କୁହାଯାଏ କି ଯେଉଁ ଲୋକମାନଙ୍କ ଜନ୍ମ ସକାଳେ ହୋଇଥାଏ ସେମାନେ ସକାଳେ ଜଲ୍ଦି ଉଠି ଯାଆନ୍ତି । ଯେଉଁମାନେ ସକାଳେ ସନ୍ଧ୍ୟା ଓ ରାତିରେ ଜନ୍ମ ହୋଇଥାନ୍ତି ସେମାନେ ଡେରିରେ ଉଠନ୍ତି । ସକାଳେ ଜନ୍ମ ହୋଇଥିବା ଲୋକମାନେ ଦିନରେ କାମ କରିବାକୁ ପସନ୍ଦ କରନ୍ତି । ଯେତେବେଳେ କି ରାତିରେ ଜନ୍ମ ହୋଇଥିବା ଲୋକମାନେ ଅଧିକ ରାତି ପର୍ଯ୍ୟନ୍ତ କାମ କରିବାକୁ ପସନ୍ଦ କରନ୍ତି । ଚାଳନ୍ତୁ ରାତିରେ ଜନ୍ମ ହୋଇଥିବା ଲୋକମାନଙ୍କ କିଛି ବିଶେଷ କଥା ବିଷୟରେ ଜାଣିବା ।
କହିଦେଉଛୁ କି ଜନ୍ମର ସମୟ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ କହିଥାଏ । ରାତ୍ରି ସମୟ ଅନ୍ଧାର ହୋଇଥାଏ । କିନ୍ତୁ ରାତ୍ରି ସମୟ ବି ଖାସ ହୋଇଥାଏ । ଯାହାକି ଶାନ୍ତ ଓ ଆରାମଦାୟକ ବି ହୋଇଥାଏ । ଆମେ ରାତିରେ ଘରୁ ବାହାରକୁ ବାହାରି ନ ଥାଉ । ଏହି କାରଣ ଅଟେ କି ରାତ୍ରିରେ ଜାନାଂ ହୋଇଥିବା ପିଲାମାନେ ଅଧିକ ସହନଶୀଳ ଓ ବୁଦ୍ଧିମାନ ହୋଇଥାନ୍ତି । ଯେଉଁ ଲୋକମାନେ ରାତ୍ରି ସମୟରେ ଜନ୍ମ ନେଇଥାନ୍ତି ସେମାନଙ୍କ ମଧ୍ୟରେ ସମସ୍ଯା ଗୁଡିକର ସମଧାନ କରିବାର ସାହାସ ଥାଏ ।
ଯଦି ଆପଣ ରାତିରେ ଜନ୍ମ ହୋଇଛନ୍ତି ରାତିରେ ଜଗୁଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । କେତେକ ଲୋକମାନଙ୍କର କହିବା ଅଟେ କି ରାତିରେ ଜନ୍ମ ହୋଇଥିବା ଲୋକମାନେ ସକାଳେ ଜନ୍ମ ଗ୍ରହଣ କରିଥିବା ଲୋକମାନଙ୍କ ଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଏତିକି ନୁହେଁ ବିଜ୍ଞାନ ବି ଏହାକୁ ପ୍ରମାଣିତ କରିଛି । ଏକ ରିସର୍ଚ ଅନୁସାରେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଜଗୁଥିବା ବ୍ୟକ୍ତି ଭିତରେ ଅଧିକ ଶକ୍ତିଥାଏ ।
ଏମିତି କୁହାଯାଏ କି ସକାଳେ ଜଲ୍ଦି ଉଠୁଥିବା ଲୋକମାନଙ୍କ ମଧ୍ୟରେ ଗୋଟିଏ ପ୍ରକାରର ଊର୍ଜା ପୁରା ଦିନ ଥାଏ । ରାତିରେ ଜଗୁଥିବା ଲୋକମାନଙ୍କ ମଧ୍ୟରେ ସନ୍ଧ୍ୟା ସମୟରେ ସବୁଠୁ ଅଧିକ ଊର୍ଜା ଥାଏ । ଯାହା ଦ୍ଵାରା ସେମାନେ ବହୁତ ଗୁଣା କାମ କରି ଥାନ୍ତି । ସକାଳେ ଉଠୁଥିବା ଲୋକମାନେ ଭଲ ନମ୍ବର ନେଇ ଆସନ୍ତି, ଭଲ ଚାକିରି ବି ମିଳିଯାଏ କିନ୍ତୁ ରାତିରେ ଜଗୁଥିବା ଲୋକମାନେ ତାଙ୍କ ଠାରୁ ବହୁତ ଅଧିକ ସ୍ଥିର ବୁଦ୍ଧିର ହୋଇଥାନ୍ତି ।
ସକାଳେ ଉଠିବା ଲୋକମାନଙ୍କୁ କମ ରୁ କମ ୮ ରୁ ୯ ଘଣ୍ଟା ନିଦ ଦରକାର ପଡିଥାଏ । ଅନ୍ୟ ପଟେ ରାତିରେ ଜଗୁଥିବା ଲୋକମାନଙ୍କୁ କେବଳ ୫ ରୁ ୬ ଘଣ୍ଟା ନିଦ ଦରକାର ହୋଇଥାଏ । ସେମାନେ ରାତିରେ ବି ଶୋଇ ଯାଆନ୍ତି । ସକାଳେ ଉଠି ଥିବା ଲୋକମାନେ ଦିନ ସମୟରେ ଶୋଇ ପାରନ୍ତି ନାହିଁ । ରାତିରେ ଜଗୁଥିବା ଲୋକମାନେ ରାତିରେ କମରୁ କମ ସମୟ ଶୋଇବାକୁ ଯାଆନ୍ତି ।
କିନ୍ତୁ ସେମାନେ ଅଧିକ ସାମୟ ପର୍ଯ୍ୟନ୍ତ ସତର୍କ ରୁହନ୍ତି । ଏତିକି ନୁହେଁ ଗୋଟିଏ ଅଧ୍ୟୟନରେ ଏହା ଜଣା ପଡିଛି କି ଏହି ଲୋକମାନେ କୌଣସି ବି ଜିନିଷକୁ ନେଇ ଅଧିକ ସତର୍କତା ରୁହନ୍ତି ନାହିଁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।