Odia Gk- କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ ? 100 ରୁ 99 ହେଲେ ଫେଲ…

ଦର୍ଶକ ବନ୍ଧୁ ଯଦି ଆପଣ ନିଜକୁ ବହୁତ ବଡ ଜ୍ଞାନୀ ବା ବିଦ୍ଵାନ ଭାବୁଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ । ଆପଣ ପ୍ରଥମେ ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଦେଖିବେ ଆଉ ଏହାର ଉତ୍ତର ଦେବେ ଯଦି ବି ଆପଣଙ୍କୁ ଉତ୍ତର ଜଣା ନଥିବ ତା ହେଲେ ଆମେ ଉତ୍ତର କହିଦେବୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର ଗୁଡିକ ବିଷୟରେ ।

୧. ହଲିଥାଏ କିନ୍ତୁ ଗଛ ନୁହେଁ ଚାଲି ଥାଏ କିନ୍ତୁ ଗାଡି ନୁହେଁ ଟିକି ଟିକି କରେ କିନ୍ତୁ ଘଡି ନୁହେଁ ସେଇଟା କଣ ?

ଉତ୍ତର- ଟାଇପ ମେସିନ ଯାହାକୁ ଏହାର ସଠିକ ଉତ୍ତର ।

୨. ଜନମ ମୋର ସମୁଦ୍ର ଜଳେ ହେଲେ ରହିଥାଏ ମୁଁ ରୋଷେଇ ସାଳେ ?

ଉତ୍ତର- ଲୁଣ ଯାହାକୁ ସମୁଦ୍ର ଜଳେ ପ୍ରସ୍ତୁତ ହୋଇଥାଏ କିନ୍ତୁ ସମସ୍ତଙ୍କ ରୋଷେଇ ଘରେ ରହିଥାଏ ।

୩. ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ କଲେ ଖାଇବୁ, ସୋସୋ କଲେ ପିବୁ ଆଉ ଶୀତ ଲାଗିଲେ ଜାଳିବୁ, ତେବେ ତାହା କଣ ?

ଉତ୍ତର- ନଡିଆ ହେଉଛି ଏହାର ସଠିକ ଉତ୍ତର ।

୪. ଛପା ହୋଇନଥିଲେ ବି ସେ ବହି, ସେଇଟା କେଉଁ ବଢି ?

ଉତ୍ତର- ଫେସବୁକ ଆପଣ ମାନେ ଚଲାଉ ଥିବେ ତେବେ ଏହାକୁ ଛପା ଯାଇ ନଥାଏ ।

୫. ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ଅଣ୍ଡା ବ୍ୟବହାର କରିବା ପୂର୍ବରୁ ଭନଗିବାକୁ ପଡିଥାଏ ।

୬. ଏମିତି ବାଘ ସେ ଛାଡେନି ଘର, ଖାଏନି ମଣିଷ ପିଏସେ କ୍ଷୀର, ମା ନଦେଖିଲେ ମାଉସୀ ଦେଖ ଲୋକ କୁକୁରକୁ ତାର ପ୍ରବଳ ଭୟ ?

ଉତ୍ତର- ବିଲେଇ ହେଉଛି ଏହାର ସଠିକ ଉତ୍ତର ।

୭. ଗାତରେ କରଇ ଘର, ମୁହଁରେ ତାର ନିଶ ଯାହା ଘରେ ପଶେ, କରେ ତାର ସର୍ବନାଶ ?

ଉତ୍ତର- ମୂଷା ଗାତ କରେ ଆଉ ମୁହଁରେ ନିଶ ଥାଏ ।

୮. ବର୍ଷା ଆସିଲେ ଉପରକୁ ଉଠେ ଆଉ ବର୍ଷା ଚାଢିଲେ ତଳକୁ ଖସେ ତାହା କଣ ?

ଉତ୍ତର- ଛତା ହେଉଛି ଏହାର ସଠିକ ଉତ୍ତର ।

୯. ବାବାଜୀ ନୁହେଁ ତା ବଢିଛି ଦାଢି, ପାଦ ତଳ ଯାଏଁ ଆସିଛି ମାଡି ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାନ୍ତି ତାହାର କୋଳି, ତାହା କଣ ?

ଉତ୍ତର- ବରଗଛ

୧୦. କେଉଁ ଗଛରେ କାଠ ନଥାଏ ?

ଉତ୍ତର- କଦଳୀ ଗଛରେ କାଠ ନଥାଏ ।

୧୧. ତାହା କଣ ଯାହାକୁ ଭାଙ୍ଗିଲା ପରେ ଲୋକମାନେ ଖୁସି ହୋଇଥାନ୍ତି ?

ଉତ୍ତର- ରେକର୍ଡ

୧୨. କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ ?

ଉତ୍ତର- ପଇଡ କଞ୍ଚା ଅବସ୍ଥାର ନାମ ଆଉ ପାଚିଗଲେ ନଡିଆ ।

Leave a Reply

Your email address will not be published. Required fields are marked *