ଏହି ଫଟୋରେ ଲୁଚି ରହିଛି ଏକ ବିଷଧର ସାପ, 99% ଲୋକ ଖୋଜି ପାରି ନାହାନ୍ତି, କଣ ଆପଣ ଖୋଜି ପାରିଲେ ?

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ପାଣି ଭଳି ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଫଟୋ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଫଟୋ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଫଟୋଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଫଟୋ ବିଷୟରେ । ସୋସିଆଲ ମିଡିଆରେ ଅଧିକାଂଶ ସ୍ପଟ ଅବଜେକ୍ଟ ଚ୍ୟାଲେଞ୍ଜ ଭାଇରାଲ ହୁଏ । ଏହି ଚ୍ୟାଲେଞ୍ଜରେ ଫଟୋ ମଧ୍ୟରେ ଥିବା ଏକ ଜିନିଷକୁ ଚିହ୍ନଟ କରିବା ପାଇଁ ଲୋକ ମାନଙ୍କୁ କୁହାଯାଏ ।

ତେବେ ବନ୍ଧୁଗଣ ଏଭଳି ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ଓ ଆପଣ ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଅଛି । ବନ୍ଧୁଗଣ ଏହି ଫଟୋଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ଏହି ଫଟୋରେ ଏକ ବିଷଧର ଚାପ ଲୁଚି ରହିଛି । ୯୦ ପ୍ରତିଶତ ଲୋକ ଏହି ଚ୍ୟାଲେଞ୍ଜରେ ସଫଳ ହୋଇ ନାହାନ୍ତି ତେବେ ଆପଣ ନିଜ ବୁଦ୍ଧି ପ୍ରୟୋଗ କରନ୍ତୁ ଓ ଦେଖନ୍ତୁ ।

ଏହି ଫଟୋଟିକୁ ଏକ ଅଷ୍ଟ୍ରେଲିଆ ସ୍ନେକ କୋଚିଙ୍ଗ ସର୍ବିସ ସୋସିଆଲ ମିଡିଆରେ ସେୟାର କରିଥିଲା । ଏହି ସର୍ବିସର ନାମ ହେଉଛି ସନସାଇନ ସ୍ନେକ କେଚର୍ସ । ଏହି ଫଟୋକୁ ସେ ଫେସବୁକରେ ସେୟାର କରି କ୍ୟାପ୍ସନରେ ଲେଖିଥିଲେ ‘ଦେଖିବା ଏହି ଫଟୋକୁ ନେଇ ଆପଣଙ୍କର ପ୍ରତିକ୍ରିୟା କଣ ରହିଛି । ଯିଏ ବି ସାପ ଖୋଜିବା ସହ ପ୍ରଜାତିର ନାମ କହିବ ତା ପାଇଁ ବୋନସ ପାଉଣ୍ଡ୍ସ ରହିଛି’ ।

ଏହି ଫଟୋରେ ଘାସ ଓ ସବୁଜ ଜଙ୍ଗଲ ଦେଖା ଯାଉଛି । ଯାହାଫଳରେ ସାପଟି ଠିକ ଭାବରେ ନଜର ଆସୁ ନାହିଁ । ଏହି ଫଟୋରେ ସାପଟି ବହୁତ ଭଲ ଭାବରେ ଲୁଚି ରହିଛି ଟିକେ ଧ୍ୟାନ ଦେଇ ଦେଖନ୍ତୁ । କିଛି ଲୋକ ସାପ ଖୋଜି ପାରିଛନ୍ତି । ତ ହେଲେ ବନ୍ଧୁଗଣ ଭଲ ଭାବରେ ଏହି ଫଟୋ ଦେଖନ୍ତୁ ସାପ ନଜର ଆସୁଛି । ତେବେ ଆପଣ ମାନଙ୍କୁ ଏହି ଫଟୋଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *