ଏଥର ପାଣିରେ ଭାସିବ ଦୂର୍ଗା ପୂଜା ! ଓଡିଶା ମୁହାଁ ହେଉଛି ଆଉ ବଡ ଏକ ବାତ୍ୟା ! ସମୁଦ୍ର ମଧ୍ୟରେ ଭୟଙ୍କର ରୂପ ନେଲାଣି ମହାବାତ୍ୟା !

ଓଡିଶା ମୁହାଁଇଳା ଫନି ଠାରୁ ବଡ ମହାବାତ୍ୟା ! ଖବର ମୁତାବିକ ପୁଣି ଥରେ ଓଡିଶାକୁ ଆଉ ଏକ ବାତ୍ୟାର ଭୟ ଘାରିଲାଣି । ବାତ୍ୟାରେ ପ୍ରବଳ ବେଗରେ ବର୍ଷା ସହ ପବନ ବହିବାର ଆଶଙ୍କା କରାଯାଇଛି । ଯାହାର ଆଗୁଆ ସୂଚନା ବାତ୍ୟା ପାଣିପାଗ ବିଭାଗ ପକ୍ଷରୁ ଜାରୀ କରାଯାଇଛି । ତେବେ ଓଡିଶାରେ ଅକ୍ଟୋବର ମାସକୁ ବାତ୍ୟାର ଜନ୍ମ ମାସ କୁହାଯାଇଥାଏ ବୋଲି ଆମେ ସମସ୍ତେ ଜାଣିଛୁ । ତେବେ ହଁ ଆଜ୍ଞା ଏହି ଚଳିତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ବାତ୍ୟା ହେବାର ଆଶଙ୍କା କରିଛନ୍ତି ବାତ୍ୟା ପାଣିପାଗ ବିଭାଗ ।

ତେଣୁ କରି ଏହି ବାତ୍ୟାର ତାଣ୍ଡବ ପୂଜା ବଜାରକୁ କ୍ଷତି ପହଞ୍ଚାଇବ ବୋଲି ମଧ୍ୟ ଅନୁମାନ କରାଯାଉଛି । କାରଣ ଏହି ଆସନ୍ତା ବାତ୍ୟାରେ ତୁହାକୁ ତୁହା ଘଡଘଡି, ବିଜୁଳୀ ମାରିବା ସହ ପ୍ରବଳ ବେଗରେ ମଧ୍ୟ ପ୍ରବାହିତ ହୋଇବ । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଆଗୁଆ ସତର୍କତା ସୂଚନା ଜାରୀ କରିଛନ୍ତି ପାଣିପାଗ ବିଭାଗ । କାରଣ ବାତ୍ୟା ଆସିଲେ କିଭଳି ଭାବରେ ପରିବେଶକୁ ଛାରଖାର କରି ସାଧାରଣ ଜନଜୀବନକୁ ହନ୍ତସନ୍ତରେ ପକାଇଥାଏ ତାହା ତ ସମସ୍ତେ ଜାଣିଛନ୍ତି ।

ବିଶେଷ ଭାବରେ ସମୁଦ୍ର ତଥା ନଦୀ କୂଳିଆ ଲୋକ ମାନେ ବହୁ ପ୍ରକାର ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ୧୯୯୯ ମସିହା ବାତ୍ୟା ଠାରୁ ଆରମ୍ଭ କରି ଫନି, ହୁଡ୍ହୁଡ ଭଳି ଅନେକ ବାତ୍ୟା ଓଡିଶାରେ ପ୍ରବଳ ତାଣ୍ଡବ ରଚି ଯାଇଛନ୍ତି । ସେଥିପାଇଁ ଯେଉଁ ଲୋକ ବାତ୍ୟାର କରାଳ ପ୍ରଭାବରେ ପୀଡିତ ହୋଇଯାଇଛନ୍ତି । ସେହି ସବୁ ସାଧାରଣ ଲୋକ ଅଣ୍ଟା ସଲଖି ନିଜକୁ ତଥା ନିଜ ଘରକୁ ଛିଡା କରିବା ପୂର୍ବରୁ ବାତ୍ୟାର ତାଣ୍ଡବ ପୁଣି ସବୁ ଛାରଖାର କରିଦେଇ ପାରେ ।

କାରଣ ଗଭୀର ସମୁଦ୍ର ମଧ୍ୟରେ ଭୟଙ୍କର ରୂପ ନେଉଛି ପ୍ରଳୟନ୍କାରୀ ବାତ୍ୟା । ତେବେ ଲୋକମାନେ ସାମୁଦ୍ରିକ ଝଡ ବାତ୍ୟାର ଖବର ପାଇ ଅଧିକ ଭୟଭୀତ ନହୋଇ ସାବଧାନୀ ତଥା ସତର୍କତାର ସହ ଚଳିବାକୁ ପରାମର୍ଶ ପାଣିପାଗ ବିଭାଗ ଦେଇଛି । ତେବେ ଏହିଭଳି ପାଣିପାଗ ବିଷୟ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *