ନମସ୍କାର ବନ୍ଧୁଗଣ ତେବେ ଯଦି ଆପଣଙ୍କ ନିଦ ଖାସ କରି ରାତି ୧ ଟା ରୁ ୩ ଟା ମଧ୍ୟରେ ଭାଙ୍ଗି ଯାଉଥାଏ ତେବେ ଏହି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ବନ୍ଧୁଗଣ ଏହି ଦୁନିଆ ବହୁତ ରହସ୍ୟମୟୀ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ରାତିରେ ୧ ଟା ରୁ ୩ ଟା ମଧ୍ୟର ସମୟକୁ ଅଶୁଭ ସମୟ କାହିଁକି କୁହାଯାଏ । କାହିଁକି ଏହି ସମୟରେ ନିଦ ଭାଙ୍ଗିଲେ ନକରାତ୍ମକ ଉର୍ଜ୍ଜାର ଅନୁଭବ ହୋଇଥାଏ ।
ଆପଣଙ୍କୁ କହି ଦେଉଛୁ କି ଯଦି ଆପଣ ରାତିରେ ୧ ରୁ ୩ ଟା ମଧ୍ୟରେ ଅଚାନକ ଉଠୁଛନ୍ତି ତେବେ କୌଣସି ଜିନିଷ ଆପଣଙ୍କୁ ଭାବନାତ୍ମକ ରୂପରେ ଚିନ୍ତିତ କରିପାରେ।
ତେବେ ଆପଣଙ୍କ ଶରୀରରେ ଥିବା ସକରାତ୍ମକ ଉର୍ଜ୍ଜା ବି ଏହା ଦ୍ଵାରା ପ୍ରଭାବିତ ହୋଇପାରେ । ତେବେ ଆମେ ଜାଣିବା କି ରାତିରେ ୧ ଟା ରୁ ୩ମଧ୍ୟର ସମୟକୁ ଅଶୁଭ କାହିଁକି କୁହାଯାଏ ।
ଆପଣଙ୍କୁ କହି ଦେଉଛୁ କି ଅଧ ରାତି ସମୟରେ ନା କୌଣସି ଦେବୀ ଦେବତାଙ୍କର ପୂଜା କରାଯାଏ ନା କୌଣସି ଶୋର ଶବ୍ଦ ଥାଏ ଓ ନା ମନ୍ଦିରର କବାଟ ଖୋଲାଥାଏ । ଏମିତିରେ ସୂର୍ଯ୍ୟ ଉଦୟ ବି ହୋଇ ନଥାଏ।ତେବେ ଏହି କାରଣରୁ ଏହି ସମୟ ନକରାତ୍ମକ ଉର୍ଜ୍ଜା ପାଇଁ ବହୁତ ଶକ୍ତିଶାଳୀ ହୋଇଥାଏ । ଏହି ସମୟରେ ଏହି ଉର୍ଜ୍ଜା ୧୦୦ ଗୁଣା ଅଧିକ ଶକ୍ତିଶାଳୀ ହୋଇଯାଏ ।
ଏହି ସମୟରେ ସିଦ୍ଧି ପ୍ରାପ୍ତି କରିବା ପାଇଁ ତାନ୍ତ୍ରିକ ମାନେ ବହୁତ ପ୍ରକାରର ସାଧନା କରିଥାନ୍ତି । ଯେଉଁଥିରେ ବଳିଦେବା ଓ ଗୁପ୍ତ ସାଧନା କରିବା ସାମିଲ ଅଟେ।ତନ୍ତ୍ର ବିଦ୍ୟା ଅନୁସାରେ ରାତିର ୧ ଟା ରୁ ୩ ଟା ମଧ୍ୟରେ ସାଧନା ବା ଦିଆଯାଇଥିବା ବଳି ସବୁଠୁ ଅଧିକ ଫଳପ୍ରଦ ହୋଇଥାଏ । ଏଥିପାଇଁ ଏକ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ମହତ୍ଵ ରଖିଥାଏ ।
ଏହି କଥାକୁ ଧ୍ୟାନରେ ରଖି ଏମିତି ମଣାଯାଏ କି ଏହି ସମୟରେ ଅଧିକାଂଶ ସଇତାନ ଶକ୍ତି ବ୍ରହ୍ମାଣ୍ଡ ରେ ବୁଲୁଥାନ୍ତି ଓ ଏଥିପାଇଁ ଏହି ସମୟ ଗୋଟିଏ ତାନ୍ତ୍ରିକ ପାଇଁ ବହୁତ ଶୁଭ ହୋଇଥାଏ ।
ତେବେ ସେଇଠି ଏହି ସମୟ ଆପଣଙ୍କ ପାଇଁ ବହୁତ ଭୟାନକ ବି ଅଟେ । ଆପଣ ଫିଲ୍ମରେ ମଧ୍ୟ ଦେଖିଥିବେ କି କୌଣସି ଅଘଟଣ ହେଲେ ୩ ଟା ବେଳକୁ ଘଡି ଅଟକି ଯାଇଥାଏ ସେତେବେଳେ ଖରାପ ଘଟଣା ସବୁ ଘଟିଥାଏ ।
ସେଇଠି ୩ ସଂଖ୍ୟା କୁ ବି ଅଶୁଭ ମନା ଯାଇଛି।ତେବେ କେବେ ବି ଶୋଇବା ସମୟରେ ଭୁତ, ପ୍ରେତ ଆତ୍ମା ମାନଙ୍କ କଥା କେବେ ବି କୁହନ୍ତୁ ନାହିଁ ।ଯଦି ଆପଣ ଏହି ସମୟରେ ଉଠୁଛନ୍ତି ତେବେ ଏକୁଟିଆ କେବେ ବି ବାହାରକୁ ଯାଆନ୍ତୁ ନାହିଁ ଓ ସେହି ସ୍ଥାନକୁ ମଧ୍ୟ ଯାଆନ୍ତୁ ଯେଉଁଠି କାହାର ବଳି ଦିଆ ଯାଇଥିବ ବା ଯେଉଁଠି ଭୁତ ପ୍ରେତ ଛଡେଇବାର ପ୍ରୟାସ ହେଉଥିବ ।ଯଦି ଆପଣଙ୍କର ଏହି ସମୟରେ ନିଦ ଭାଙ୍ଗି ଯାଉଛି ତେବେ ଆପଣ ନିଜର କାମ କରି ଭଗବାନଙ୍କୁ ଅବଶ୍ୟ ସ୍ମରଣ କରନ୍ତୁ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।