Odia Gk- କେଉଁ ଫଳ ଭିତରେ ବିଷ ଥାଏ ? 99% ଲୋକଙ୍କୁ ଜଣା ନାହିଁ

ବନ୍ଧୁଗଣ ଏ ଦୁନିଆରେ ଏମିତି ଅନେକ ଜ୍ଞାନ ବର୍ଦ୍ଧକ ଜିନିଷ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆପଣ ମାନେ ହୁଏତ ଦୁନିଆ ବିଷୟରେ ଅନେକ କଥା ଜାଣିଥିବେ କିମ୍ବା ନ ଜାଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ । ଯଦି ଆପଣ ମାନେ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ତା ହେଲେ ଏହି ସବୁ ପ୍ରଶ୍ନ ଉତ୍ତର ଆପଣଙ୍କ ପାଇଁ ବହୁତ ସହାୟକ ହେବ ନଚେତ ଆପଣଙ୍କ ଜ୍ଞାନର ବିକାଶ କରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ?

ଉତ୍ତର- ଲିଙ୍ଗରାଜ ମନ୍ଦିର ରାଜା ଜଜାଦିକେଶରୀ ନିର୍ମାଣ କରିଥିଲେ ।

୨. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ବର୍ଷା ହୁଏ ?

ଉତ୍ତର- ଭାରତର ରାଜସ୍ଥାନ ରାଜ୍ୟରେ ସବୁଠାରୁ କମ ବର୍ଷା ହୁଏ ।

୩. ଭାରତରେ ଜାତୀୟ କ୍ରିଡା ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଭାରତରେ ଜାତୀୟ କ୍ରିଡା ଦିବସ ଅଗଷ୍ଟ ୨୯ ତାରିଖରେ ପାଳନ କରାଯାଏ ।

୪. କେଉଁ ଦେଶରେ ହଳଦିଆ ନଦୀ ପ୍ରଭାହୀତ ହୁଏ ?

ଉତ୍ତର – ଚୀନ ଦେଶରେ ହଳଦିଆ ନଦୀ ପ୍ରଭାହୀତ ହୁଏ ।

୫. ବିଶ୍ଵର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥର ନାମ କଣ ?

ଉତ୍ତର- ବିଶ୍ଵର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥର ନାମ ହେଉଛି ୟୂରାନିୟମ ।

୬. କେଉଁ ଫଳ ଭିତରେ ବିଷ ମିଳି ଥାଏ ?

ଉତ୍ତର- ସେଓର ମଞ୍ଜିରେ ବିଷ ଥାଏ ତେଣୁ ସେଓ ଭିତରେ ବିଷ ରହୁଛି ବୋଲି ଆମେ କହିବା ।

୭. ଭାରତର କେଉଁ ରାଜ୍ୟରେ ହୀରା ଖଣି ଅଛି ?

ଉତ୍ତର- ଭାରତର ମଧ୍ୟପ୍ରଦେଶ ରାଜ୍ୟ ପାନା ଜିଲ୍ଲାରେ ହୀରା ଖଣି ଅଛି ।

୮. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି ?

ଉତ୍ତର – ଭାରତର କେରଳ ରାଜ୍ୟରେ ସର୍ବାଧିକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି ।

୯. କେଉଁ ଦେଶ ପ୍ରଥମେ ଲାଇଟ ବଲ୍ବ ଉଦ୍ଭାବନ କରିଥିଲା ?

ଉତ୍ତର- ଆମେରିକା ଦେଶ ପ୍ରଥମେ ଲାଇଟ ବଲ୍ବ ଉଦ୍ଭାବନ କରିଥିଲା । ଆଉ ଲାଇଟ ବଲ୍ବ ଥୋମାସ ଏଡିସନ ଉଦ୍ଭାବନ କରିଥିଲେ ସେ ଥିଲେ ଆମେରିକାର ଜଣେ ନାଗରିକ ।

୧୦. କାହାକୁ କଙ୍ଗାରୁ ଦେଶ କୁହାଯାଏ ?

ଉତ୍ତର- ଅଷ୍ଟ୍ରେଲିଆକୁ କଙ୍ଗାରୁ ଦେଶ କୁହାଯାଏ କାରଣ ତାଙ୍କର ଜାତୀୟ ପଶୁ ହେଉଛି କଙ୍ଗାରୁ ।

୧୧. ଆନ୍ଧ୍ର ପ୍ରଦେଶ ରାଜ୍ୟର ରାଜଧାନୀର ନାମ କଣ ?

ଉତ୍ତର- ଆନ୍ଧ୍ର ପ୍ରଦେଶ ରାଜ୍ୟର ରାଜଧାନୀର ନାମ ହେଉଛି ଅମରାବତି ।

୧୨. ଭାରତରେ ନିର୍ମିତ ପ୍ରଥମ କମ୍ପୁଟରର ନାମ କଣ ?

ଉତ୍ତର- ଭାରତରେ ନିର୍ମିତ ପ୍ରଥମ କମ୍ପୁଟରର ନାମ ହେଉଛି ସିଦ୍ଧାର୍ଥ ।

୧୩. ହାତୀ ମହୋତ୍ସବ କେଉଁ ସହରରେ ପାଳନ ହୁଏ ?

ଉତ୍ତର- ହାତୀ ମହୋତ୍ସବ ଜୟପୁର ସହରରେ ପାଳନ ହୁଏ ।

Leave a Reply

Your email address will not be published. Required fields are marked *