Optical Illusion: ଏହି ଫଟୋରେ ଲୁଚି ବସିଛି ଗୋଟିଏ ଝିଅ, କହିପାରିବେ କେଉଁଠି ?

ଦର୍ଶକ ବନ୍ଧୁ ଯଦି ଆପଣ ମାନେ ନିଜକୁ ବିଦ୍ଵାନ ବା ବୁଦ୍ଧିମାନ ଭାବୁଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନେଇ ଆସିଛୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଖବର ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ମାଧ୍ୟମରେ ଅନେକ ନିଜ ନିଜ ବୁଦ୍ଧିର ବିକାଶ କରିପାରୁଛନ୍ତି ତ ଅନେକ ଲୋକ ନିଜ କାରିୟର ।

ସୋସିଆଲ ମିଡିଆରେ ବେଳେବେଳେ ଏପରି କିଛି ଚ୍ୟାଲେଞ୍ଜ ଆସିଥାଏ ଯାହାର ସମଧାନ କରିବା ବହୁତ କଷ୍ଟକର ହୋଇଯାଏ । ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ଏସବୁ ଚ୍ୟାଲେଞ୍ଜକୁ କମ୍ପ୍ଲିଟ କରିପାରନ୍ତି । ସବୁଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ । ଆଉ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋକୁ ଦେଖିଲେ ଆପଣ ମାନେ ଗୋଟେ ସମୟ ପାଇଁ ଆଶ୍ଚର୍ଯ୍ୟ ହେଇଯିବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଫଟୋ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଫଟୋ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଫଟୋରେ ଏକ ଝିଅ ଲୁଚି ରହିଛି । ଆପଣ ମାନଙ୍କୁ ଫଟୋରେ ଥିବା ଝିଅଟି ସହଜରେ ଦେଖାଯିବ ନାହିଁ ।

ଯଦି ଆପଣ ଟିକେ ପ୍ରୟାସ କରିବେ ତା ହେଲେ ଆପଣ ଝିଅକୁ ଖୋଜି ପାରିବେ । ତେଣୁ ଆପଣ ମାନଙ୍କ ପାଇଁ ଝିଅଟିକୁ ଖୋଜିବା ହେଉଛି ଏକ ଚ୍ୟାଲେଞ୍ଜ । ଯଦି ଆପଣ ମାନେ ନିଜକୁ ବହୁତ ବଡ ବିଦ୍ଵାନ ଭାବୁଛନ୍ତି ତା ହେଲେ ଏହି ଚ୍ୟାଲେଞ୍ଜକୁ ପୂରଣ କରି ଦେଖାନ୍ତୁ । ଏହି ଫଟୋରେ ଆପଣ ଏକ ଲୋକର ମୁହଁ ଦେଖି ପାରୁଥିବେ ଆଉ ଭାବୁଥିବେ ଝିଅଟି କେଉଁଠି ଲୁଚି ରହିଛି ।

ଦର୍ଶକ ବନ୍ଧୁ ଯଦି ଆପଣ ଝିଅକୁ ଖୋଜି ପାରିଲେ ନାହିଁ ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆମେ ଆପଣଙ୍କୁ କହିବୁ ଝିଅ କେଉଁଠି ଅଛି । ବନ୍ଧୁଗଣ ଏହି ବ୍ୟକ୍ତିଙ୍କ ଫଟୋରେ ବ୍ୟକ୍ତିଙ୍କ ନାକ ଦେଖନ୍ତୁ । ନାକରେ ଏକ ଝିଅ ବସି ଥିବାର ଏବେ ଆପଣଙ୍କୁ ନଜର ଆସୁଥିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଚ୍ୟାଲେଞ୍ଜଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *