ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ଭାରତର ଉଚ୍ଚତା ମିନାରର ନାମ କଣ ?
ଉତ୍ତର- ଭାରତର ଉଚ୍ଚ ମିନାରର ନାମ ହେଲା କୁତବ ମିନାର ।
୨. ଶ୍ରମିକ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଶ୍ରମିକ ଦିବସ ମେ ୧ରେ ପାଳନ କରାଯାଏ ।
୩. ହିନ୍ଦୀ ଭାଷାରେ ସମୁଦାୟ କେତେ ଗୋଟି ଅକ୍ଷର ରହି ଅଛି ?
ଉତ୍ତର- ହିନ୍ଦୀ ଭାଷାରେ ସମୁଦାୟ ୪୯ଟି ଅକ୍ଷର ରହି ଅଛି ।
୪. ହଳଦିଆ ସାମୁଦ୍ରିକ ବନ୍ଦର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର- ହଳଦିଆ ସାମୁଦ୍ରିକ ବନ୍ଦର ଭାରତର ପଶ୍ଚିମ ବଙ୍ଗରେ ଅବସ୍ଥିତ ।
୫. ଇଂଲଣ୍ଡର ପ୍ରଧାନମନ୍ତ୍ରୀଙ୍କ ବାସ ସ୍ଥାନକୁ କଣ କୁହାଯାଏ ?
ଉତ୍ତର- ଇଂଲଣ୍ଡର ପ୍ରଧାନମନ୍ତ୍ରୀଙ୍କ ବାସ ସ୍ଥାନକୁ ଟେନ ଡାଉନିଙ୍ଗ ଷ୍ଟ୍ରିଟ ।
୬. ଭାରତର କେଉଁ ରାଜ୍ୟରେ ପାହାରୀ ଭାଷା କୁହାଯାଏ ?
ଉତ୍ତର- ଭାରତର ହିମାଚଳ ପ୍ରଦେଶ ରାଜ୍ୟରେ ପାହାରି ଭାଷା କୁହାଯାଏ ।
୭. ଆରତୀ ସାହା କେଉଁ ଖେଳ ସହିତ ସମ୍ବନ୍ଧିତ ?
ଉତ୍ତର- ଆରତୀ ସାହା ସନ୍ତରଣ ଖେଳ ସହିତ ସମ୍ବନ୍ଧିତ ।
୮. ଦାରା ସିଂହ କେଉଁ ଖେଳ ସହ ସମ୍ବନ୍ଧିତ ?
ଉତ୍ତର- ଦାରା ସିଂହ ମଲ୍ଲଯୁଦ୍ଧ ଖେଳ ସହ ସମ୍ବନ୍ଧିତ ।
୯. ତଳକୋଟ ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର- ତଳକୋଟ ଯୁଦ୍ଧ ୧୭୬୦ ମସିହାରେ ହୋଇଥିଲା ।
୧୦. ଗଛର ଫଳ ଗୁଡିକ କେଉଁ ଅଂଶରୁ ସୃଷ୍ଟି ହୋଇଥାନ୍ତି ?
ଉତ୍ତର- ଗଛର ଫଳ ଗୁଡିକ ଗଛର ଓଭାରିରୁ ସୃଷ୍ଟି ହୋଇଥାନ୍ତି ।
୧୧. ଲକ୍ଷ୍ମୀ ନାରାୟଣଙ୍କୁ ବିବାହ କରିଥିବା ବେଳେ ଅଲକ୍ଷ୍ମୀ କାହାକୁ ବିବାହ କରିଥିଲେ ?
ଉତ୍ତର- ଅଲକ୍ଷ୍ମୀ ଉଦ୍ଦାଳକଙ୍କୁ ବିବାହ କରିଥିଲେ ।
୧୨. ଅଯୋଦ୍ଧା କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର- ଅଯୋଦ୍ଧା ସରଜୁ ନଦୀ କୂଳରେ ଅବସ୍ଥିତ ।
୧୩. ବୁଡା ଜାହାଜ ପାଣି ଭିତରେ ଥିବା ସମୟରେ ପାଣି ଉପରେ କଣ ସବୁ ଘଟୁଛି ଦେଖିବା ପାଇଁ କେଉଁ ଉପକରଣ ବ୍ୟବହାର କରାଯାଏ ?
ଉତ୍ତର- ବୁଡା ଜାହାଜ ପାଣି ଭିତରେ ଥିବା ସମୟରେ ପାଣି ଉପରେ କଣ ସବୁ ଘଟୁଛି ଦେଖିବା ପାଇଁ ପେରିସ୍କୋପ ଉପକରଣ ବ୍ୟବହାର କରାଯାଏ
୧୪. ଦିନରେ କାମ ନ କରି ମଧ୍ୟ ମଜୁରି ପାଏ ସେ କିଏ ?
ଉତ୍ତର- ରାତ୍ରି ଜଗୁଆଳି ଦିନରେ କାମ ନ କରି ମଧ୍ୟ ମଜୁରି ପାଏ ।