ପାଠରେ ପିଲାଙ୍କ ମନ ନଲାଗିଲେ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 20 ଟି ଅନୁଚିନ୍ତା

ବନ୍ଧୁଗଣ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବାକୁ ହେଲେ କିଛି ବିଶେଷ କଥା ଧ୍ୟାନରେ ରଖିବା ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜୀବନର ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଅନେକ ଉପକାରୀ ହେବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ପିଲାଙ୍କ ପଢିବା ଘରେ ଶୁଦ୍ଧ ଘିଅ ଦୀପ ଲଗାଇଲେ ଏବଂ ସରସ୍ଵତୀ ଜନ୍ତ୍ର ରଖିଲେ ପିଲାଙ୍କ ପାଠରେ ମନ ଲାଗିଥାଏ ଓ ବିଦ୍ୟା ବୃଦ୍ଧି ହୁଏ ।


୨. ଯଦି ପିଲାଙ୍କ ମନ ପାଠରେ ଲାଗୁ ନଥାଏ ତେବେ ପୂର୍ବ ଦିଗକୁ ମୁହଁ କରି ପାଠ ପଢିଲେ ପାଠରେ ମନ ଲାଗିଥାଏ ।

୩. ବାଦାମ, ମିଶ୍ରି ଓ ମଧୁରିକୁ ଗୁଣ୍ଡ କରି ରାତିରେ ଖାଇବା ପୂର୍ବରୁ ଦୁଇ ଚାମଚ ଉଷୁମ ପାଣିରେ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

୪. ସକାଳୁ ଉଷୁମ ପାଣିରେ ଏକ ଚାମଚ ଗୁଆଘିଅ ମିଶାଇ ପିଇଲେ ମନ ତେଜ୍ ରହିବା ସହିତ ଶରୀରରେ ଚମକ ଆସିଥାଏ ।

୫. ଘର ଛାତ ଉପରେ ଦକ୍ଷିଣ ପୂର୍ବ କୋଣରେ ପକ୍ଷୀ ମାନଙ୍କ ପାଇଁ ପିଇବା ପାଇଁ ରଖିଲେ ପରିବାରର ଆୟ ବୃଦ୍ଧି ହୁଏ ।

୬. ସକାଳୁ ଉଠି ଗଣେଶଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢାଇଲେ ଘର କରିବା ମନସ୍କାମନା ପୂରଣ ହୁଏ ।

୭. ମଙ୍ଗଳବାର ଦିନ ଗାଈକୁ ମାସୁରୀ ଡାଲି ସହିତ ଗୁଡ ମିଶାଇ ଖାଇବାକୁ ଦେଲେ ସମସ୍ତ ମନସ୍କାମନା ପୂରଣ ହୁଏ ।

୮. ଯଦି କନ୍ୟାର ବିବାହ ହୋଇ ପାରୁ ନଥାଏ ତେବେ ହଳଦିଆ କପଡାରେ ହଳଦୀ ବାନ୍ଧି ତକିଆ ତଳେ ରଖନ୍ତୁ ।

୯. ଯଦି ପୁତ୍ର ଓ କନ୍ୟାର ବିବାହ ହୋଇ ପାରୁ ନଥାଏ ତେବେ ୧୩ ଦିନ ପର୍ଯ୍ୟନ୍ତ ଆଶ୍ଵସ୍ତ ଗଛ ମୂଳରେ ପାଣି ଦିଅନ୍ତୁ ଶୁଭ ହେବ ।

୧୦. ଯଦି ଆପଣଙ୍କ କୌଣସି କାମ ହୋଇପାରୁ ନଥାଏ କିମ୍ବା ଅଟକୁଥାଏ ତେବେ ଗାଈ କାନରେ କହିଦିଅନ୍ତୁ ନିଶ୍ଚୟ ହେବ ।

୧୧. ଯଦି କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରୁ ଛନ୍ତି ତେବେ ଗୋଟିଏ ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ସାଙ୍ଗରେ ନେଇକି ଗଲେ ଶୁଭ ହେବ ।

୧୨. ଶୋଇଲା ବେଳେ କାଶ ଓ ଛିଙ୍କ ହେଲେ ମୁଣ୍ଡ ତଳେ ତକିଆ ଦେଇ ସୋଇଲେ କିଛି ପରିମାଣରେ କମିଯାଇଥାଏ ।

୧୩. ଉଷୁମ କ୍ଷୀରରେ ଏକ ଚାମଚ ହଳଦୀ ମିଶାଇ ପିଇଲେ କାଶ ଓ ଛିଙ୍କ ଦୂର ହୋଇଥାଏ ।

୧୪. ଯେଉଁ ଲୋକଙ୍କ ମୁହଁର ବାମ ପାର୍ଶ୍ଵରେ କଳାଜାଇ ଥାଏ ତାଙ୍କୁ ଜୀବନ ସାରା ସୁଖ ଶାନ୍ତି ଭୋଗ ହୋଇଥାଏ ।

୧୫. ଯେଉଁ ଲୋକ ବାମ ପଟରେ କଳାଜାଇ ଥାଏ ସେ ଲୋକ ଗର୍ବୀ ହୋଇଥାଏ ଓ ପରଧନ ପ୍ରାପ୍ତ କରିଥାଏ ।

୧୬. କାନ ମଧ୍ୟରେ ଯେଉଁ ଲୋକର ତିଳ ଚିହ୍ନ ଥାଏ ସେ ଲୋକ ସୁଖ ସମ୍ପଦ ପ୍ରାପ୍ତ କରିଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *