ମୋ ଧନକୁ ମୋ ଠାରୁ ନିଅନି, ମୁଁ ତାକୁ ଛାଡିକି ରହିପାରିବି ନାହିଁ, ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛି ମା’…

ଯୂଈରେ ଛଟପଟ ହେଉଛି ମୋ ଧନ ! ହଁ ଆଜ୍ଞା ଗୋଟେ ପିଲାକୁ ନିଜ ବାପା, ମାଆ ଠାରୁ ଅଧିକ କିଏ ଅବା ଭଲ ପାଇପାରିବ । ସେମିତି ନିଜ ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛନ୍ତି ପୁଅଟିର ବାପା ଓ ମାଆ । କାରଣ ଏତେ ଅଳ୍ପ ବର୍ଷ ବୟସରୁ ବ୍ରେନ କ୍ୟାନ୍ସରରେ ପୀଡିତ ହୋଇ ମରିଯାଇଥିବା ପୁଅର ଖବର ଶୁଣି ବାପା, ମାଆ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ହଁ ଆଜ୍ଞା 4 ଝିଅରେ ମାତ୍ର ଗୋଟିଏ ବୋଲି ପୁଅ ଥିଲା । +2 ରେ ପାଠ ପଢୁଥିବା ଅଭିଜିତ ।

କଲେଜରେ ପଢୁଥିବା ସମୟରେ ଅଭିଜିତଙ୍କର ଗୋଡ ବିନ୍ଧା ହୋଇଥିଲା । ଏହାପରେ ଅଭିଜିତ ନିଜର ଗୋଡ ବିନ୍ଧା ସମ୍ପର୍କରେ ତା’ ର ବାପା, ମାଆ ଙ୍କୁ କହିଥିଲା । ଏହାପରେ ବାପା, ମାଆ ଅଭିଜିତଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ । ହେଲେ ସେଠାରେ ଡାକ୍ତର କହିଥିଲେ କି ! ତୁମ ପୁଅର ବରେନ କ୍ୟାନ୍ସର ହୋଇଛି । ଯେଉଁ ଖବର ପାଇ ବାପା, ମାଆ ଦୁଃଖରେ ଭାଙ୍ଗି ପଡିଥିଲେ । ଏହାପରେ ବହୁ ସଂଘର୍ଷ କରି ଧାର, କାରଣ ଜାରି ମଧ୍ୟ ପୁଅଋକୁ ଭଲ କରିବା ପାଇଁ ବହୁ ଚେଷ୍ଟା କରିଥିଲେ ଅଭିଜିତଙ୍କ ବାପା ଓ ମାଆ ।

ହେଲେ ପୁଅ ଅଭିଜିତ ଚିକିତ୍ସିତ ହେଉଥିବା ବେଳେ ହଟାତ ସେହି ଡାକ୍ତରଖାନାରେ ଅଭିଜିତଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହାକୁ ଶୁଣି ଅଭିଜିତଙ୍କ ସଂପୂର୍ଣ୍ଣ ପୁରା ସ୍ତବ୍ଧ ହୋଇଯାଇଥିଲେ । ଏହାପରେ ନିଜର ପୁଅ ଅଭିଜିତର ମୃତ୍ୟୁ ଖବରକୁ ଏତେ ଶୀଘ୍ର ବାପା, ମାଆ ସହ୍ୟ କରିପାରିନଥିଲେ। ଘରଟା ସାରା କାନ୍ଦ ବୋବାଳିରେ ଫାଟି ପଡୁଛି । ପୁଅକୁ ଝୁରି ଝୁରି ବାପା, ମା କାନ୍ଦି କାନ୍ଦି ବେହୋଶ ମଧ୍ୟ ହୋଇପଡୁଛନ୍ତି ।

ନିଜର ପୁଅକୁ ହରାଇ ଅଭିଜିତଙ୍କ ବାପା, ମା ଆଖିରୁ ବି ଲୁହ ଶୁଖିବାର ନାମ ନେଉନାହିଁ । ମା’ ଟି କାନ୍ଦି କାନ୍ଦି ଧର୍ଯ୍ୟ ହାଆ ହୋଇ ନିଜ ପୁଅ ଯୂଈରେ ରହି କଷ୍ଟ ପାଉଥିବ ବୋଲି ମଧ୍ୟ କହୁଛି । ତେବେ ପୁଅ ଅଭିଜିତ ଯେଉଁଠାରେ ଥାଆନ୍ତୁ ଭଲରେ ଥାନ୍ତୁ ବୋଲି ଆଶା କରୁଛୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *