ସକାଳୁ ଉଠିବା ମାତ୍ରେ ଜପନ୍ତୁ 4 ଶବ୍ଦ ବାଲା ଏହି ଚମତ୍କାରୀ ମନ୍ତ୍ର, ଧନ କଣ ପୁରା ଦୁନିଆ ହେବ ଆପଣଙ୍କ ମୁଠିରେ, ଭିକାରୀ ବି ହେଇଯାଏ ଧନୀ !

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ବଞ୍ଚିବା ପାଇଁ ଇଛା କରିଥାନ୍ତି ହେଲେ ପ୍ରତ୍ୟକ ମଣିଷଙ୍କ ଜୀବନରେ କିଛି ନା କିଛି ଚିନ୍ତା ବା ସମସ୍ୟା ରହିଥାଏ । ବନ୍ଧୁଗଣ କଥାରେ ଅଛି ସମୟ ବଡ ବଳବାନ ସମୟ ଚକ୍ର ଅନୁସାରେ ମଣିଷ ଜୀବନରେ ଦୁଃଖ ଓ ସୁଖର ଆଗମନ ହୋଇଥାଏ । ଠିକ ସେହି ପରି ଭାବରେ ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଓ ସମସ୍ୟାରେ ଘେରି ହୋଇ ରହିଯାନ୍ତି ।

ସେମାନେ ଯେତେ ଚେଷ୍ଟା କରିଲେ ମଧ୍ୟ ନିଜ ସମସ୍ୟାକୁ ଦୂର କରିପାରନ୍ତି ନାହିଁ । ସାଧାରଣତଃ ଅଧିକାଂଶ ଲୋକ ଆର୍ଥିକ ସମସ୍ୟା ପାଇଁ ଚିନ୍ତାରେ ରୁହନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନ ବି ଦୁଃଖରେ କଟୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ସାରିଛୁ ଯାହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

ଏହା ସହିତ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନଙ୍କୁ ସକାଳୁ ଉଠି କେବଳ ଏକ ମନ୍ତ୍ର ଜପ କରିବାର ଅଛି ଏହା ଅତି ସହଜ ଉପାୟ ଓ ଏଥିରେ ଆପଣଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ଆପଣ ମାନେ ନିଜ ଘରେ ରହି ଏହି ଉପାୟ କରିପାରିବେ ।

ଏହି ଉପାୟକୁ ବିଦ୍ୟାର୍ଥୀ ମାନେ ମଧ୍ୟ କରିପାରିବେ ଘରର ସୁଖ ସମୃଦ୍ଧି ବଜାଇ ରଖିବା ପାଇଁ ଘରର ସ୍ତ୍ରୀ ମାନେ ମଧ୍ୟ ଏହି ଉପାୟ କରିପାରିବେ । ବନ୍ଧୁଗଣ ଭଗବାନଙ୍କ ସହ ଜଡିତ ସମସ୍ତ କାମରେ ଆପଣଙ୍କୁ ସ୍ବଚ୍ଛତା ଉପରେ ନିଶ୍ଚୟ ଧ୍ୟାନ ଦେବାକୁ ପଡିବ ହେଲେ ଏହି ଉପାୟ ପାଇଁ ଆପଣଙ୍କୁ ସ୍ନାନ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଏହି ଉପାୟକୁ କରିବା ଦ୍ଵାରା ଆପଣ ସମସ୍ତ କ୍ଷେତରେରେ ସଫଳତା ପାଇବେ ଆପଣଙ୍କ ଉପରେ ଧନର ବର୍ଷା ହେବ ଏହା ସହିତ ଆପଣଙ୍କ ଘରେ ସୁଖ ସମୃଦ୍ଧିର ବାତାବରଣ ରହିବ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିବ ।

ଆପଣ ମାନେ ସକାଳୁ ଉଠି ଦେବିଦେବତା ମାନଙ୍କର ଧ୍ୟାନ କରନ୍ତୁ । ଆପଣ ସକାଳୁ ଉଠି ନିଜ ଦୁଇ ହାତ ଯୋଡି ‘ଓଁ ଜୁଙ୍ଗ ସହ’ । ଏହା ବ୍ଯତୀତ ଆପଣ ଏହି ମନ୍ତ୍ର ମଧ୍ୟ ପଢିପାରିବେ ‘କରାଗ୍ରେ ବସ୍ତେ ଲକ୍ଷ୍ମୀ କରମଧେ ସରସ୍ଵତୀ । କର ମୁଲେ ତୁ ଗୋବିନ୍ଦହ ପ୍ରଭାତେ କରଦର୍ଶନମ’ । ତା ହେଲେ ବନ୍ଧୁଗଣ ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *