ସବୁଦିନ ଅଣ୍ଡା ଖାଇଲେ କଣ ଶୀଘ୍ର ବଢିଥାଏ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ତେଣୁ ମୁଁ ଆଜି ଆପଣମାନଙ୍କ ପାଇଁ ନେଇଆସିଛି କେତେକ ଉପଯୋଗୀ ପ୍ରଶ୍ନ ଉତ୍ତର । ଯାହାକୁ ଜାଣିବା ଓ ଅନ୍ୟକୁ ଜଣାଇବା ଆପଣଙ୍କ କର୍ତ୍ତବ୍ୟ । କାରଣ ବାଣ୍ଟିବା ଦ୍ଵାରା ଜ୍ଞାନ ବିକଶିତ ହୋଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ମଜାଦାର ପ୍ରଶ୍ନ ଉତ୍ତର ।

1- କେଉଁ ଫଳ ଖାଇବା ଦ୍ଵାରା ଦାନ୍ତ କ୍ଷୀର ଭଳି ସଫା ରହିଥାଏ ?
ଉତ୍ତର : ଅମୃତଭଣ୍ଡା ଫଳ ଖାଇବା ଦ୍ଵାରା ଦାନ୍ତ କ୍ଷୀର ଭଳି ସଫା ରହିଥାଏ ।
2- କେଉଁ ଜୀବ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚିକି ରହିଥାଏ ?
ଉତ୍ତର : କଇଁଛ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚିକି ରହିଥାଏ ।
3- ଭାରତରୁ ସବୁଠାରୁ ଅଧିକ ରପ୍ତାନି ହେଉଥିବା ପରିବା କେଉଁଠି ?
ଉତ୍ତର : ପିଆଜ ଭାରତରୁ ଅଧିକ ରପ୍ତାନି ହୋଇଥାଏ ।

4- କେଉଁ ଦେଶର ସୂର୍ଯ୍ୟ କିରଣର ସବୁଠାରୁ ଅଧିକ ଉପଯୋଗ କରେ ?
ଉତ୍ତର : ଚୀନ ଦେଶର ସୂର୍ଯ୍ୟ କିରଣ ସବୁଠାରୁ ଅଧିକ ଉପଯୋଗ ।
5- ଭାରତର କେଉଁ ରାଜ୍ୟରେ କେଦାରନାଥ ମନ୍ଦିର ଅଛି ?
ଉତ୍ତର : ଉତ୍ତରାଖଣ୍ଡ ରାଜ୍ୟରେ କେଦାରନାଥ ମନ୍ଦିର ଅଛି ।
6- ମାଙ୍କଡ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉତ୍ତର : ମାଙ୍କଡ ସେଣ୍ଟ୍ରାଲର ରାଷ୍ଟ୍ରୀୟ ପଶୁ ଅଟେ ।

 

7- ଗରବା ନୃତ୍ୟ କେଉଁ ରାଜ୍ୟର ମୁଖ୍ୟ ନୃତ୍ୟ ଅଟେ ?
ଉତ୍ତର : ଗରବା ଗୁଜୁରାଟ ରାଜ୍ୟର ମୁଖ୍ୟ ନୃତ୍ୟ ଅଟେ ।
8- କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ ?
ଉତ୍ତର : ସାଉଦି ଆରବ ରେ ଗୋଟିଏ ବି ନଦୀ ନାହିଁ ।

9- ଭାରତର ପ୍ରଥମେ କେଉଁ ରାଜ୍ୟକୁ ବୀର ମାନଙ୍କର ଭୂମି କୁହାଯାଏ ?
ଉତ୍ତର : ଭାରତରେ ରାଜସ୍ଥାନ କୁ ବୀର ମାନଙ୍କର ଭୂମି ବୋଲି କୁହାଯାଏ ।
10 – ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା କେଉଁ ଶୀଘ୍ର ବଢିଥାଏ ?
ଉତ୍ତର : ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା ଶକ୍ତି ବଢିଥାଏ ।
ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *