ବାବା ପାଗଳ ନୁହେଁ, ସତ କହୁଥିଲେ, ଆଉ ମାତ୍ର 2 ମାସ….ଦେଖନ୍ତୁ Video (Malika Bachana)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଏହି ଭିଡିଓରେ ଯେଉଁ ବାବାଙ୍କୁ ଦେଖୁଛନ୍ତି ତାଙ୍କ ନାଁ ହେଉଛି ନାରାୟଣ ପ୍ରସାଦ ବାବା । ତାଙ୍କର ବୟସ ପାଖାପାଖି ୯୦ ବର୍ଷ । ସେ ଦୀର୍ଘ ୩୦ ବର୍ଷ ହେବେ ଖଣ୍ଡଗିରୀ ଗୁମ୍ଫାରେ ରହୁଛନ୍ତି ଯାହାର ନାଁ ହେଉଛି ଲଲାଟ କେସରୀ ଗୁମ୍ଫା । ବାବା ଜଣକ ବସିଥିବା ଜାଗାରେ “ଅ” ଅକ୍ଷର ଲେଖିଛନ୍ତି ଯାହା ଦେବନାଗରୀ ଶବ୍ଦ ଅଟେ । ଏହି ଅକ୍ଷର ପାଖରେ ୫ଟି ମାତ୍ରା ଦିଆ ଯାଇଛି । ଏହା ସମ୍ଭଧରେ ବାବା କହିଛନ୍ତି ଏହା ହେଉଛି ମସ୍ତିସ୍କର ଲେଖା ।

ତେବେ ଏହାର ଅର୍ଥ ହେଉଛି ମୁଖସ୍ଥ, ସାଗରର୍ଣ୍ଣ ଓଡିଆର ଆ କାର, ଇ କାର ଓ ଏ କାର ରେ “ଅ” ଅକ୍ଷର ଲେଖା ହୋଇଛି । ସାହିତ୍ଯ ଓଡିଆ ଦେବନାଗରୀ ରେ ସବୁ ଦେବତା ଅଛନ୍ତି ବୋଲି ବାବା କହିଛନ୍ତି । ଏହି ଅକ୍ଷରରୁ ଯୋଡିକି ଦେଖିଲେ ଆପଣ ଭଗବାନ କୃଷ୍ଣ, ମହାଦେବ, ଲକ୍ଷ୍ମୀ ଓ ନାରାୟଣ, ଚନ୍ଦ୍ର ସୂର୍ଯ୍ୟ, ଜଳ ସ୍ଥଳ ସବୁ ଦେଖି ପାରିବେ । ଏହି “ଅ” ଅକ୍ଷରରେ ଓଡିଆ ପୁତ୍ର ଅସ୍ତ୍ର ଅଛି, ପର ଦେଶକୁ ଅସ୍ତ୍ର ଧରିଲେ ତାହା ହଟାଇ ଦେଇପାରିବ ।

ବାବାଙ୍କର ଜନ୍ମସ୍ଥାନ ହେଉଛି ଜଗତସିଂପୁର ଅରୁଣା ଗ୍ରାମରେ ସାରଳା ମଣ୍ଡଳ, ଗିବରୀ ନଦୀ କୁଳ ବ୍ଲକ ରେ । ସେ ତାଙ୍କ ଜୀବନ କାଳରେ ଅନେକ ତପସ୍ୟା କରିବା ପରେ ବୌଦ୍ଧ ଧର୍ମ ରେ ଦେବିଦେବତା ଙ୍କ ସହ ସବୁ ଧର୍ମ ବିଷୟରେ ଜାଣି ପାରିଥିଲେ । ତେବେ ବାବା କହିଛନ୍ତି ଯେ ମାଳିକା ବଚନ ଅନୁସାରେ ଆଉ ମାତ୍ର ଦୁଇ ମାସ ପରେ ସମସ୍ତେ ଜାଣିବେ ।

ବର୍ତ୍ତମାନ ସମୟରେ ସାରା ବିଶ୍ଵରେ କୋରୋନା ମହାମାରୀ ଆସିଛି ଯାହା କାରଣରୁ ଆଉ ମାତ୍ର ଦୁଇ ମାସ ପରେ ସବୁ କିଛି ଧ୍ଵଂସ ହେବ ବୋଲି ବାବା କହୁଛନ୍ତି । ଆଉ ଦୁଇ ମାସ ପରେ ଆଉ ଏକ ନୂଆ ମହାମାରୀ ଆସିଛୁ ଓ ଯୋଗିନୀ ଏ ସଂସାରକୁ ଖାଇବା ବୋଲି କହୁଛନ୍ତି ବାବା । ଧର୍ମ ବଳ ରହିଛି ବୋଲି ଆଜି ଯାଏଁ ଏ ଦୁନିଆ ତିଷ୍ଠି ରହିଛି ।


ଲୋକ ମାନେ ମରିବା ପରେ ସାତ ଦିନ ସାତ ରାତି ଅନ୍ଧାର ହେବ ବୋଲି ବାବା ସୂଚନା ଦେଇଛନ୍ତି । ଏହା ହିଁ ମାଳିକା ସତ୍ୟ ବଚନ ଅଟେ । ଏହା ସହ ଯେଉଁ କାଳ ବୈଶାଖୀ ହେଉଛି ଯାହା ପାଇଁ ଅଧିକ ଖରା ବା ବର୍ଷା ହେଉଛି ଯାହା ଋତୁ ପରିବର୍ତ୍ତନ କାରଣରୁ ହେଉଛି । ତେବେ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇ ସାରିଛି । ଓଡିଶାରେ ଏମିତି ଯୁଦ୍ଧ ହେବ ଯାହା କେହି ଜାଣି ପାରିବେ ନାହି ।


ଏହା କାରଣରୁ ଓଡିଶାରେ ଯେଉଁ ଦେବାଦେବୀ ଅଛନ୍ତି ସେମାନଙ୍କର ମିଳନ ହେବା କାରଣରୁ ଚକମନ୍ତ୍ର ଭଜନ କରିବେ ଯାହା ଫଳରେ ସଂସାରରେ ଲୋକ ମାନେ ମୃତ୍ୟୁବରଣ କରିବେ । ବହୁତ ଜଲ୍ଦି ପୁରୀରେ ବାଇଶି ପାହାଚରେ ମୀନ ଖେଳିବେ ଯାହାର ସମୟ ନିକଟତର ହୋଇ ଆସୁଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ବାବା ନାରାୟଣ ପ୍ରସାଦ ମାଳିକା ବଚନ ବିଷୟରେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *