ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।
1- କେଉଁ ଫଳ ଖାଇଲେ 300 ଟି ରୋଗ ଠିକ ହୋଇଥାଏ ?
ଉତ୍ତର;- ଅମୃତଭଣ୍ଡା ଖାଇଲେ 300 ଟି ରୋଗ ଠିକ ହୋଇଥାଏ ।
2- ଜଣେ ମଣିଷର ମସ୍ତିଷ୍କରେ କେତେ ପ୍ରତିଶତ ପାଣି ରହିଛି ?
ଉତ୍ତର;- ଜଣେ ମଣିଷର ମସ୍ତିଷ୍କରେ 80 ପ୍ରତିଶତ ପାଣି ରହିଛି ।
4- ଶିକ୍ଷା କ୍ଷେତ୍ରରେ ଭାରତର କେଉଁ ରାଜ୍ୟ ପ୍ରଥମ ସ୍ଥାନରେ ରହିଛି ?
ଉତ୍ତର;- ଶିକ୍ଷା କ୍ଷେତ୍ରରେ କେରଳ ରାଜ୍ୟ ପ୍ରଥମେ ସ୍ଥାନରେ ରହିଛି ।
5- ଭଗବାନ ବୁଦ୍ଧଙ୍କୁ କେଉଁଠି ଜ୍ଞାନ ପ୍ରାପ୍ତି ହୋଇଥିଲା ?
ଉତ୍ତର;- ଭଗବାନ ବୁଦ୍ଧଙ୍କୁ ବୋଧଗୟା ଠାରେ ଜ୍ଞାନର ପ୍ରାପ୍ତି ହୋଇଥିଲା ।
6- କେଉଁ ବାସନରେ ଖାଦ୍ୟ ପ୍ରସ୍ତୁତ କରିଲେ ଖାଦ୍ୟ ସ୍ଵାଦିଷ୍ଟ ଲାଗିଥାଏ ?
ଉତ୍ତର;- ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିଲେ ଖାଦ୍ୟ ସ୍ଵାଦିଷ୍ଠ ଲାଗିଥାଏ ।
7- ଓଡିଶାର କେଉଁ ଜିଲ୍ଲାରେ ହାଇକୋର୍ଟ ଅବସ୍ଥିତ ?
ଉତ୍ତର;- ଓଡିଶାର କଟକ ଜିଲ୍ଲାରେ ହାଇକୋର୍ଟ ଅବସ୍ଥିତ ।
8- କେଉଁ ଯିବର କ୍ଷୀର ଡେଙ୍ଗୁ ରୋଗକୁ ଭଲ କରିଥାଏ ?
ଉତ୍ତର;- ଛେଳି ର କ୍ଷୀର ଡେଙ୍ଗୁ ରୋଗକୁ ଭଲ ଲରିଥାଏ ।
9- ଲେମ୍ବୁରୁ କେଉଁ ଭିଟାମିନ ମିଳିଥାଏ ?
ଉତ୍ତର;- ଲେମ୍ବୁରୁ ଭିଟାମିନ-ସି ମିଳିଥାଏ ।
10- ପୁରା ବିଶ୍ଵରେ ସମୁଦାୟ ଦେଶ ସଂଖ୍ୟା କେତେ ରହିଛି ?
ଉତ୍ତର;- ପୁରା ବିଶ୍ଵରେ ସମୁଦାୟ ଦେଶ ସଂଖ୍ୟା 195 ଟି ।
11- ସିକିମ ଭାରତର ରାଜ୍ୟ କେବେ ହୋଇଥିଲା ?
ଉତ୍ତର;- ସିକିମ ଭାରତର ରାଜ୍ୟ 1975 ମସିହାରେ ହୋଇଥିଲା ।
12- ବନ୍ଦେ ଉତ୍କଳ ଜନନୀର ଲେଖକ କିଏ ?
ଉତ୍ତର;- ବନ୍ଦେ ଉତ୍କଳ ଜନନୀର ଲେଖକ ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର ।
13- କଣ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ?
ଉତ୍ତର;- ପିଆଜ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ।
14- ଭାରତର ସବୁଠାରୁ ସୁସ୍ଥ ସହର କେଉଁଟି ?
ଉତ୍ତର;- ଭାରତର ସବୁଠାରୁ ସୁସ୍ଥ ସହର ହେଉଛି ଇନ୍ଦୋର ।
15- କଣ ଖାଇଲେ ପେଟର ଚର୍ବି 7 ଦିନରେ କମିଯିବ ।
ଉତ୍ତର;- ଲେମ୍ବୁ ପାଣି ସେବନ ଦ୍ଵାରା 7 ଦିନ ଭିତରେ ଚର୍ବି କମିଯିବ ।
ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ