ପାଞ୍ଚ ଥର ଚାମ୍ପିୟନ କରାଇଥିବା ଅଧିନାୟକଙ୍କୁ ପଦରୁ ହଟାଇଲା MI! Hardhik ଙ୍କୁ ମିଳିଲା 15 କୋଟି ସହ କ୍ଯାପଟେନ ପଦ !

15 କୋଟି ଟଙ୍କା ସହ ମିଳିଲା କ୍ୟାପଟେନ ପଦ । ପାଞ୍ଚ ଥର ଚମ୍ପିୟାନ କରାଇଥିବା ଅଧିନାୟକଙ୍କୁ ପଦରୁ ହଟାଇଲା mi । ଗୁଜୁରାଟ ଟାଇଟନର ପୂର୍ବତନ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟାକୁ mi ଦଳରେ କ୍ଯାପଟେନ କରାଯିବ । ତେବେ ବର୍ତ୍ତମାନର ସୂଚନା ଅନୁଯାଇ ମୁମ୍ବାଇ ଇଣ୍ଡିଆନ୍ସର କ୍ଯାପଟେନ ହେଉଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ତେବେ ରିଟେନ ଓ ରିଲିଜ ପ୍ଲେୟାର ସମୟରେ ପାଣ୍ଡିୟାନଙ୍କୁ ଦଳରେ ସାମିଲ କରିବ mi । ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଦଳରେ ସାମିଲ କରିବା ସହ ତାଙ୍କୁ ଅଧିନାୟକ ପଦ ମଧ୍ୟ ମିଳିବ।

ତେବେ ସେପରି କିଛି ହୋଇଛି ବୋଲି ଚର୍ଚା ହେବାରେ ଲାଗିଛି । 2024 ipl ହାର୍ଦ୍ଧିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହେବେ । 2013 ରୁ 2023 ପର୍ଯ୍ୟନ୍ତ ରୋହିତ ଶର୍ମା 5 ଥର mi କି ଚମ୍ପିୟାନ କରାଇଥିଲେ । ହେଲେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ରୋହିତ ଶର୍ମା ନୁହନ୍ତି ବଂର ହାର୍ଦ୍ଧିକ ପାଣ୍ଡ୍ୟା । ପାଣ୍ଡ୍ୟା ବର୍ତ୍ତମାନ ନିଜର ଦଳ ପରିବର୍ତ୍ତନ କରି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ଆସିଛନ୍ତି । ଏଥିସହ ଦଳର ଚମ୍ପିୟାନ ମଧ୍ୟ ହୋଇଛନ୍ତି ।

ହେଲେ ଏହା ହେବା ପରେ ଅନେକ କ୍ରିକେଟପ୍ରେମୀ କହୁଛନ୍ତି, ଯେ ରୋହିତ ଶର୍ମାଙ୍କୁ mi ଧୋକା ଦେଇଛି । ତେବେ ନିକଟ ଅତୀତରେ ବିଶ୍ଵକପ ଫାଇନାଲରେ ହାରିବା ପରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ରୋହିର ଶର୍ମା । ରୋହିତଙ୍କ ଆଖିରୁ ମ୍ଯାଚ ହାରିଯିବା ଦୁଃଖରେ ଲୁହ ଚାଲି ଆସିଥିଲା । ଯେଉଁ କାରଣରୁ ସେ ପଡିଆ ମଝିରେ ହିଁ କାନ୍ଦି ପକାଇଥିଲେ । ତେବେ ପୁଣି ଥରେ ଏପରି କିଛି ଚର୍ଚା ହେଉଥିବା ଖବର ରୋହିତଙ୍କ ମନବଳକୁ ଭାଙ୍ଗି ଦେଇପାରେ ।

କାରଣ mi ଦଳର ପୂର୍ବତନ ଅଧିନାୟକ ଥିଲେ ରୋହିତ ଶର୍ମା । ହେଲେ ଏଥରକ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକଙ୍କୁ ପରିବର୍ତ୍ତନ କରାଯାଇ ରୋହିତଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ସ୍ଥାନ ଦିଆଯାଇଛି । ତେବେ 2024 ବର୍ଷ IPL ରେ mi ଦଳର ଅଧିନାୟକ ପଦ ପାଣ୍ଡ୍ୟା ସମ୍ଭାଳିବା ସହ କିପରି ତାଙ୍କ ଦଳକୁ ଆଗକୁ ନେଇଯାଉଛନ୍ତି ?

ତାହା ଦେଖିବାକୁ ଅପେକ୍ଷା ରହିଲା । ତେବେ କ୍ରିକେଟ ଜଗତର ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *