ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା, ଶାଳୀ- ଦିଦି, ଭାଇନା ମୋ ସହ…(Odia Jokes)

ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ବନ୍ଧୁଗଣ କୁହାଯାଏ ମଣିଷକୁ ସବୁବେଳେ ଖୁସିରେ ରହିବା ଉଚିତ । ଯଦି ଆପଣ ଖୁସିରେ ରହି କାମ କରିବେ ତା ହେଲେ ଆପଣ ସୁସ୍ଥ ରହିବେ । ତେଣୁ ଆପଣଙ୍କ ଖୁସି ପାଇଁ ଆଜି ଆମେ ଓଡିଆ ଜୋକ୍ସ ଆଣିଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । 

୧. ଗୋଟେ ପିଲା ନିଜ ପଡୋଶୀ ଘରକୁ ଯାଇ କବାଟ ବାଡେଇଲା । ମହିଳା ଆସି କବାଟ ଖୋଲିଲା । 

ମହିଳା- ପୁଅ କଣ ହେଲା ?

ପିଲା- ଆଣ୍ଟି ମା ଗୋଟେ କପ୍ ଚିନୀ ଆଣିବାକୁ କହିଛି ଆପଣଙ୍କ ଠାରୁ । 

ମହିଳା ଟିକେ ହସିକି ପିଲାର ମୁଣ୍ଡକୁ ଆଉଁସି କହିଲା- ଆଛା ହଉ ଆଉ କଣ କହିଛି ତୋର ମା ?

ପିଲା- କହିଛି, ଯଦି ସେ ଡାହାଣୀ ନ ଦେବ ତା ହେଲେ ସାମ୍ନାରେ ଥିବା ଡାହାଣୀ ଠାରୁ ନେଇ ଆସିବୁ । 

୨. ସ୍ଵାମୀ- ମୋତେ ମୋ ସ୍ତ୍ରୀ ଠାରୁ ତଲାକ ଦରକାର । ସେ ମୋ ଉପରେ ବାସନ ଫୋପାଡି ମୋତେ ମାରୁଛି । 

ଜଜ୍- ଏବେ ନୂଆ ନୂଆ ଏମିତି କରୁଛି ନା ପୂର୍ବରୁ ଏମିତି ଚାଲିଛି ?

ସ୍ଵାମୀ- ପୂର୍ବରୁ ସେ ମୋ ସହ ଏମିତି କଟୁଛି ?

ଜଜ୍- ତା ହେଲେ ଏବେ କାହିଁକି ତଲାକ ମାଗୁଛ ?

ସ୍ଵାମୀ- କାରଣ ଏବେ ତାର ଲକ୍ଷ ସଠିକ ହୋଇଯାଇଛି ଯାହା ବି ମୋ ଉପରେ ଫିଙ୍ଗୁଛି ଠିକ ଜାଗାରେ ବାଯୁଛି । 

୩. ଅଧ୍ୟାପକ- ପିଲାମାନେ ତମ ମାନଙ୍କ ମଧ୍ୟରୁ ସ୍ଵର୍ଗକୁ କିଏ ଯିବ ?

ସମସ୍ତେ ହାତ ଉଠେଇ ଦେଲେ… ହେଲେ ଗୋଟେ ଛାତ୍ରୀ  ହାତ ଉଠେଇଲା ନାହିଁ । 

ଅଧ୍ୟାପକ- ତମେ କାହିଁକି ଯିବାକୁ ଚାହୁଁନ ?

ଛାତ୍ରୀ- ମା କହିଛି ସ୍କୁଲ ଛୁଟି ହେବା ପରେ ଯଦି ଘରକୁ ନ ଆସିବୁ ତା ହେଲେ ଗୋଡ ଭାଙ୍ଗି ଦେବି ସେଥିପାଇଁ ମୁ ଅଲଗା କୁଆଡେ ଯିବାକୁ ଚାହୁଁନି । 

୪. ପପୁର ସ୍ତ୍ରୀ ରୋମାଣ୍ଟିକ ମୁଡରେ ଥିଲା ପୁରା ବେଡ ଉପରେ ହାତ ଖୋଲି ଶୋଇଥିଲା… ପପୁକୁ ତାର ସ୍ତ୍ରୀ କହିଲା- କିଛି ବୁଝି ପାରିଲ ?

ପପୁ- ହଁ ବୁଝି ଗଲି ଆଜି ତୁ ପୁରା ଏକା ବେଡ ଉପରେ ଶୋଇବାକୁ ଚାହୁଁଛୁ ସେଥିପାଇଁ ବେଡକୁ କଭର କରି ଦେଉଛି ମୁଁ ସୋଫାକୁ ଯାଉଛି ଶୋଇବି । 

୫. ଗୋଟେ ଟ୍ରକ ପଛରେ ଲେଖା ହୋଇଥିଲା ଛୋଟ ପରିବାର ସୁଖୀ ପରିବାର…

ଆଉ ସଭା ତଳେ ଲେଖା ହୋଇଥିଲା- ଅବଦୁଲ, ଜୋୟା, ସଲମାନ, ଯୁବେର, ସଲିମ, ଆୟଶା, ଦିୟା, ମାଜିଦ ଓ ମସୃପଙ୍କ ବାପାଙ୍କ ଗାଡି । 

୬. ସ୍ଵାମୀ- ଡାର୍ଲିଙ୍ଗ ମୁ ତମକୁ କ୍ଷମା ମାଗିବାକୁ ଚାହୁଁଛି । 

ସ୍ତ୍ରୀ-କାହିଁକି ?

ସ୍ଵାମୀ- ଯେତେବେଳେ ମୁଁ ତମକୁ ପ୍ରେମ କରୁଛି ସେତେବେଳେ ସେ ପଡୋଶୀ ମହିଳା ବିଷୟରେ ଭାବୁଛି… 

ସ୍ତ୍ରୀ- ତମେ ମୋତେ ଧୋକା ଦେଲ ହେଲେ ମୁଁ ତ ଏବେବି ଆମ ପଡୋଶୀ ଲୋକକୁ ପ୍ରେମ କରୁଛି । ହେଲେ ମୁଁ ତମ କଥା ଭାବେ । ସ୍ଵାମୀ ବେହୋସ… 

୭. ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା

ଶାଳୀ : ଦିଦି ମୋ ଅଣ୍ଟା ବିନ୍ଧୁଥିଲା ଭାଇନା ମସାଜ ଦେଉଥିଲେ

ସ୍ତ୍ରୀ: କାଇଁ ଆଗରୁ ମତେ ଏମିତି ମସାଜ ଦେଇନ…

ଏବେ ଭିଣେଇ ICU ରେ !!!

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *