ବନ୍ଧୁଗଣ ଆପଣଙ୍କ ମଧ୍ୟରୁ କିଛି ଲୋକ ଟିକେ ଫୁରୁସତ ମିଳିଲେ ଶୋଇବା ପାଇଁ ପସନ୍ଦ କରନ୍ତି । ଆଉ କିଛି ଲୋକଙ୍କୁ ନିଦ ହୁଏ ନାହିଁ ସେଥିପାଇଁ ସେ କିଛି ନା କିଛି କାମ କରନ୍ତି । ଯେମିତି କି ଆମ ମା ମାନେ କେବେ ଅଧିକ ସମୟ ସୋଇ ନଥାନ୍ତି । ହେଲେ ଆପଣ ମାନେ କଣ ଜାଣିଛନ୍ତି ଆପଣ ଶୋଇବା ପରେ ଆପଣଙ୍କ ସହ କଣ ହୁଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯାହା କହିବାକୁ ଯାଉଛୁ ତାହା ଆପଣଙ୍କ ଶରୀର ସହ ଯୋଡି ହୋଇ ରହିଛି ।
ଏହା ଜାଣିବା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆପଣ ମାନେ କେବେ ବେହୋସ ହୋଇଥିବା ଲୋକଙ୍କୁ ଦେଖିଛନ୍ତି ସେମାନେ ନିଜ ହାତ ଗୋଡକୁ ହଲାଇ ପାରନ୍ତି ନାହିଁ । ଠିକ ସେମିତି ଆପଣ ସୋଇଗଲା ପରେ ଆପଣଙ୍କ ଶରୀର ପୁରା ପାରାଲାଇସ ହୋଇଯାଏ ଓ ହାତ ଗୋଡ ହଲେ ନାହିଁ । ଏହା କୌଣସି ଡରିବା ଭଳି କଥା ନୁହେଁ ଏହା ଏକ ସାଧାରଣ କଥା । ଆଉ ଏହା ସମସ୍ତଙ୍କ ସହ ଘଟି ଥାଏ ।
ଆପଣ ଶୋଇବା ସମୟରେ ନିଜେ ଜାଣି ନଥାନ୍ତି ଆପଣଙ୍କ ଶରୀର ପାରାଲାଇସ ହୋଇଯାଇଛି । ଆପଣଙ୍କୁ ଲାଗୁଥିବ ଯେତେବେଳେ ଆପଣ ଶୋଉଥିବେ ସେତେବେଳେ ଆପଣଙ୍କ ଆଖି ଗୋଟିଏ ଜାଗାରେ ରହୁଛି । ହେଲେ ବିଜ୍ଞାନର ଅନୁସନ୍ଧାନରୁ ଜଣା ପଡିଛି ଯେବେ ଆପଣ ଶୋଉଛନ୍ତି ସେତେବେଳେ ଆପଣଙ୍କ ଆଖି ବଡ ଅଦ୍ଭୁଦ ପ୍ରକାରର ବ୍ୟବହାର କରୁଛି ।
ଯେତେବେଳେ ଆପଣ ଶୋଉଛନ୍ତି ସେତେବେଳେ ଆପଣଙ୍କ ଆଖି ହଲୁଚି ଏହା ସମସ୍ତଙ୍କ ସହ ହେଉଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ଆଖି ଉପରକୁ ଓ ତଳକୁ ରାତି ସାରା ହେଉଥାଏ । ଆପଣଙ୍କୁ ଟିକେ ଅଜବ ଲାଗୁଥିବ ହେଲେ ଆପଣ ଜାଣି ନଥିବେ ଆପଣଙ୍କ ଆଖି ଏତେ ହଲୁଚି ବୋଲି । ଆପଣ କଣ ଜାଣିଛନ୍ତି ଯେ, ଆପଣଙ୍କ ଶରୀରରେ ଥିବା ହ୍ୟୁମାନ ଗ୍ରୋଥ ହରମୋନ ପାଇଁ ଆପଣଙ୍କ ହାଇଟ ଓ ଆପଣ କେମିତି ଦେଖାଯିବେ ତାହା ନିର୍ଭର କରେ ।
ଏଚଜିଏଚ ଆପଣଙ୍କ ଶରୀରରେ ଏକ ଜରୁରୀ କେମିକାଲ ଅଟେ । ଏହା ଦିନରେ ବି ଆପଣଙ୍କ ଶରୀରରୁ ବାହାରେ ହେଲେ ଯେବେ ଆପଣ ଶୋଇଥାନ୍ତି ଏହି କେମିକାଲ ଆପଣଙ୍କ ଶରୀରରେ ଅଧିକ ଉତ୍ପନ୍ନ ହୁଏ । ଶୋଇବା ସମୟରେ ଅଧିକ କେମିକାଲ ବାହାରିବାର କାରଣ ହେଉଛି ଶୋଇବା ସମୟରେ ଆପଣଙ୍କ ଶରୀର ଅଧିକ ଆରମ ପାଇଥାଏ । ଯେତେବେଳେ ଆପଣ ଶୁଅନ୍ତି ସେତେବେଳେ ବାହାର ବାୟୁ ଆପଣଙ୍କ ଶରୀର ଭିତରକୁ ଯିବା ରାସ୍ତାକୁ ମଧ୍ୟ କ୍ଲିଅର କରେ ।
ସେହି ସମୟରେ ଆପଣଙ୍କ ଗଳା ବି ଆରମ କରିଥାଏ ସେହି ସମୟରେ ଆପଣଙ୍କ ଗଳା ଟିକେ ଛୋଟ ହୋଇଯାଇଥାଏ । ଏହା କୌଣସି ଭୁଲ କଥା ନୁହେଁ ଯେତେବେଳେ ଆପଣ ଶୋଉଛନ୍ତି ଆପଣ କିଛି କାମ କରୁ ନାହାନ୍ତି ଆପଣ ଆରମ ପାଉଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।