ଚଉଠି ରାତି ପରେ ସ୍ବାମୀ ସ୍ତ୍ରୀକୁ ପଚାରିଲା କେମିତି ଲାଗୁଛି ? ସ୍ତ୍ରୀ ଲାଜେଇ ଯାଇ କହିଲା, ତମେ…(Odia Jokes)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିଲେ ଆପଣଙ୍କ ମାଇଣ୍ଡ ଏକଦମ ଫ୍ରେସ ହେଇଯିବ । ଆପଣ ଯେତେ ଚିନ୍ତାରେ ଥାନ୍ତୁ ନା କାହିଁକି ଆପଣଙ୍କ ମୁହଁରେ ଗୋଟେ ହସ ଫୁଟିବ । ଆପଣ ଜୀବନର ସବୁ ଦୁଃଖ ଭୁଲିଯିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଗୋଟେ ୧୦ ବର୍ଷର ଛୁଆ ପୁରା ଧ୍ୟାନର ସହ ଏକ ବହି ପଢୁଥିଲା ।

ସେହି ବହିର ଟାଇଟେଲ ଥିଲା ‘ଛୁଆ ମାନଙ୍କର ପାଳନ ପୋଷଣ କେମିତି କରିବେ ?’

ମା- ତୁ ଏହି ବହିକୁ କାହିଁକି ପଢୁଛୁ ?

ଛୁଆ- ମୁଁ ଏହି ବଢି ପଢିକି ଦେଖୁଛି କି ମୋର ପାଳନ ପୋଷଣ ଠିକ ଭାବରେ ହେଇଛି ନା ନାହିଁ ।

୨. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ମୋର ପୁରୁଣା ଡ୍ରେସ ଗୁଡିକୁ ମୁଁ ଦାନ କରିଦେବି କି ?

ସ୍ଵାମୀ- ଫିଙ୍ଗି ଦିଅ, ଦାନ କଣ କରିବ…

ସ୍ତ୍ରୀ- ଦୁନିଆରେ ବହୁତ ଗରିବ ମହିଳା ଅଛନ୍ତି, ମୋ ଡ୍ରେସକୁ କେହି ବି ପିନ୍ଧି ପାରିବେ ଆଉ ଖୁସି ହେବେ ।

ସ୍ଵାମୀ- ତୁମ ମାପର କପଡା ଯଦି କାହାକୁ ହେଇଯିବ ତା ହେଲେ ସିନା ସେ ଖୁସି ହେବ ।

୩. ରାଧିକା ତୃତୀୟ ଥର ଡ୍ରାଇଭିଙ୍ଗ ଲାଇସେନ୍ସର ଇଣ୍ଟର୍ବ୍ୟୁ ଦେବା ପାଇଁ ପହଞ୍ଚିଲା…

ଅଫିସର- ଯଦି ଗୋଟେ ତରଫରେ ତମ ସ୍ଵାମୀ ଥିବ ଆଉ ଗୋଟେ ତରଫରେ ତମ ଭାଇ ଥିବ ତ ହେଲେ ତମେ କାହାକୁ ମାରିବ ?

ରାଧିକା- ସ୍ଵାମୀ କୁ ମାରିବି ।

ଅଫିସର- ଆରେ ମ୍ୟାଡମ ମୁଁ ଆପଣଙ୍କୁ ତୃତୀୟ ଥର କହୁଛି କି ଆପଣ ବ୍ରେକ ମାରିବେ ।

୪. ଜଣେ ପୁଅ ନିଜ କ୍ଳାସରେ ଥିବା ଜଣେ ଝିଅକୁ ପଟେଇବା ପାଇଁ ଚେଷ୍ଟା କରୁଥିଲା…

ପୁଅ- hii ସ୍ଵିଟି, ୫୦ର ରିଚାର୍ଜ କରିଦେବି ?

ଝିଅ- ଦରକାର ନାହିଁ ।

ପୁଅ ନିଜ ମନରେ କହିଲା- ୱାଃ କେତେ ଭଲ ଝିଅ ।

ଝିଅ- ଆଛା ୫୦୦ ର ରିଚାର୍ଜ କରିଦିଅ, ଫୁଲ ଟକଟାଇମ ଅଫର ଚାଲିଛି ।

ପୁଅ- ଯା ଭଉଣୀ, ତୋର କ୍ଳାସ ଆରମ୍ଭ ହେବାକୁ ଯାଉଛି ।

୫. ବିବାହର ପରଦିନ ହିଁ ହଠାତ ସ୍ଵାମୀ ନିଜ ସ୍ତ୍ରୀକୁ ପିଟିବାକୁ ଲାଗିଲା ।

ଲୋକମାନେ ପଚାରିଲେ, କଣ ପାଇଁ ମାରୁଛ ?

ସ୍ଵାମୀ କହିଲା- ଇଏ ମୋର ଚାହାରେ ତାବିଜ ପକାଇଥିଲା ମୋତେ କଣ୍ଟ୍ରୋଲରେ ରଖିବା ପାଇଁ । ଇଏ ମୋ ମା ଠାରୁ ମୋତେ ଦୂରେଇବାକୁ ଚାହୁଁଛି ।

ସ୍ତ୍ରୀ କାନ୍ଦି କାନ୍ଦି କହିଲା- ସେଇଟା ତାବିଜ ନୁହେଁ ଟି ବ୍ୟାଗ ଥିଲା ।

୬. ଜ୍ଵାଇଁ ନିଜ ଶାଶୁକୁ କହିଲା…

ଜ୍ଵାଇଁ- ଶାଶୁ ମା ଆପଣଙ୍କ ଝିଅ ମୁଣ୍ଡରେ ବୁଦ୍ଧି ନାହିଁ ।

ଆଗରୁ ଜଣା ଥିଲେ ବିବାହ କରି ନଥାନ୍ତି ।

ଶାଶୁ ମା- ତମେ ଯେତେବେଳେ ମୋ ଝିଅକୁ ଦେଖିବା ପାଇଁ ଆସିଥିଲ ତମେ କେବଳ ମୋ ଝିଅର ହାତ ମାଗିଥିଲ । ବୁଦ୍ଧିର ତ କୌଣସି କଥା ଉଠି ନଥିଲା ।

୭– ଚଉଠି ରାତି ପରେ ସ୍ବାମୀ ସ୍ତ୍ରୀକୁ ପଚାରିଲା କେମିତି ଲାଗୁଛି ….?

ସ୍ତ୍ରୀ ଲାଜେଇ ଯାଇ କହିଲା….

ତମେ ତ ମୋ କଲେଜର ଦିନ

କଥା ମନେ ପକାଇ ଦେଲ…

Leave a Reply

Your email address will not be published. Required fields are marked *