ମେଧାବୀ ଛାତ୍ରୀ ଥିଲେ ଶୁଭଲକ୍ଷ୍ମୀ, ଦଶମ ପରୀକ୍ଷାରେ ଫାର୍ଷ୍ଟଡିଭିସନ୍ ରେ ଫାସ୍ ହୋଇଥିଲେ କିନ୍ତୁ ଜୀବନ ପରୀକ୍ଷାରେ ହାରିଗଲେ !

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ଗତକିଛି ଦିନ ଧରି ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଅନେକ ରହସ୍ୟ ଖୋଲିବାରେ ଲାଗିଛି । ଯେବେ ପୋଲିସ ହାତକୁ ଶୁଭଲକ୍ଷ୍ମୀଙ୍କ ଦଶମ ଶ୍ରେଣୀ ମାର୍କସିଟଟି ଲାଗିଲା । ତେବେ ଆପଣ ଥରେ ଦେଖନ୍ତୁ ଶୁଭଲକ୍ଷ୍ମୀ ଛାତ୍ରୀ ହିସାବରେ ବହୁତ ଭଲ ପାଠପଢୁଥିଲେ । ଦଶମ ଶ୍ରେଣୀ ହେଉଛି ଛାତ୍ରୀ ଜୀବନର ପ୍ରଥମ ପାହାଚ ଯାହାକୁ ଯଦି ଆମେ ଉତ୍ତମତାର ସହିତ ଚଢିଥାଉ ।

ତେବେ ଭବିଷ୍ୟତରେ ଆସୁଥିବା ଆଗାମୀ ପାହାଚକୁ ସହଜରେ ଚଢିପାରୁ । ଆପଣ ଦେଖିପାରୁଥିବେ ସାହିତ୍ଯ ,ଇଂରାଜୀ ,ହିନ୍ଦୀ , ଗଣିତ , ସାଧାରଣଜ୍ଞାନ ଆଦିରେ ଉତ୍ତମ ମାର୍କ ରଖି ଫାର୍ଷ୍ଟକ୍ଳାସରେ ଫାସ୍ ହୋଇଛନ୍ତି । ବିଦ୍ୟାଳୟରେ ପଢୁଥିବା ବେଳେ ପାଠପଢା ହିଁ ଶୁଭଲକ୍ଷ୍ମୀଙ୍କ ଲକ୍ଷ୍ୟ ଥିଲା । ବୋଧେ ହୁଏ ସେଥିପାଇ ସେ ଭଲ ପିଲାପରି ସତ ମାର୍ଗରେ ଯାଉଥିଲେ ।

ମାତ୍ର ରାଜଧାନୀକୁ ପାଠପଢିବାକୁ ଆସିଥିବା ଶୁଭଲକ୍ଷ୍ମୀ ଲୋକଲ ଗାଡିଆନ ଭାବରେ ତାଙ୍କ ଅଙ୍କଲ ଓ ଆଣ୍ଟିଙ୍କ ଘରେ ରହିଥିଲେ । ତେବେ ଛାତ୍ରୀମାନେ ପାଠ ସହ ରୋଜଗାର ସକ୍ଷମ ହେବା ନିମନ୍ତେ ପାର୍ଟ ଟାଇମ ଚାକିରୀ କରିଥାନ୍ତି । ଶୁଭଲକ୍ଷ୍ମୀ ମଧ୍ୟ ଚାକିରୀ କରିବା ଉଦେଶ୍ୟରେ ବାହାରିଥିଲେ ଏବଂ ତାଙ୍କର ଭେଟ ହୋଇଥିଲା ଜଣ ଅଙ୍କଲଙ୍କ ସହ ଯିଏ କି ତାଙ୍କୁ ବାର ରେ ଡ୍ୟାନ୍ସ କରିବା ପାଇଁ କହିଥିଲେ ।

ଏହି ପ୍ରକ୍ରିୟାରେ ଶୁଭଲକ୍ଷ୍ମୀ ସହିତ ତାଙ୍କ ଏକ୍ସ ବୟପ୍ରେଣ୍ଡ ସଞ୍ଜୟ ମିଶି ବାର ମାନଙ୍କରେ ଡିଲ କରି ଗୋଟାଏ ରାତିକୁ ବହୁତ ଟଙ୍କା ରୋଜଗାର କରୁଥିଲେ । ଶୁଭଲକ୍ଷ୍ମୀ ଦେଖିଲେ ଟ୍ୟୁସନ କରିବା ଅପେକ୍ଷା ବାର ରେ ଅଧିକ ଟଙ୍କା ମିଳୁଛି । ତେଣୁ ସେ ଏହି କାମ କରିବାକୁ ଇଛା କଲେ । କଲେଜ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ସେ କଲେଜ ଆଦୌ ଯାଉ ନ ଥିଲା ।

ସଞ୍ଜୟ ଓ ଶୁଭଲକ୍ଷ୍ମୀ ପ୍ରେମ ସମ୍ପର୍କରେ ଆସିଥିଲେ ଅନିଲ ଯାହା ପରେ ତାଙ୍କ ଜୀବନରେ ଏଭଳି ଘଟଣାମାନ ଘଟୁଛି । ଅନିଲକୁ ଦେଖି ବୋଧେ ହୁଏ ଶୁଭଲକ୍ଷ୍ମୀ  ବ୍ୟବହାର ବଦଳି ଯାଇଥିଲା । ସେ ପାଠପଢିବାକୁ ଆସିଛନ୍ତି ତାହା ଭୁଲି ଯାଇ ଟଙ୍କା ରୋଜଗାର ନିଶା ଚଢିଯାଇଥିଲା । ଫାର୍ଷ୍ଟକ୍ଳାସ ରେ ପାସ୍ ହେଇଥିବା ଶୁଭଲକ୍ଷ୍ମୀ ଜୀବନ ପରୀକ୍ଷାରେ ହାରିଗଲା । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ  ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *