ଉଠି ରାତି ପରଦିନ ସକାଳେ ଭାଉଜ…ଦିଅର- ଭାଉଜ ! ଢଳି ଢଳି ଚାଲୁଛ କାହିଁକି ? ଭାଉଜ- କାଲି ତୁମ ଭାଇ ରାତି ସାରା ମୋର…(Odia Jokes)

ବନ୍ଧୁଗଣ ଆମେ ମାନେ ଯେତେ ଦୁଃଖରେ ବା ଯେତେ ଚିନ୍ତାରେ ଥାଉ ନା କାହିଁକି ଯେତେ ବେଳେ ଆମେ କୌଣସି ଜୋକ ପଢିଥାଉ ସେତେବେଳେ ଆମ ମାନଙ୍କ ମାଇଁ ସଂପୂର୍ଣ୍ଣ ଫ୍ରେସ ହେଇଯାଏ । ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ଖୁସି କଣ ଭୁଲି ଯାଇଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ପ୍ରାଇମେରୀ ସ୍କୁଲରେ ମ୍ୟାଡମ ଗଭୀର ନିଦରେ ଶୋଇଥିଲେ…

ସେହି ସମୟରେ କଲେକ୍ଟର ଆସିଗଲେ ଆଉ ମ୍ୟାଡମ ଧରା ପଡିଲେ ।

ବହୁତ ଥର ଉଠାଇବା ପରେ ମ୍ୟାଡମଙ୍କ ନିଦ ଭାଙ୍ଗିଲା…

ନିଦ ଭାଙ୍ଗିବା ପରେ ମ୍ୟାଡମ କଲେକ୍ଟରକୁ ଦେଖି କହିଲେ- ତା ହେଲେ ଛୁଆ ମାନେ ବୁଝି ପାରିଲ ତ କୁମ୍ଭ କର୍ଣ୍ଣ ଏହିଭଳି ଭାବରେ ସଉ ଥିଲା ।

୨. ବିବାହ କଣ ହୋଇଥାଏ ଜାଣିବା ପାଇଁ ଜଣେ ବୈଜ୍ଞାନିକ ବିବାହ କରିଲା ହେଲେ ଏବେ ସେ ବୁଝି ପାରୁନି ବିଜ୍ଞାନ କଣ ।

୩. ଜଣେ ସୁନ୍ଦରୀ ଝିଅ ରେଲୱେ ଷ୍ଟେସନରେ ଏକ ଟଙ୍କା ପକାଇ ନିଜ ଓଜନ ଚେକ୍ କରିଲା-୪୮ କିଲୋ, ଜୋତା ଖୋଲିବା ପରେ ୪୬ କିଲୋ ହେଲା ।

ଜାକେଟ ବାହାର କରିଲା ପରେ-୪୪ କିଲୋ, ଓଢଣି ବାହାର କରିବା ପରେ-୪୩ କିଲୋ,

ଏହା ପରେ ଝିଅ ପାଖରେ ଟଙ୍କା ଶେଷ ହେଇଗଲା ।

ପଛରେ ଥିବା ଜଣେ ଭିକାରି କହିଲା- ମ୍ୟାଡମ ଆପଣ ଚାଲୁ ରଖନ୍ତୁ ମୁଁ ଟଙ୍କା ପକାଉଛି ।

୪. ଜଣେ ମଣିଷ ଉଡାଜାହାଜରୁ ବାହାରିବା ପରେ ଏୟାର ହୋଷ୍ଟେଜ କହିଲା- ଆଶା କରୁଛୁ ଏହି ଫ୍ଲାଇଟରେ ଆପଣଙ୍କୁ ଘର ଭଳି ଅନୁଭୃତି ମିଳିଥିବ ।

ବ୍ୟକ୍ତି କହିଲା- ନାହିଁ ଘରେ ମୋର କୌଣସି କଥା ପୂରଣ ହୁଏନି, ହେଲେ ଏଠି ତ ଗୋଟେ ବଟନ ଚିପିବା ମାତ୍ରେ ୪ ଜଣ ଏୟାର ହୋଷ୍ଟେଜ ଆସି ଯାଉଛନ୍ତି ।

୫. ଜଣେ ବ୍ୟକ୍ତି ମଦ ପିଇକି ବସ ଉପରେ ଚଢିଲା ଆଉ ସିଟରେ ବସିଲା…

ତା ପାଖ ସିଟରେ ଜଣେ ସାଧୁ ବାବା ବସିଥିଲେ ।

ବ୍ୟକ୍ତିକୁ ନିଶାରେ ଦେଖି ସାଧୁ ବାବା କହିଲେ- ପୁଅ ତମେ ନର୍କ ରାସ୍ତାରେ ଯାଉଛ ।

ବ୍ୟକ୍ତି- ଆରେ ଡ୍ରାଇଭର ଗାଡି ରୋକ ମୁଁ ଭୁଲ ରାସ୍ତାରେ ଯାଉଛି ମୋତେ ତ ଅଲଗା ଜାଗାକୁ ଯିବାର ଅଛି ।

୬. ମାଲିକିଆଣୀ- ତମେ ବାଥ ରୁମ ଭିତରକୁ କେମିତି ପସିଲ ମୁଁ ଗାଧଉ ଥିଲି ତମେ ତ ଜାଣି ଥିଲ ?

ଚାକର- କ୍ଷମା କରିବ ମାଲିକିଆଣୀ ମୋତେ ଲାଗିଲା ସାନ୍ତା ବାଇ ଅଛି ।

ମାଲିକିଆଣୀ- ଆଛା ତା ହେଲେ କଣ ମୁଁ ଶାନ୍ତା ବାଇ ଠାରୁ ନୀଚରେ ଅଛି ।

୭. ଚଉଠି ରାତି ପରଦିନ ସକାଳେ ଭାଉଜ…

ଦିଅର- ଭାଉଜ ! କଣ ହେଇଛି ?

କାନ୍ଦୁଛ କାହିଁକି ?

ଭାଉଜ- କାଲି ରାତିରେ ତୁମ ଭାଇ ସହିତ ଝଗଡା ହେଇଗଲା,

ପୁଣି କଣ ଥିଲା, ଝାଡୁ ରେ ଆମେ ଦୁଇ ଜଣ

ପରସ୍ପରକୁ ବହୁତ ପିଟିଲୁ…

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *