Post Office ର ନୂଆ ଧମାକେଦାର Scheme, 95 ଲେଖାଏଁ ଦେଇ ପାଇ ପାରିବେ 14 ଲକ୍ଷ ଟଙ୍କା, ଜାଣନ୍ତୁ ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ?

ଦର୍ଶକ ବନ୍ଧୁ ବର୍ତ୍ତମାନ ପୋଷ୍ଟ ଅଫିସର ଏକ ନୂଆ ସ୍କିମ ଆସିଛି ଯେଉଁଥିରେ ଆପଣ ମାନେ ମାତ୍ର ୯୫ ହଜାର ଟଙ୍କା ନିବେଶ କରି ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଦର୍ଶକ ବନ୍ଧୁ ପୋଷ୍ଟ ଅଫିସ ନିଜ ଗ୍ରାହକ ମାନଙ୍କ ପାଇଁ ପ୍ରତ୍ୟକ ସମୟରେ ନୂଆ ନୂଆ ଯୋଜନା ଆଣୁଛି ଯାହା ଲୋକଙ୍କ ପାଇଁ ବହୁତ ଲାଭବାନ । ଏହି ଯୋଜନାରେ ନିବେଶ କରିବା ଦ୍ଵାରା ଲୋକଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ଏଥିରେ ଅସୁରକ୍ଷିତ ମନେ କରିବାର କୌଣସି କାରଣ ନାହିଁ । ତେବେ ଏହି ଯୋଜନା ମଧ୍ୟରୁ ଗୋଟେ ହେଉଛି ଗ୍ରାମ ସୁମଙ୍ଗଳ ଗ୍ରାମୀଣ ଡାକ ଜୀବନ ବୀମା ଯୋଜନା । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

ତେବେ ଏହି ଯୋଜନାରେ ମାତ୍ର ୯୫ ଟଙ୍କା ଲେଖାଏଁ ନିବେଶ କରି ଆପଣ ହୋଇପାରିବେ ୧୪ ଲକ୍ଷ ଟଙ୍କାର ମାଲିକ । ତେବେ ଏହି ଯୋଜନା ଗ୍ରାମ ଅଞ୍ଚଳରେ ରହୁଥିବା ନିବେଶକଙ୍କ ପାଇଁ ବହୁତ ଖାସ ଅଟେ । ତେବେ ଏହି ଯୋଜନାର ପଲିଶି ନେବା ପାଇଁ ନିବେଶକଙ୍କ ବୟସ ଅତି କମରେ ୧୯ ବର୍ଷରୁ ୪୫ ବର୍ଷ ବୟସ ହୋଇଥିବା ଆବଶ୍ୟକ । ତେବେ ଏହି ପଲିଶିକୁ ଆପଣ ମାନେ ୧୫ ବର୍ଷ ଏବଂ ୨୦ ବର୍ଷ ପାଇଁ ନେଇ ପାରିବେ ।

ତେବେ ଏହି ପଲିଶିରେ ନିବେଶକଙ୍କୁ କିଛି ବର୍ଷ ଅନ୍ତଳନରେ ମନି ବ୍ୟାକ ମିଳିବ । ଅର୍ଥାତ ଯଦି ବ୍ୟକ୍ତି ଏହି ପଲିଶିକୁ ୧୫ ବର୍ଷ ପାଇଁ ନିଅନ୍ତି ତା ହେଲେ ଏହାର ଏହାର ରାସୀ ୨୨ ପ୍ରତିଶତ ଆଧାରରେ  ୬ ବର୍ଷ ୯ ବର୍ଷ ଏବଂ ୧୨ ବର୍ଷ ପୂରଣ ହେବା ପରେ ମିଳିବ । ଯଦି କୌଣସି ବ୍ୟକ୍ତି ୨୫ ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରୁଛନ୍ତି ତା ହେଲେ ତାଙ୍କୁ ୭ ଲକ୍ଷ ଟଙ୍କାର ବୀମା ରାସୀ ପର୍ଯ୍ୟନ୍ତ ୨୦ ବର୍ଷ ପାଇଁ ଏହି ପ୍ଳାନରେ ନିବେଶ କରିବାକୁ ପଡିବ ।

ଏହି ସ୍ଥିତିରେ ସେମାନଙ୍କୁ ପ୍ରତି ମାସ ୨୮୫୩ ଟଙ୍କା କିସ୍ତି ଜମା କରିବାକୁ ହେବ ଅର୍ଥାତ ପ୍ରତି ଦିନ ପ୍ରାୟ ୯୫ ଟଙ୍କା । ଯଦି ତିନି ମାସ ଲେଖାଏଁ ଦେଖିବା ତା ହେଲେ ଆପଣ ମାନଙ୍କୁ ୮୮୫୦ ଟଙ୍କା ଜମା କରିବାକୁ ହେବ । ସେହିପରି ଆପଣ ମାନଙ୍କୁ ୬ ମାସରେ ୧୭୬୦୦ ଟଙ୍କା ଜମା କରିବାକୁ ହେବ । ଏହା ପରେ ମାଚୁରୀଟିରେ ନିବେଶକଙ୍କୁ ୧୬ ଲକ୍ଷ ଟଙ୍କା ମିଳିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଜନାଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *