ଦର୍ଶକ ବନ୍ଧୁ ଏ ଦୁନିଆରେ ଥିବା ପ୍ରତ୍ୟକ ମଣିଷ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଇଛା କରି ଥାନ୍ତି । ତେବେ 500 ବର୍ଷ ତଳେ ମହା ପୁରୁଷ ଅଚ୍ୟୁତ ଏହି କଳିଯୁଗକୁ ନେଇ ଭବିଷ୍ୟବାଣୀ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ମହାପୁରୁଷ ଅଚ୍ୟୁତଙ୍କ 600 ବର୍ଷ ପୂର୍ବ ତାଳପତ୍ର ପତ୍ରିଲେଖା ମାଳିକା ବିଷୟରେ କହିବାକୁ ଯାଉଛୁ । କଣ ହେବ 2023 ମସିହାରେ ମହାପୁରୁଷ ଅଚ୍ୟୁତ କଣ ଲେଖିଛନ୍ତି ।
2022 ଗତି କରି ଗଲାଣି ଆଉ କିଛି ମାସ ପରେ 2023 ଆସିବାକୁ ଯାଉଛି । ଆଉ ଆଗକୁ କଣ କଣ ସବୁ ଘଟିବ ଆଉ ଏ ମଣିଷ ଭୋଗିବ ତା ବିଷୟରେ ମାଳିକାରେ ବର୍ଣ୍ଣନା କରାଯାଇଛି । ଆମ ମାନଙ୍କୁ ମାଳିକା ଅନେକ ସଚେତନ କରୁଛି ହେଲେ ଆମେ ମାନେ ସଚେତନ ହେଉନୁ । ଆସିଲା ମହାମାରୀ କରୋନା, ମଣିଷ ଅନ୍ୟାୟ, ଅତ୍ୟାଚାର ଅନ୍ୟକୁ କରିବା ଛାଡିଦେ ହେଲେ ଆମେ ମାନେ ତାକୁ ମାନିଲେନି ଯେମିତି କର୍ମ କରିବା ସେମିତି ଫଳ ପାଇବା ।
ତେବେ ମାଳିକାରେ ମହାପୁରୁଷ ଅଚ୍ୟୁତ କହିଛନ୍ତି, ଆଗକୁ ଆସୁଛି ଏକ ବଡ ଜ୍ଵର ଆଉ ଏହି ଜ୍ଵର ଡାକ୍ତରଙ୍କ ପାଖରେ ନିଦାନ ନଥିବ । ଏ କଥା ମହାପୁରୁଷ କହିଛନ୍ତି ବନ୍ଧୁଗଣ ଆମେ କହୁନୁ । ଅନେକ ଲୋକ ସେହି ଅଜଣା ଜ୍ଵରରେ ମରିବେ । ଏହି ଜ୍ଵରର ନିଦାନ କାହା ପାଖରେ ନଥିବ ଆଉ ମାସେ ମାସେ ଧରି ଏହି ଜ୍ଵର ରହିବ ଆଉ ଜ୍ଵରରେ ଅନେକ ଲୋକଙ୍କ ଜୀବନ ହାନି ହେବ ଆଉ ମଢା ଘରେ ପୁରିବ । ତେବେ ମହାପୁରୁଷ ଅଚ୍ୟୁତ ଯେଉଁ ଜ୍ଵର ବିଷୟରେ କହୁଛନ୍ତି ସେହି ଜ୍ଵରକୁ ଡାକ୍ତର ଚିହ୍ନଟ କରିପାରିବ ନାହିଁ ।
ଏହା ସହିତ ମହାପୁରୁଷ କହିଛନ୍ତି ଅଚିହ୍ନା ଜ୍ଵର ହେବା ସହ ଡାକ୍ତରଙ୍କ ବୁଦ୍ଧି ବଣା ହେବ ଆଉ ବହୁ ଅକାଳରେ ଜୀବନ ଯିବ ବହୁତ ଲୋକ ମୃତ୍ୟୁ ମୁଖରେ ଯିବେ । ତେଣୁ ବନ୍ଧୁଗଣ ଏଭଳି ଭାବରେ 2023ରେ ଜ୍ଵର ଆସିବ ବୋଲି ମହାପୁରୁଷ ଅଚ୍ୟୁତ କହିଛନ୍ତି । ତେଣୁ ଆପଣ ମାନେ ବେଳକୁ ଟିକେ ସତର୍କ ହେଇ ପାରିବେ । ଏତେ ଶିକ୍ଷା ତ ମିଳିଲାଣି ଆଉ ଆଗକୁ ଅନେକ ମହାମାରୀ ଆସୁଛି ।
ତା ପୂର୍ବରୁ ଯେମିତି କର୍ମ କରିବା ସେମିତି ଫଳ ପାଇବା ତେଣୁ ଭଲ କର୍ମର ଭଲ ଫଳ ଏବଂ ଖରାପ କର୍ମର ଖରାପ ଫଳ ମିଳିବ । ତେଣୁ କଳିଯୁଗରେ ଏଭଳି କିଛି ଘଟିବ ବୋଲି ମହାପୁରୁଷ କହିଛନ୍ତି ତେଣୁ ବେଳକୁ ଆମେ ମାନେ ସତର୍କ ହେବା ଉଚିତ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।