ବାପ ରେ ! 50 କଳାକାରଙ୍କ ଭଏସ ରେ କଥା ହେଉଛି ଏହି କୁନି ପିଲାଟି, ଦେଖିଲେ ଆପଣ ବି ହେବେ କାବା ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ରେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।


ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଆଜିର ସୋସିଆଲ ମିଡ଼ିଆ ଦୁନିଆ ରେ ସମସ୍ତେ ନିଜ ନିଜର ପ୍ରତିଭା କି ଏହି ସୋସିଆଲ ମିଡ଼ିଆ ଜରିଆରେ ଦେଖାଇ ଥାଆନ୍ତି ତେବେ କିଛି ଲୋକ ନିଜର ମନୋରଞ୍ଜନ ମଧ୍ୟ କରନ୍ତି ଏବଂ ଆଉ କିଛି ଲୋକ ମାନଙ୍କ ର ମନୋରଞ୍ଜନ କରନ୍ତି । ତେବେ ମିମିକ୍ରି ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ ।

https://www.youtube.com/watch?v=5OrQVvAmedA&t=36s

ଯେଉଁ ଥିରେ ଜଣେ ୭ବର୍ଷ ର ପିଲାଟି ଅଲଗା ଅଲଗା ସେଲିବ୍ରେଟି ଏବଂ ଚରିତ୍ର ର ଅଭିନୟ କରିଥାଏ ଏବଂ ଲୋକ ମାନଙ୍କ ମୁହଁ ରେ ହସ ଆଣି ଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ମିମିକ୍ରି ଆର୍ଟିଷ୍ଟ ବହୁତ ଭାଇରାଲ ହେଉଛନ୍ତି । ତେବେ ସେ ବହୁତ ପ୍ରତିଭା ଶାଳୀ ସେ କିନ୍ତୁ ତାଙ୍କର ଏହି ପ୍ରତିଭା ବର୍ତ୍ତମାନ ଲୁକାୟତ ହୋଇ ଯାଉଛି । ତେବେ ସେ ନେତା ହେଉ କିମ୍ବା ଅଭିନେତା ସେ ସମସ୍ତଙ୍କ ସ୍ୱର କୁ ଅତି ସହଜରେ ଆପଣେଇ ନିଜର କରି ପାରୁଛନ୍ତି ଏବଂ ସୁନ୍ଦର ଭାବରେ ତାକୁ ପରିବେଶଣ ମଧ୍ୟ କରି ପାରୁଛନ୍ତି ।


ତେବେ ସେ ନିଜର ଇନ୍ଟର୍ଭିୟୁ ରେ ଲଗାତାର ସଙ୍ଗେ ସଂଗେ ୫୦ ଜଣଙ୍କ ସ୍ୱର ସମ୍ପୂର୍ଣ୍ଣ ଭାବରେ ବାହାର କରି ଦେଖାଇଲେ । ତେବେ ସେ ଅକ୍ଷୟ କୁମାର ହେଉ,କିମ୍ବା ସହାରୁଖ ଖାନ, ରାଜକୁମାର, ଲାଲୁ ପ୍ରସାଦ,ଯୋଗୀ ଆଦିତ୍ୟନାଥ, ଆଦି ଅନେକ ବଡ଼ ବଡ଼ ଲୋକଙ୍କ ଭଏସ ସେ ଆରାମ ସେ ବାହାର କରି ପାରନ୍ତି ।

ତେବେ ଏହି କୁନି ପିଲାଟି ପଶୁ ପକ୍ଷୀ ମାନଙ୍କ ର ମଧ୍ୟ ସ୍ୱର ବାହାର କରି ପାରୁଛି । ତେବେ ଏହି କୁନି ପିଲାଟିର ନାମ ହେଉଛି ଅଂଶ ମିଶ୍ର ତାଙ୍କ ବାପା ଟ୍ରକ ଚଲାନ୍ତି । ତେବେ ଏହି କୁନି ପିଲାଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *