ରାଗିଥିବା ସ୍ତ୍ରୀ ଏବେ ଖୁସି, ସ୍ଵାମୀ ଙ୍କ ସଫଳତା ପରେ ସବୁ ରାଗ ଭୁଲି ସାମୀ ଙ୍କ ପାଖକୁ ଫେରି ଆସିବେ ସାମୀ ଙ୍କ ସ୍ତ୍ରୀ ।

ଗତ କାଲିର ମ୍ଯାଚରେ ବିଜୟ ପରେ ମହମଦ ସାମୀଙ୍କ ନିଦ ହଜି ଯାଇଛି । ବର୍ତ୍ତମାନ ଯିଏ ଚଳିତ ବିଶ୍ଵକପ ମ୍ଯାଚରେ ଭାରତର ବାଘ ସାଜିଛି । ମହମଦ ସାମୀ, ମହମଦ ସିରାଜ ଓ ଜସପ୍ରିତ ବୁମରା ଯେବେ ମଇଦାନ କୁ ଆସୁଛନ୍ତି ସେତେବେଳେ ପ୍ରତିପକ୍ଷ ଦଳ ଭୟ କରୁଛନ୍ତି । ଆଉ ଗତ କାଲିର ମ୍ଯାଚରେ 5ଟି ୱିକେଟ ନେଇ ମହଦମ ସାମୀ ପୁଣି ଥରେ ନିଜର ଦବଦବା ଜାରି ରଖିଛନ୍ତି ।

ଆଉ ଏହି ସଫଳତା ପରେ ସାମୀ କୁଆଡେ ତାଙ୍କ ସ୍ତ୍ରୀଙ୍କୁ ମନେ ପକାଇଥିବାର ଏବେ ଚର୍ଚ୍ଚା ହେଉଛି । କାରଣ ଯେବେ ଶୁଭମନ ଗିଲ ଚଉକା ଛକା ମାରୁଥିଲେ ସେତେବେଳେ ସାରା ତେନ୍ଦୁଲକର ତାଳି ମାରୁଥିଲେ । ଏମିତିକି ଅନେକ ଖେଳାଳିଙ୍କ ସ୍ତ୍ରୀ ଓ ପ୍ରେମିକ ମାନେ ପ୍ୟାଭିଲନ ରେ ଉପସ୍ଥିତ ଥିଲେ । ଠିକ ଏହି ସମୟରେ ସାମୀ ନିଜ ସ୍ତ୍ରୀଙ୍କୁ ମନେ ପକାଇଛନ୍ତି ।

ଆଉ ସମସ୍ତେ କହୁଛନ୍ତି ସାମୀ ଖୁସି ଅଛନ୍ତି କିନ୍ତୁ ତାଙ୍କ ସ୍ତ୍ରୀ ନିଶ୍ଚୟ ଦୁଃଖ ରେ ଥିବେ । ଚଳିତ ବିଶ୍ଵକପରେ ଭାରତ 7 ଟି ମ୍ଯାଚରୁ 7ଟି ରେ ବିଜୟ ହାସଲ କରି ବର୍ତ୍ତମାନ 14 ପଏଣ୍ଟ ସହ ସେମି ଫାଇନାଲ ନିଜର ସ୍ଥାନ ପକ୍କା କରିଛି । ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ କ୍ରିକେଟର ବାଘ ମହମଦ ସାମୀ ଙ୍କୁ ବେ ଚର୍ଚ୍ଚା ବେଶ ଚାଲିଛି ।

ଚଳିତ ବିଶ୍ଵକପରେ ସାଇ ପ୍ରଥମ 4ଟି ମ୍ଯାଚରେ ପ୍ଲେଇଙ୍ଗ-11 ରେ ସୁଯୋଗ ପାଇ ନ ଥିଲେ । ଅକ୍ଟୋବର 22ରେ ନିୟୁଜଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ଯାଚରେ ସାମୀ 5ଟି ୱିକେଟ ନେଇଥିଲେ ଭାରତର ବିଜୟର ଭୂମିକା ଗ୍ରହଣ କରିଥିଲେ । ଆଉ ସେହିପରି ଅକ୍ଟୋବର 29 ରେ ଇଙ୍ଗଲଣ୍ଡ ବିପକ୍ଷରେ ଭାରତ ବ୍ୟାଟିଙ୍ଗ ବିପର୍ଯ୍ୟୟ ସାଜିଥିବା ବେଳେ ଦଳକୁ ହାରିବାରୁ ଉଧାର କରିଥିଲେ ସାମୀ ।

କାରଣ ସାମୀ ସେହି ମ୍ଯାଚରେ 4ଟି ୱିକେଟ ନେଇଥିଲେ । ଗତ କାଲିର ମ୍ୟାଚ ରେ ସାମୀ ପ୍ରତିପକ୍ଷ ଦଳକୁ ଧୂଳିସାତ କରିଥିଲେ । ଆଉ ଏହାରି ମଧ୍ୟରେ ଦିନିକିଆରେ ଭାରତ ପାଇଁ 5 ୱିକେଟ ର ସଫଳତା, ବିଶ୍ଵକପରେ ଭାରତ ପାଇଁ ସର୍ବାଧିକ ୱିକେଟ ନେବା, ଏକ ଦିବସ କ୍ରିକେଟ ରେ ଶ୍ରେଷ୍ଠ ବୋଲିଙ୍ଗ ର ଚିତ୍ର ସବୁ କିଛି ସାମୀ ଙ୍କ ନାଁ ରେ ଯୋଡି ହୋଇ ଯାଇଛି ।

ସବୁ ରେକର୍ଡ ମଧ୍ୟ କିନ୍ତୁ ସାମୀ ନିଜ ସ୍ତ୍ରୀଙ୍କୁ ମନେ ପକାଇଛନ୍ତି । 2014 ଜୁନ 6ରେ ସାମୀ ସାହିନ ଜାହନଙ୍କୁ ବିବାହ କରିଥିଲେ କିନ୍ତୁ ପରିବାର ଆଗ୍ରହ ପ୍ରକାଶ କରି ନ ଥିଲେ । କିନ୍ତୁ ବାହାଘରର କିଛି ଦିନ ପରେ ପାରିବାରିକ ବିବାଦ କାରଣରୁ ଦୁହେଁ ଅଲଗା ହୋଇ ଯାଇଛନ୍ତି । ଆଉ ଏବେ ସାମୀ ସାହିନ ଙ୍କ ଠାରୁ ଦୂରେଇ ରହୁଛନ୍ତି ।

ସମସ୍ତେ ଆଶା କରୁଛନ୍ତି ଦୁହେଁ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ । ସାହିନ ପୂର୍ବରୁ ବିବାହିତ ଥିଲେ କିନ୍ତୁ ତାଙ୍କର ଛାଡପତ୍ର ହୋଇ ଯାଇଥିଲା । ଏ କଥା ଜାଣି ମଧ୍ୟ ସାମୀଙ୍କ ଭଲ ପାଇବା କମି ନ ଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ଏପାଇଁ ଆମ ପେଜକୁ ଗୋଟିଏ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *