ଲୁଣ ଖାଉଥିଲେ ସାବଧାନ ! ଜୀବନ ପ୍ରତି ରହିଛି ବିପଦ, ଜାଣନ୍ତୁ ପ୍ରତିଦିନ କେତେ ଲୁଣ ଖାଇବେ ?

ଲକ୍ଷ ଲକ୍ଷ ଲୋକ ଲୁଣ ପାଇଁ ହିଁ ମରିଯିବେ, ଲୁଣ ଖାଉ ଥିବା ଲୋକ ଆଉ ଏ ଦୁନିଆରେ ରହିବେ ନାହିଁ କାରଣ ଲୁଣ ପାଲଟିଛି ଆପଣଙ୍କ ଶରୀର ପାଇଁ ସ୍ଲୋ ପଏଜନ । ଦର୍ଶକ ବନ୍ଧୁ ଆପଣ ଲୁଣ ଖାଉ ଛନ୍ତି କି ଯଦି ଖାଉ ଛନ୍ତି ତେବେ ଆପଣ ଏହି ମୂହୁର୍ତ୍ତରୁ ଲୁଣ ବନ୍ଦ କରି ଦିଅନ୍ତୁ । କାରଣ ଲୁଣ ପାଇଁ ଏବେ ଲକ୍ଷ ଲକ୍ଷ ଲୋକ ମରିଯିବା ଉପରେ ସେମାନଙ୍କ ପାଖରେ ଏବେ ବହୁତ ଅଳ୍ପ ସମୟ ରହିଛି ।

ଚାହିଁଲେ ବି ସେମାନେ ଆଉ ବଞ୍ଚି ପାରିବେ ନାହିଁ । ପ୍ରତ୍ୟକ ଲୋକଙ୍କର ଦୈନଦିନ ଜୀବନରେ ଲୁଣ ନିହାତି ଆବଶ୍ୟକ । ଖାଦ୍ୟ ଯେତେ ସ୍ଵାଦିଷ୍ଟ ହେଲେ ବି ଯଦି ସେଥିରେ ଲୁଣ ନ ପଡିବ ତେବେ ତାର କିଛି ମହତ୍ଵ ରହିବ ନାହିଁ । ତେବେ ସାରା ବିଶ୍ବରେ ଯଦି ଜଣେ ବ୍ୟକ୍ତି ପାଖା ପାଖି 10.8 ଗ୍ରାମ ଲୁଣ ବ୍ୟବହାର କରୁଛି ତେବେ ଏହା ଆବଶ୍ୟକ ସୀମା ଠାରୁ ଢେର ଅଧିକ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲୁଣକୁ ନେଇ ଏକ ଭୟଙ୍କର ରିପୋର୍ଟ ଜାରି କରା ଯାଇଛି । ଲୁଣ ଦେଖିବାକୁ ଖାଇବାକୁ ସାଧାରଣ ଜଣା ପଡୁଥିଲେ ବି ଏହା ଆପଣଙ୍କ ଶତ୍ରୁ ପାଲଟିବାର ସମ୍ଭାବନା ବହୁତ ଅଧିକ । ଯଦି ଲୁଣ ଖାଇବାକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଆଗାମୀ 7 ବର୍ଷ ମଧ୍ୟରେ 70 ବର୍ଷରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡିବାର ଅଧିକ ସମ୍ଭାବନା ରହିଛି ।

ଏଥି ସହ ଅନେକ ରୋଗରେ ପଡିବାର ମଧ୍ୟ ଆଶଙ୍କା ରହିଛି । ଲୁଣ ଖାଇବା ଦ୍ଵାରା ହେବାକୁ ଥିବା ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏହି ରିପୋର୍ଟ ମାଧ୍ୟମରେ ବିଭିନ୍ନ ଦେଶର ସରକାର ମାନଙ୍କୁ ଅପିଲ କରା ଯାଇଛି । ଆମ ଶରୀର ପାଇଁ କେତେ ମାତ୍ରାରେ ଆୟୋଡିନର ଆବଶ୍ୟକତା ରହିଛି ସେ ନେଇ ପାକେଚଫୁଡ ଉପରେ ସ୍ପର୍ଷ୍ଟ ଭାବରେ ଲେଖିବାକୁ କୁହା ଯାଇଛି ।

ଅତ୍ୟଧିକ ଲୁଣ ସେବନ ଦ୍ଵାରା ହାର୍ଟ ଆଟାକ, ଷ୍ଟ୍ରୋକ ଏବଂ ହାଇ ବ୍ଲଡ଼ ପ୍ରେସର ଆଦି ରୋଗ ହେବାର ସମ୍ଭାବନା ରହିଛି । ସାରା ବିଶ୍ଵରେ ବର୍ଷକୁ ହାର୍ଟ ଆଟାକରେ 1.8 କୋଟି ଲୋକ ମରୁ ଛନ୍ତି । ଭାରତରେ ମଧ୍ୟ ଏହି ସମସ୍ୟା 20 ଲକ୍ଷରୁ ଅଧିକ ରହିଛି । ତେଣୁ ଦର୍ଶକ ବନ୍ଧୁ ଆଜି ଠାରୁ ଲୁଣ କମ ଖାନ୍ତୁ ଆଉ ଯଦି ହେଇ ପାରୁଛି ଲୁଣ ଖାଇବା ଛାଡି ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *