବୋଧୂ ଜଣଙ୍କ ବର କୁ କାହିଁକି ଏହିଭଳି ଚାପୁଡା ମାରିଲେ ଏବେ ନେଇ କିଛି ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ । କୁହାଯାଉଅଛି ଯେ ବରଣମାଳା ପକାଇଲା ବେଳେ ବର ଜଣଙ୍କ ମଦ୍ୟପାନ କରିଥିଲେ ଏହି କଥା କନ୍ୟାଜଣଙ୍କ ଜାଣିବା ପରେ ତାଙ୍କୁ ଚାପୁଡା ମାରିଥିଲେ । ଏହି ସଂପୂର୍ଣ୍ଣ ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଚର୍ଚ୍ଚା ର ବିଷୟ ହୋଇଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *