ଚଉଠି ରାତି ପରଦିନ ରାମୁ ନିଜ ସ୍ତ୍ରୀକୁ କହିଲା କାଲି ରାତିରେ ତୁମକୁ ଅଧିକ କଷ୍ଟ ହେଲା ନାହିଁ ତ ? ସ୍ତ୍ରୀ- ନା ମତେ ବହୁତ….(Odia Jokes)

ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ମଣିଷ ନିଜ କାମ ପାଇଁ ଚିନ୍ତାରେ ରହୁଛନ୍ତି । ଚିନ୍ତାରେ ରହିବା କାରଣରୁ ମଣିଷ ଅନେକ ପ୍ରକାର ରୋଗର ସମ୍ମୁଖୀନ ହେଉଛି । ଡାକ୍ତରଙ୍କ ଅନୁସାରେ ବ୍ୟକ୍ତି ସବୁବେଳେ ଖୁସିରେ ରହିବା ଉଚିତ । ଯଦି ଆପଣଙ୍କ ମନ ଖୁସି ରହିବ ତା ହେଲେ ଆପଣ ଆଜୀବନ ସୁସ୍ଥ ରହିବେ ଓ ଖୁସିର ସହ ଆପଣ ନିଜର ସମସ୍ତ କାମ କରିବେ । ତେବେ ବନ୍ଧୁଗଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଲା, ସ୍ଵାମୀ ଘରୁ ବାହାରି ଚାଲିଗଲା…

ସ୍ଵାମୀ- ରାତିରେ ଫୋନ କରି ପଚାରିଲା, ଖାଇବାରେ କଣ ଅଛି ?

ସ୍ତ୍ରୀ-ବିଶ

ସ୍ଵାମୀ- ମୁଁ ଡେରିରେ ଘରକୁ ଯିବି ତମେ ଖାଇକି ଶୋଇଯାଅ ।

୨. ସ୍ଵାମୀ ନିଜ ସ୍ତ୍ରୀ ସହ ମୋବାଇଲରେ କଥା ହେଉଥିଲା…

ସ୍ଵାମୀ- ତମେ ବହୁତ ସୁନ୍ଦର ।

ସ୍ତ୍ରୀ- ଆଛା, ଧନ୍ୟବାଦ ।

ସ୍ଵାମୀ- ତମେ ପୁରା ପ୍ରିନସେସ ପରିକା ।

ସ୍ତ୍ରୀ- ଧନ୍ୟବାଦ, ଆଛା କହିଲ କଣ କରୁଛ ?

ସ୍ଵାମୀ- ମୁଁ ଏବେ ଫ୍ରି ଥିଲି ତେଣୁ ଭାବିଲି ତମ ସହ ଟିକେ ମଜାକ କରିଦେବି ।

୩. ଅଧା ରାତିରେ ବର୍ଷା ଘଡଘଡିରେ ଜଣେ ଲୋକ ପିଜା ଆଣିବା ପାଇଁ ପିଜା ହଟ ଗଲା…

ପିଜାବାଲା- ତମେ କଣ ବିବାହିତ ?

ବ୍ୟକ୍ତି- ଆରେ ବୋକା ଏତେ ବର୍ଷାରେ କାହାର ମା ନିଜ ପୁଅକୁ ପିଜା ଆଣିବା ପାଇଁ ପଠାଇବ ।

୪. ଜଣେ ଶିଷ୍ୟ ନିଜ ଗୁରୁକୁ କହିଲା…

ଶିଷ୍ୟ- ଗୁରୁଜୀ ମୋତେ କିଛି ଏମିତି କୁହ ଯାହାଫଳରେ ମୁଁ ମୋ ନିଜକୁ ଦେଖିବି ଆଉ ମୋ ଭିତରେ କଣ କମ ଅଛି ତାକୁ ଖୋଜିବି ?

ଗୁରୁ- ବାଳକ ତମେ ବିବାହ କରିଦିଅ, ତମ ସ୍ତ୍ରୀ କେବଳ ତମର ନୁହେଁ ତମ ପରିବାରରେ ଥିବା ସମସ୍ତ ଅଭାବ ବିଷୟରେ କହିବ ଯାହାକୁ ତମେ ଆଜୀବନ ମନେ ରଖିବ ।

୫. ଶିକ୍ଷକ ନିଜ ଶିଷ୍ୟକୁ କହିଲା…

ଶିକ୍ଷକ- ଯଦି କେହି ସ୍କୁଲ ଆଗରେ ବମ୍ ରଖିଦିଏ ତା ହେଲେ ତମେ କଣ କରିବ ?

ଶିଷ୍ୟ- ସାର, ଗୋଟେ ଦୁଇ ଘଣ୍ଟା ଆମେ ଛିଡା ହେଇ ଦେଖିବୁ ଯଦି କେହି ବମ୍ ନେଇଯିବ ତ ଭଲ କଥା ନହଲେ ଆମେ ବମ୍ ଆଣି ଷ୍ଟାଫ ରୁମରେ ରଖିଦେବୁ ।

୬.  ଚଉଠି ରାତି ପରଦିନ ରାମୁ ନିଜ ସ୍ତ୍ରୀକୁ କହିଲା…

ରାମୁ- ତମକୁ କାଲି ରାତିରେ ଅଧିକ କଷ୍ଟ ହେଇନି ତ ?

ରାମୁର ସ୍ତ୍ରୀ- ନାହିଁ, ମୋତେ ବହୁତ ମଜା ଆସିଲା କଷ୍ଟ ତ ସେତେବେଳେ ହେଉଥିଲା ଯେତେବେଳେ ମୁଁ ସ୍କୁଲରେ ଥିଲି !!

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *