ମୋର ପୁଅଟିଏ ହେଇଛି ବୋଲି କହିଥିଲେ… ହେଲେ ଦେଖିଲା ବେଳକୁ ସେ ପୁଅ ନୁହେଁ ଝିଅ ! ମୋର ଏବେ ପୁଅ ଦରକାର…

ମୋର ପୁଅ ହେଇଛି କହିଲେ, ହେଲେ ମୋତେ ଆଣି ଝିଅ ଦେଉଛନ୍ତି । ତେବେ ଏଭଳି କିଛି କଥା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କର ଡେଲିଭରି ପେନ୍ ହେବା ଦେଖି ତାଙ୍କର ସ୍ଵାମୀ ତାଙ୍କୁ ମେଡିକାଲକୁ ନେଇ ଆସିଥିଲେ । ସେଠାରେ ମହିଳା ଜଣଙ୍କ କିଛି ସମୟ ରହିଲା ପରେ ଡାକ୍ତର ଆସି ଉକ୍ତ ସ୍ଵାମୀଙ୍କୁ କହିଥିଲେ । ତୁମ ସ୍ତ୍ରୀଙ୍କର ନର୍ମାଲ ଡେଲିଭରିରେ ସମସ୍ଯା ରହିଛି । ତେଣୁ ତାଙ୍କର ସିଜରିଙ୍ଗ କରି ଡେଲିଭରି କରାଯିବ ।

ଏହାପରେ ସ୍ଵାମୀଙ୍କର ପରାମର୍ଶ କ୍ରମେ ଗର୍ଭବତୀ ଥିବା ମହିଳାଙ୍କର ଡେଲିଭରି କରାଯାଇଥିଲା । ଡେଲିଭରିର ସଙ୍ଗେ ସଙ୍ଗେ ତୁମର ପୁଅଟିଏ ହୋଇଛି ବୋଲି ଉକ୍ତ ସ୍ଵାମୀ ଜଣଙ୍କୁ କହିଥିଲେ । ହେଲେ ତା’ ର କିଛି ସମୟ ପରେ ଯେତେବେଳେ ସ୍ଵାମୀ ଆସି ତାଙ୍କର ପିଲାକୁ ଦେଖିଥିଲେ । ସେତେବେଳେ ସେ ପୁଅତି ନୁହେଁ, ବଂର ଝିଅଟିଏ ଥିଲା । ଯାହାକୁ ଦେଖି ସ୍ଵାମୀ ଜଣଙ୍କ ମଧ୍ୟ ଅବାକ ହୋଇଯାଇଥିଲେ । ତେବେ ତାଙ୍କ ଅଭିଯୋଗ ଆଧାରରେ ମୋତେ ପୁଅ ଦେଖାଇ ପଛରେ ମୋତେ ଆଣି ଝିଅ ଦେଉଛନ୍ତି ।

ମୁଁ ଏବେ ପର୍ଯ୍ୟନ୍ତ ମୋ ସ୍ତ୍ରୀ ଓ ପିଲାକୁ ଦେଖୋ ନାହିଁ । ହେଲେ ମୁଁ ମେଡିକାଲରେ ଅଭିଯୋଗ କରିବା ପରେ ବି ମୋ ପୁଅକୁ ମୋତେ ଫେରାଉ ନାହାନ୍ତି । ତେବେ ତାଙ୍କ କହିବା ଆଧାରରେ ମୋତେ ବହୁତ ଲୋକ ମଧ୍ୟ କହି ସାରିଲେଣି । ଏହି ମେଡିକାଲରେ ଛୁଆ ଅଦଳବଦଳ କରାଯାଏ । ତେଣୁ ମୋର ପୁଅଟି ହେଇଛି । ହେଲେ ସେମାନେ ମୋ ପୁଅକୁ ନେଇକି ମୋତେ ଆଣି ଅନ୍ୟ କାହାର ଝିଅକୁ ଧରାଇ ଦେଉଛନ୍ତି ।

ସେଥିପାଇଁ ମୁଁ କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟରଙ୍କ ନାମରେ ଅଭିଯୋଗ ଦେବି । ତେଣୁ ମୁଁ ବର୍ତ୍ତମାନ ମୋ ପୁଅକୁ ପାଇବାର ଏଠାରେ ନ୍ୟାୟ ମାଗୁଛି । ମୋ ସହିତ ମୋ ପୁଅର ଓ ଝିଅର dna ଟେଷ୍ଟ କରାଯାଉ । ଯାହା ସାଥିରେ ମୋର dna ମ୍ଯାଚ କରିବ । ତେଣିକି ସେ ପୁଅ ହେଉ ଅବା ଝିଅ ମୁଁ ତାକୁ ଗ୍ରହଣ କରିବି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *