‘ମୋ ଘରକୁ ମାସକୁ ଆସୁଛି କୋଟିଏ, ପୁଅର 70 ଲକ୍ଷ, ବୋହୁର 30 ଲକ୍ଷ, ହେଲେ ମୋର…’ ଦେଖନ୍ତୁ ନିଜ ପରିବାରକୁ ନେଇ କଣ କହିଲେ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ୭୯ ବର୍ଷରେ ପାଦ ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହି ଅବସରରେ ନିଜ ବାସ ଭବନରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି ସୁର ରାଉତରାୟ । ବାସ ଭବନରେ କର୍ମୀ ଓ ସମର୍ଥକ ମାନେ ପହଞ୍ଚି ଫୁଲତୋଡ଼ା ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ସମୟରେ ନିଜ ବୟାନଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।


ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର । ତେବେ ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା ପାଇଁ ଲୋକେ ସୁରଙ୍କୁ ବେଶ୍ ପ୍ରଶଂସା କରନ୍ତି । ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର । ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ । ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ । ମନମତାଣିଆ ବି ।

ବୟସାଧିକ୍ୟ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌ । ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି । ୧୯୪୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁର । ୧୯୭୭ରେ ପ୍ରଥମ ଥର ପାଇଁ ସେ ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ କଂଗ୍ରେସ ଟିକଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଛନ୍ତି ।

ତେବେ ସୁର ରାଉତ ନିଜ ଇନ୍ଟର୍ଭିୟୁ ରେ କହିଥିଲେ କି ମୋ ପୁଅ ଆମେରିକାରେ ରହି କାମ କରୁଛି ସାନ ପୁଅ ଏୟାର ଇଣ୍ଡିଆ ରେ କାମ କରୁଛି । ମୋ ପୁଅ ଆମେରିକା ରେ ଭଲ ଜାଗା ନେଇ ସେଠାରେ ଘର କରି ରହିଛି ସେ ମାସକୁ ୭୦ ଲକ୍ଷ ଟଂକା ପାଉଛି ଏବଂ ମକ ବୋହୁ ୩୦ ଲକ୍ଷ ଟଂକା ପାଉଛି ତେବେ ଆମ ଘରକୁ ମାସକୁ ଏକ କୋଟି ଟଙ୍କା ଆସୁଛି ।


ତେବେ ଆମେ ସମସ୍ତେ ଏହି ସମାଜ କୁ ଭଲ କାମ କରିବାକୁ ଚାହୁଁଚୁ ଏବଂ ନବୀନ ପଟ୍ଟନାୟକ ଯେଉଁ ପଇସା ଦେଇ ଭୋଟ କିଣୁଛି କିନ୍ତୁ ଆମେ କେବେବି ଭୋଟ କିଣୁ ନାହିଁ । ତେବେ ମୁଁ ବହୁତ ଭଲ କାମ କରିବେ ବୋଲି ଆଶା ରଖିଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *