ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏବେ ପୁରୀ ଶ୍ରୀମନ୍ଦିରରେ କାମ କରୁଥିବା ଜଣେ ସେବାୟତ ରତ୍ନ ଭଣ୍ଡାରକୁ ନେଇ ଏକ ବଡ ଖୁଲାସା କରିଛନ୍ତି ।
ଏହି ବୃଦ୍ଧ ଜଣକଙ୍କ ନାମ ହେଉଛି ଭାଗିରଥି ମହାରଣା । ଭାଗିରଥି ରତ୍ନ ଭଣ୍ଡାର ବିଷୟରେ ଏକ ଏପରି ଖୁଲାସା କରିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଭାଗିରଥି କହିଛନ୍ତି-‘ବାପା ଆମର କାମ କରୁଥିଲେ ମୁଁ ଚାରୋଟି ନବକଳେବର କାମ କଲିଣି ।
ନବକଳେବର ବାପା କରୁଥିଲେ ମୁଁ ଦେଖିଛି । ତା ବଳ ପାଇଁ ମୁଁ କାମ କରୁଛି ମୋର ଶକ୍ତି ନାହିଁ । ଭକ୍ତର ଭଗବାନ ହେଉଛନ୍ତି ଶ୍ରୀ ଜଗନ୍ନାଥ । ମୁଁ କହିଲି ପ୍ରଭୁ ମୁଁ ଆପଣଙ୍କର ସବୁ ଦେଖିଲି ମହାପ୍ରଭୁଙ୍କ ସୁନା ଛତା, ଧନୁଶର ତୀର, ମହାପ୍ରଭୁଙ୍କ ରଘୁନାଥ ଭେଶ ସବୁ ଦେଖିଛି । ସେତେବେଳେ ହଠାତ କବାଟ ବନ୍ଦ କରିବାକୁ କୁହା ହେଲା କାରଣ ସେଇଠି ଗୋଟେ ସର୍ପ ବାହାରିଲା ମୁଁ କହିଲା ବେଳକୁ ମୋ ଲୋମ ଟାଙ୍କୁରି ଉଠୁଛି ।
ତା ପରେ ମୁଁ କାମ କରିପାରିଲି ନାହିଁ ମୋର ଗୋଡ ଥୟ ହେଲା ନାହିଁ । ରତ୍ନ ଭଣ୍ଡାରରେ ଯେତେବେଳେ ସାପ ଦେଖିଲି ମୋ ଗୋଡ ଥରୁ ଥିଲା । ମୁଁ କେବଳ ପ୍ରଭୁଙ୍କୁ ଡାକେ ମୋର ଧନ ସମ୍ପତ୍ତି କିଛି ଦରକାର ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ବୃଦ୍ଧ ଜଣକ ରତ୍ନ ଭଣ୍ଡାରକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ହେଲେ ଆଜି ଶ୍ରୀମନ୍ଦିର ଉପରେ କିଛି ଚିଲ ଉଡୁ ଥିବାର ନଜର ଆସିଛି ।
ତେବେ ଏହା ଏକ ବଡ ବିପଦର ସଂକେତ ବୋଲି ଲୋକମାନେ ଭାବୁଛନ୍ତି । ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଏଭଳି ଚିଲ ଉଡିଛି ହେଲେ ଆଜିର ଘଟଣା ଦେଖି ଲୋକ ମାନ ଭୟବିତ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।