ପପୁ ମମ୍ମୀକୁ କହିଲା, କାଲି ପାପା କାମବାଲି ସହିତ ସୋଫା ଉପରେ ଶୁଆଇ…(Odia Jokes)

ବନ୍ଧୁଗଣ ଆପଣ ମାନେ ସବୁବେଳେ ନିଜ କାମରେ ବ୍ୟସ୍ତ ରହୁଛନ୍ତି । କାମରେ ଏତେ ବ୍ୟସ୍ତ ଆଉ ଚିନ୍ତାରେ ରହିଯାଉଛନ୍ତି ଯେ ଆପଣଙ୍କ ମୁହଁରୁ ହସ ବି ଟିକେ ବାହାରୁ ନାହିଁ । ବନ୍ଧୁଗଣ କଥାରେ ଅଛି ଯଦି ଆପଣ ସବୁବେଳେ ସବୁ କାମ ଖୁସିର ସହ କରିବେ ତା ହେଲେ କାମ କରିବାକୁ ମନ ଲାଗିବ ଆଉ ଏହା ସହ ଆପଣ ବାହାରୁ ଓ ଭିତରୁ ସୁସ୍ଥ ମଧ୍ୟ ରହିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଗୋଟେ ପୁଅ ୪ ଥର ଗୋଟେ ଝିଅକୁ ପ୍ରପୋଜ କରିଲା ହେଲେ ଝିଅ ମାନିଲା ନାହିଁ…

ପୁଅ- ଦେଖ ଗୋଟେ କଥା ଶେଷ ଥର ପାଇଁ ପଚାରୁଛି ।

ଝିଅ- କଣ ?

ପୁଅ- ତୁ କଣ ଚାହୁଁଛୁ ମୋର ପୁଅ ତୋ ଝିଅ ସହ ଲାଗୁ ?

ଝିଅ- ନା ବିଲକୁଲ ନୁହେଁ ?

ପୁଅ- ତା ହେଲେ ଶୀଘ୍ର ହଁ କହିଦେ ଦୁଇଜଣଙ୍କୁ ଭାଇ ଭଉଣୀ କରିଦେବା ।

୨. ପପୁ ଚିଣ୍ଟୁକୁ ପ୍ରଶ୍ନ ପଚାରିଲା…

ପପୁ- ନୂଆ ବର୍ଷରେ ମୁଁ ତୋତେ ଗୋଟେ ପ୍ରଶ୍ନ ପଚାରୁଛି ଏହାର ଉତ୍ତର ଦେବୁ ?

ପପୁ- ସ୍ତ୍ରୀ ଆଉ ମିଡିଆ ମଧ୍ୟରେ କଣ ସମାନତା ରହିଛି ?

ଚିଣ୍ଟୁ- ଦୁଇଜଣ ଗୋଟିଏ କଥାକୁ ହଜାର ଥର ନ କହିବା ଯାଏଁ ଶାନ୍ତି ହୋଇ ନଥାନ୍ତି ।

୩. ୧୮ ବର୍ଷ- ଆମର ଟାଇମ ଆସିଗଲା

୨୫ ବର୍ଷ- ଆମର ଟାଇମ ଆସିଗଲା

୩୫ ବର୍ଷ- ଆମର ଟାଇମ ଆସିଗଲା

୪୫ ବର୍ଷ- ଆମର ଟାଇମ ଆସିଗଲା

ଗୋଟେ ଦିନ ଡାକ୍ତର- ସମ୍ପର୍କୀୟ ମାନଙ୍କୁ ଖବର କର ଆଙ୍କର ଟାଇମ ଆସିଯାଇଛି ।

୪. ସ୍ଵାମୀ- ମୋର ସାର୍ଟ ଅଲୋଟା କରି ପ୍ରେସ କରିବ ।

ସ୍ତ୍ରୀ- ଠିକ ଅଛି ।

ସ୍ଵାମୀ କିଛି ସମୟ ପରେ- ମୋର ସାର୍ଟ ପ୍ରେସ ହେଇଗଲା ?

ସ୍ତ୍ରୀ- ନାହିଁ…

ସ୍ଵାମୀ- କାହିଁକି ?

ସ୍ତ୍ରୀ- ମୋତେ ଆଲୋଟା କରିବା ଆସୁ ନାହିଁ ।

୫. ବାପ- କାଲି ରାତିରେ ଘରକୁ କାହିଁକି ଆସି ନଥିଲୁ ?

ପୁଅ- ସାଙ୍ଗ ଘରେ ପାଠ ପଢୁଥିଲି ।

ବାପ- ହାରମି ଏତେ କାହିଁକି ମଦ ପିଉଛୁ ? ତୁ ସ୍କୁଲ ଛାଡିବାର ୪ ବର୍ଷ ହୋଇ ଯାଇଛି ।

୬. ହରିଶ- ତମର ଆଖି କାହିଁକି ଫୁଲି ଯାଇଛି ?

ପପୁ- କାଲି ମୁଁ ସ୍ତ୍ରୀର ଜନ୍ମ ଦିନ ପାଇଁ କେକ୍ ଆଣିଥିଲି ।

ହରିଶ- ହେଲେ ଆଖି ଫୁଲିବା ସହ ଏହାର କଣ ସମ୍ବନ୍ଧ ?

୭. ପପୁ- ମୋର ସ୍ତ୍ରୀ ନାମ ତପସ୍ୟା ହେଲେ କେକ୍ ବାଲା ଲେଖିଥିଲା ହାପି ବାର୍ଥ ଡେ ସମସ୍ୟା ।

ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….

ମମ୍ମୀ- ଏବେ ନୁହଁ ପୁଅ,

ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ

ପାପା ଆସିବା ମାତ୍ରେ

ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???

ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ

ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ

Leave a Reply

Your email address will not be published. Required fields are marked *