Rashmi ରାଗିଥିଲେ… ମୁଁ କେବଳ ତାଙ୍କୁ ଗୋଟିଏ ହଗ୍ ଓ କିସ୍ କରିଦେଲେ, ସେ ସବୁ ରାଗରୁଷା ଭୁଲିଯାଆନ୍ତି…Rashmi Ariyan

ରଶ୍ମି ରାଗିଗଲେ ବାସ୍ ଗୋଟିଏ ହଗ୍ ଓ ଗୋଟିଏ କିସ୍ ! ଆଉ ତାପରେ… ଟିକଟିକରୁ ଭଲ ପାଇବା ଆରମ୍ଭ ହୋଇ ଲକଡାଉନରେ ବାହା ହୋଇଥିବା ସୋସିଆଲ ମିଡିଆର ସମସ୍ତଙ୍କର ଅତି ପ୍ରିୟ ଯୋଡି ହେଉଛି ଆରୟାନ ଓ ରଶ୍ମିତା । ହଁ ଆଜ୍ଞା ଏକ ସାକ୍ଷାତକାରରେ ଆରୟାନ ଓ ରଶ୍ମିତା ନିଜର ପ୍ରେମ ଓ ପ୍ରେମ ବିବାହକୁ ନେଇ ଏପରି କିଛି କହିଛନ୍ତି । ତେବେ ଆରୟାନଙ୍କ କହିବା ଆଧାରରେ ଆମ ଦୁହିଙ୍କର ପ୍ରେମ ବିବାହ ହୋଇଥିଲା । ଆମେ ଟିକଟକରୁ ପରସ୍ପରକୁ ଜାଣିଥିଲୁ ।

ରଶ୍ମିଙ୍କୁ ଭଲ ପାଇବା ପୂର୍ବରୁ ମୋର ଆଉ ଜଣେ ଝିଅ ସହ ଅଲରେଡି ବ୍ରେକଅପ ହୋଇଯାଇଥିଲା । ସେଥିପାଇଁ ଲଭ ଉପରୁ ମୋର ଟିକେ ବିଶ୍ବାସ କମି ଯାଇଥିଲା । ହେଲେ ଯେତେବେଳେ ରଶ୍ମିତା ମୋ ଜୀବନକୁ ଆସିଲେ ତାଙ୍କୁ ମୁଁ ମୋର ଅତୀତର ସବୁ କଥା ଖୋଲି କହିଥିଲି । ହେଲେ ରଶ୍ମିତା ସେହି ସବୁ ପୁରୁଣା କଥାକୁ ଭୁଲି ବର୍ତ୍ତମାନକୁ ନେଇ ମୋତେ ଭଲ ପାଇବା ଆରମ୍ଭ କରିଲେ । ସେହି କଥା ରଶ୍ମିତାଙ୍କର ମୋଟ ବହୁତ ପସନ୍ଦ ଆସିଥିଲା ।

ତେବେ ରଶ୍ମିତା ହିଁ ତାଙ୍କ ଆଡୁ ମୋତେ ପ୍ରଥମେ ପ୍ରପଯ କରିଥିଲେ । ତାପରେ ଆମେ ପରସ୍ପରକୁ ଭଲ ପାଇବା ସହ ବାହା ହେବାର ମଧ୍ୟ ନିଷ୍ପତ୍ତି ନେଇଥିଲୁ । ବାହାଘର ବିଷୟରେ ଘର ଲୋକଙ୍କୁ ବି ଜଣାଇ ଥିଲୁ । ଘର ଲୋକ ରାଜି ହେଲା ପରେ ଆମେ ବାହା ହୋଇଥିଲୁ । ଭଗବାନଙ୍କ ଦୟାରୁ ଆମ ଉଭୟଙ୍କ ମଧ୍ୟରେ ସବୁକିଛି ଭଲ ଚାଲିଛି । ଯଦି କୌଣସି କାରଣ ବଶତଃ ରଶ୍ମି ଆଉ ମୋ ମଧ୍ୟରେ ରାଗରୁଷା ହେଇଯାଇଥିବ ।

ଖାସ୍ କରି ରଶ୍ମି ଯଦି ମୋ ଉପରେ କେବେ ରାଗି ଯାଇଥିବ । ସେତେବେଳେ ବାସ୍ ଗୋଟିଏ ହଗ୍ ଓ ଗୋଟିଏ ପ୍ୟାରସେ କିସ୍ କରିଦେଲେ । ରଶ୍ମି ଯେତେ ମଧ୍ୟ ରାଗିଥାନ୍ତୁ । ସବୁକିଛି ରାଗ ସେ ତାଙ୍କର ଭୁଲିଯିବେ । ତାପରେ ପୁଣି ସବୁ କିଛି ନର୍ମାଲ ଅବସ୍ଥାକୁ ଚାଲି ଆସିବ ।

ତେବେ ଆପଣଙ୍କୁ ଆରୟାନ ଓ ରଶ୍ମିତାଙ୍କର ଯୋଡି କିପରି ଲାଗେ ? କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *