Chanakya Niti- ପୁରୁଷ ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆମ ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି। ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ। ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ। ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ। ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ। ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ।

ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ ।  ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ ।  ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ ।

କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି। ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ । ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ତେବେ ସ୍ତ୍ରୀ ର କିଛି ଏପରି କାର୍ଯ୍ୟ ଥାଏ ଯାହା କରିବା ଦ୍ୱାରା ସ୍ୱାମୀ ର ବହୁତ ଖରାପ ସମୟ ଆସିଥାଏ ।  ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ଗୁଡିକ କଣ ।

୧- ପ୍ରଥମ କାର୍ଯ୍ୟ ହେଉଛି ଖାଇବା ସମୟରେ ଗୋଡ଼ କିମ୍ବା ପାଦ ହଲାଇବା । ତେବେ ଏହା କରିବା ବହୁତ ଖରାପ କାର୍ଯ୍ୟ ଏବଂ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ରାଗି ଯାଆନ୍ତି ଏବଂ ସେହି ଘର କୁ ତ୍ୟାଗ କରି ଦେଇଥାନ୍ତି । ୨- ଦ୍ଵିତୀୟ ରେ ହେଉଛି ଅଧିକ ବିଳମ୍ବ ଯାଏଁ ଶୋଇବା ।  ତେବେ ଶାସ୍ତ୍ର ରେ ମାନ୍ୟତା ଅଛି କି ଘରର ମହିଳା ମାନେ ସକାଳୁ ଉଠି ନିଜର କାର୍ଯ୍ୟ କରିବା ଉଚିତ ଏବଂ ଏହା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ଘରେ ସକରାତ୍ମକ ର ବାତାବରଣ ମଧ୍ୟ ହୋଇଯାଏ ।

ତେବେ ଯେଉଁ ଘରେ ନାରୀ ମାନେ ସକାଳେ ନ ଉଠି ବିଳମ୍ବ ରେ ଉଠନ୍ତି କିମ୍ବା ସନ୍ଧ୍ୟା ସମୟରେ ଶୋଇ ରୁହନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧ କରନ୍ତି ଏବଂ ଘରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ୩- ତୃତୀୟ ରେ ହେଉଛି ଘରେ ଅଇଁଠା ବାସନ ରହିବା ।  ତେବେ ଯେଉଁ ଘରେ ମହିଳା ମାନେ ସେମାନଙ୍କ ଘରର ଅଇଁଠା ବାସନ ନ ଉଠାଇ ଥାଆନ୍ତି କିମ୍ବା ସଫା ନକରି ସେମିତି ରଖି ଦିଅନ୍ତି ସେମାନଙ୍କ ଘରେ ମାତା ଲକ୍ଷ୍ମୀ କେବେ ଆସନ୍ତି ନାହିଁ ଏବଂ ଘରେ ବହୁତ ଅସୁବିଧା ମଧ୍ୟ ହୋଇଥାଏ ।

୪- ଚତୁର୍ଥ ରେ ହେଉଛି ଯେଉଁ ନାରୀ ମାନେ ସନ୍ଧ୍ୟା ସମୟରେ ଘରେ ଝାଡୁ କରନ୍ତି ।  ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । କେବେବି ସନ୍ଧ୍ୟା କିମ୍ବା ସୂର୍ଯ୍ୟ ଅସ୍ତ ପରେ ଝାଡୁ କରିବା ଉଚିତ ନୁହେଁ ଏହା ଦ୍ୱାରା ମାତା ଲକ୍ଷ୍ମୀ ରାଗି ଯାଆନ୍ତି । ତେଣୁ ଏହି ଭଳି କରିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଦାରିଦ୍ର୍ୟତା ବଢିଥାଏ ।

୫- ପଞ୍ଚମ ରେ ହେଉଛି ଯେଉଁ ନାରୀ ମାନେ ନିଜ ଗୋଡ଼ ମୁଦି, ପାଉଁଜି, ଚୁଡ଼ି ମଙ୍ଗଳସୁତ୍ର କାଢି ଦିଅନ୍ତି ସେମାନଙ୍କ ଉପରେ ମଧ୍ୟ ମାତା ଲକ୍ଷ୍ମୀ ରାଗି ଯାଆନ୍ତି ଏବଂ ସେମାନଙ୍କ ସ୍ୱାମୀ ଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *