କୁନି ଝିଅର କ୍ଲାସିକାଲ ଡ୍ୟାନ୍ସ ! ଦେଖିଲେ ଆପଣ ବି କହିବେ ବାଃ…ବାଃ…

ସୋସିଆଲ ମିଡିଆ ପ୍ଲାଟ ଫର୍ମରେ ଅନେକ ଲୋକ ନିଜ ଟ୍ୟାଲେନ୍ଟ ପଦର୍ଶନ କରି ଲୋକପ୍ରିୟ ହୋଇ ପାରୁଛନ୍ତି । ଅନ୍ୟ ପକ୍ଷେ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ  ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଛୋଟ ଛୋଟ ପିଲା ମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଛୋଟ ଛୋଟ ଛୁଆଙ୍କର ରହିଛି ଯାହା ଆପଣ ମାନଙ୍କ ମନୋରଞ୍ଜନ କରିଦିଏ ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଛୋଟ ଛୁଆର ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ ଆଗରୁ କେବେ ଦେଖି ନଥିବେ । ବନ୍ଧୁଗଣ ଭଲ କରି ଦେଖି ନିଅନ୍ତୁ ଏହି ଭିଡିଓଟିକୁ । ଏହି ଭିଡିଓରେ ଏକ କୁନି ଝିଅଟି ନାଚୁ ଥିବାର ନଜର ଆସୁଛି । ଏତେ କମ ବର୍ଷରେ ଝିଅଟି ତାଳ ସହ ତାଳ ମିଶାଇ ନାଚୁ ଥିବାର ନଜର ଆସୁଛି । ଏହି ଭିଡିଓଟି ଛୁଆର ମାଆ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ମାଆ ଜଣକ କ୍ୟାମେରା ପଛରେ ଥାଇ ଭରତ ନାଟ୍ୟମ ଗୀତ ବୋଲୁ ଛନ୍ତି ଆଉ ଝିଅଟି ଗୀତର ତାଳ ସହ ତାଳ ମିଶାଇ ନାଚୁ ଥିବାର ନଜର ଆସୁଛି ।  ବନ୍ଧୁଗଣ ଆପଣ ମାନେ ଏହି ଭିଡିଓଟିକୁ ଯେତେ ଦେଖିଲେ ବି ଆପଣଙ୍କ ମନ ଭରିବ ନାହିଁ ଆପଣ ବାରମ୍ବାର ଏହି ଭିଡିଓ ଦେଖିବାକୁ ବାଧ୍ୟ ହେବେ । କାରଣ କୁନି ପିଲାଟିର ନାଚ ଆଉ ତାର ହରକତ ଆପଣ ମାନଙ୍କ ମନ କିଣି ନେବ ।

ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଅନେକ ଲୋକ ଏହି ଭିଡିଓ ଉପରେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *