ସାବଧାନ ! ଏମିତି ଝିଅଙ୍କ ଠାରୁ ଦୂରେଇ ରୁହନ୍ତୁ, ନହେଲେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଫିଲ୍ମରେ ଚୋର ମାନଙ୍କର କଳା କର୍ଣ୍ଣମା ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ବାସ୍ତବ ଜୀବନର କିଛି ଏଭଳି ଚୋର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର କଳା କାର୍ଣ୍ଣମା ଭିଡିଓ ସିସିଟିଭିରେ କଏଦ ହୋଇ ଯାଇଛି । ଆଉ ଏବେ ସେମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଦୁଇଜଣ ମହିଳା ଏକ ଦୋକାନକୁ ଯାଇ କିଛି ଜିନିଷ କିଣିଲେ ଆଉ ଟଙ୍କା ଦେଲେ । ହେଲେ ଫେରସ୍ତ ଟଙ୍କା ମଧ୍ୟରୁ ଗୋଟେ ୨ ହଜାର ଟଙ୍କା ସେମାନେ ଲୁଚାଇ ସମସ୍ତ ଟଙ୍କା ପୁଣି ଦୋକାନଦାରକୁ ଦେଲେ ଆଉ ଜିନିଷ ନେବା ପାଇଁ କହିଲେ । କିନ୍ତୁ ପୁଣି ସେମାନେ ଜିନିଷ ନ ନେଇ ନିଜର ଟଙ୍କା ଫେରସ୍ତ ନେଇଗଲେ । ଏଭଳି ଚୂନ ମାରୁଥିବା ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଏକ ବାରରେ ଜଣେ ବ୍ୟକ୍ତି ମ-ଦୟ ପାନ କରୁଥିଲା । ବ୍ୟକ୍ତି ଜଣକ ଏକ ବଡ ନୋଟ ଦେଲା ସେଇଠି ଦୋକାନ ମାଲିକ ଟଙ୍କା ଖୁଚୁରା ଆଣିବା ପାଇଁ ଭିତରକୁ କଣ ଗଲେ ବ୍ୟକ୍ତି ଜଣକ ଦୋକାନ ଉପରେ ଚଢି ମ-ଅଦ ଚୋରୀ କରି ଫେରାର ହେଇଗଲେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଦୁଇଜଣ ମହିଳା ରେଷ୍ଟୁରେଣ୍ଟରେ ଖାଉଛନ୍ତି । ସେଠାରେ ଗୋଟେ ଚୋର ଆସୁଛି ତାଙ୍କୁ କିଛି ଜିନିଷ ଦେଖାଉଛି । ଜିନିଷ ଦେଖାଇବା ବାହାନାରେ ସେ ଏକ ମହିଳାର ଫୋନ ଚୋରୀ କରି ଫେରାର ହେଇଯାଉଛି । ଏଭଳି ଚୋରଙ୍କ ଠାରୁ ସବୁବେଳେ ବଞ୍ଚିକି ରୁହନ୍ତୁ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଚୋରଟି ଏକ ଘରକୁ ଯାଉଛି ଆଉ ଏକ ଘାସ କାଟିବା ମେସିନ ଚୋରୀ କରୁଛି । ହେଲେ ଏହି ଚୋରଟି ଅତି ଭଲ ସ୍ଵଭାବ ରଖିଥିଲା । ସେ ଘାସ କାଟିବା ମେସିନ ଚୋରୀ କରିବା ପୂର୍ବରୁ ସେହି ଘରର ଘାସ ଗୁଡିକୁ ପ୍ରଥମେ କାଟି ଦେଲା ଯାହାଫଳରେ ମାଲିକକୁ କିଛି ଅସୁବିଧା ହେବ ନାହିଁ । ଏହା ପରେ ସେ ଚୋରୀ କରିଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ଯୁବତୀଙ୍କୁ ଏକ ବିବାହ କାର୍ଯ୍ୟକ୍ରମରେ ଦୁଇଟି ମୋବାଇଲ ଚୋରୀ କରିବା ସମୟରେ ଧରା ଯାଇଥିଲା । ଧରା ପଡିବା ପରେ ମହିଳା କହିଲେ ମୁଁ ସେମିତି ଖାଲି ମୋବାଇଲ ଉଠେଇ ଦେଲି । ଏହା ପରେ ସେ କାନ୍ଦିବାକୁ ଲାଗିଲେ । ଏହା ପରେ ତାଙ୍କ ବାପାଙ୍କ ସହ କଥା କରେଇବା ପାଇଁ ତାଙ୍କୁ କୁହା ଗଲା ହେଲେ ଏହି ପାପା କି ପରି କାନ୍ଦି କାନ୍ଦି ସେଠାରୁ ଚମ୍ପଟ ମାରିଲେ ।

Leave a Reply

Your email address will not be published. Required fields are marked *