ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନରେ ଶାସ୍ତ୍ରର ବହୁତ ମହତ୍ୱ ରହିଛି । ଯାହାର ଅନୁସାରେ ଆମର ଜୀବନରେ ଘଟୁଥିବା ସବୁ ଘଟଣାର ସଂକେତ ବିଷୟରେ କୁହାଯାଇଛି । ଆମ ଜୀବନରେ ଆମର ପ୍ରଥମ ଅକ୍ଷରର ବି ବହୁତ ମହତ୍ୱ ଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତି ବିଷୟରେ କେତେ କଣ ଜାଣିହେବ । ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ୱଭାବ ଚରିତ୍ର ଆଦି ବିଷୟରେ ଜାଣିହେବ । କିନ୍ତୁ ଆଜି ଆମେ ନାମର ପ୍ରଥମ ଅକ୍ଷରକୁ ଦେଖି ଜାଣିବା କାହାର କେତୋଟି ଛୁଆ ହେବ ।
ତେବେ ସମସ୍ତେ ନିଜ ଜୀବନରେ ଜ୍ୟୋତିଷ ଶାସ୍ତ୍ରରେ ବହୁତ କଥା ଜାଣିପାରିବେ । ପ୍ରାୟ ସମସ୍ତେ ବାହାଘର ପରେ ଛୁଆ ପାଇଁ ଅଧିକ ଇଛୁକ ଥାନ୍ତି । ଆଉ ସେମାନେ ଏହା ବି ଜାଣିବାକୁ ଚାହିଁନ୍ତିକି ସେମାନଙ୍କର କେତୋଟି ଛୁଆ ହେବ । ତେବେ ଆସନ୍ତୁ ଜାଣିବା ନାମର ପ୍ରଥମ ଅକ୍ଷରକୁ ଦେଖି କାହାର କେତୋଟି ଛୁଆ ହେବ ।
ତେବେ ଆପଣ ମାନେ ଜାଣିଥିବେ କି ମନୁଷ୍ୟ ଜନ୍ମ ନେବା ସମୟରେ ନିଜ ଭାଗ୍ୟ ସହିତ ଏ ପୃଥିବୀ ପୃଷ୍ଠ କୁ ଆସିଥାଏ । ଜନ୍ମ ହେବାର ୨୦ ଦିନ ପରେ ଅର୍ଥାତ ଜନ୍ମର ୨୧ ଦିନ ଦିନ ପିଲାର ନାମକରଣ ଉତ୍ସବ ପାଳନ କରାଯାଏ । ଜନ୍ମ ସମୟ, ଜନ୍ମ ସ୍ଥାନ, ତତ୍ସହିତ ଜନ୍ମ ସମୟରେ ଗ୍ରହ ନକ୍ଷତ୍ର ଙ୍କର ଅବସ୍ଥିତି କୁ ଆକଳନ କରାଯାଇ ବ୍ୟକ୍ତି ର ନାମକରଣ କରା ଯାଇଥାଏ ।
ତେବେ ପିଲାର ଜାତକ ନାମର ପ୍ରଥମ ଅକ୍ଷର ତାର ଜୀବନରେ ଅନେକ ମହତ୍ଵ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ବ୍ୟକ୍ତିର ସ୍ୱଭାବ, ଚରିତ୍ର ତଥା ବ୍ୟକ୍ତି ର ବିବାହ ତଥା ହେବାକୁ ଥିବା ସନ୍ତାନ ମାନଙ୍କ ସମ୍ପର୍କରେ ମଧ୍ୟ ଅନେକ ସୂଚନା ଜାଣି ହୋଇଥାଏ । ତେଣୁ ଏହି ଜାତକ ର ନାମକରଣ ଅନୁଯାୟୀ ନାମର ପ୍ରଥମ ଅକ୍ଷର କୁ ବିଚାର କରି ବିବାହ ପରେ ଆପଣଙ୍କର କେତୋଟି ସନ୍ତାନ ହେବ ତାହା ଆପଣ ଜାଣି ପାରିବେ ।
ତେବେ ପ୍ରଥମେ A,S,M ଏହି ଅକ୍ଷର ର ବ୍ୟକ୍ତି ମାନେ ବହୁତ କଠିନ ପରିଶ୍ରମୀ ହୋଇଥାନ୍ତି । ନିଜର ଅନବରତ ପରିଶ୍ରମ ଦ୍ୱାରା ହିଁ ସେମାନେ ଅତ୍ୟନ୍ତ କଷ୍ଟ କାର୍ଯ୍ୟ କୁ ମଧ୍ୟ ସହଜ କରି ଦେଇଥାନ୍ତି । ପ୍ରେମ ଓ ଶାରୀରିକ ସମ୍ବନ୍ଧ ମାମଲାରେ ସେମାନେ ଟିକିଏ ଲାଜକୁଳା ସ୍ୱଭାବ ର ହୋଇଥାନ୍ତି । ସେମାନେ ଏତେ ସହଜରେ କାହା ଆଗରେ ପ୍ରେମ ନିବେଦନ କରନ୍ତି ନାହିଁ ।
ତେବେ ଏମାନେ କିଛି କାର୍ଯ୍ୟ କରିବା ପୂର୍ବରୁ ଏହାର ଉପକାର ଓ ଅପକାର ବିଷୟରେ ଭଲ ଭାବରେ ବିବେଚନା କରନ୍ତି । ସେମାନେ ବହୁତ କର୍ତ୍ତବ୍ୟନିଷ୍ଠ ହୋଇଥାନ୍ତି । ନିଜ ଦାୟିତ୍ୱ କୁ ଠିକ ଭାବେ ତୁଲାଇବା ପାଇଁ ଏମାନେ ସର୍ବଦା ଚେଷ୍ଟା କରିଥାନ୍ତି । ସେମାନଙ୍କ ପାଇଁ ତାଙ୍କ ପରିବାର ସବୁକିଛି ହୋଇଥାଏ । ତେଣୁ ଏମାନଙ୍କର ପ୍ରାୟତଃ ଅତିବେଶୀରେ ୨ ଟି ସନ୍ତାନ ହୋଇଥାଏ ।
ଦ୍ଵିତୀୟ ରେ ହେଉଛନ୍ତି I,V,Y ତେବେ ବ୍ୟକ୍ତି ମାନେ ନିଜର କୌଣସି କଥାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଏମାନେ ବହୁତ ଖାମଖିଆଲି ଭାବ ପ୍ରଦର୍ଶନ କରିଥାନ୍ତି । ଏମାନେ ସବୁ କଥାକୁ ମଜାକ ହିସାବରେ ନେଇଥାନ୍ତି । ସେମାନେ ସ୍ତ୍ରୀ ସହ ସମ୍ଭୋଗ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ତେବେ ସେମାନଙ୍କର ଅତି ବେଶୀରେ ତିନୋଟି ସନ୍ତାନ ହେବାର ଯୋଗ ରହିଥାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।