କୁଲି ରୁ ନିଜର ଜୀବନ ଆରମ୍ଭ କରିଥିଲେ, ହେଲେ ଆଜି 60 ହଜାର କୋଟି ର ମାଲିକ ଅଟନ୍ତି…

ଦିନେ କୁଲି ଥିଲେ ଆଉ ଆଜି କୋଟିପତି । ଦିନକୁ ରୋଜଗାର କରୁଛନ୍ତି 180 କୋଟି ଟଙ୍କା । ହଁ ଦର୍ଶକ ବନ୍ଧୁ ଆମେ ଏଠାରେ ଏମିତି ଜଣେ ବ୍ୟକ୍ତିତ୍ବ ଙ୍କ କଥା କହୁଛୁ ଯିଏ ନିଜ ପରିଶ୍ରମ ନିଷ୍ଠା ବଳରେ ଭାରତ ପାଇଁ ଗୌରବ ଆଣିଛନ୍ତି । ସେ ହେଉଛନ୍ତି ଏମ ଏସ ୟୁସୁଫ ଅଲ୍ଲୀ । ମିଡିଲଏସ ର ସବୁଠୁ ବଡ ହାଇପର ମାର୍କେଟ ଓରେଟେଲ କମ୍ପାନୀ ଲୁଲୁ ଗ୍ରୁପ ର ମାଲିକ । ଆଜିକ ଡେଟରେ ତାଙ୍କର ନ୍ୱେର୍ଟ ୱର୍ଥ 59 ହଜାର କୋଟି ।

ଦିନେ ସେ କୁଲି କାମ କରୁଥିଲେ । ଏମିତିକି ସେ ପେଟ ପୋଷିବା ଏପାଇଁ କେବେ ସେଲ୍ସ ମ୍ୟାନ ତ ଆଉ କେବେ ଡ୍ରାଇଭର ସାଜିଥିଲେ । କିନ୍ତୁ ତାଙ୍କର ଏକନିଷ୍ଠା ଚେଷ୍ଟା ଆଜି ତାଙ୍କୁ ବିଶ୍ଵର ପରିଚିତ ବ୍ୟକ୍ତିତ୍ବ ଭାବେ ପରିଚୟ ଦେଇଛି । କୁଲି ରୁ କୋଟିପତି ହେବାର ଯାତ୍ରା ବେଶ ପ୍ରେରଣାଦାୟୀ ଅଟେ । କେରଳରେ ଏକ ଛୋଟ ଗାଁ ରେ 1955 ରେ ୟୁସୁଫ ଅଲ୍ଲୀ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ବାପାଙ୍କର ଗୁଜୁରାଟ ରେ ଗ୍ରୋସରି ଦୋକାନ ଥିଲା । କିଏ ଜାଣିଥିଲା ଗ୍ରୋସରି ଦୋକାନୀ ଙ୍କ ପୁଅ ଦିନେ ବଡ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ ହେବ । କେରଳରେ ପଢା ଶେଷ ପରେ 1973ରେ ସେ ନିଜ ଦାଦାଙ୍କ ସହ ଦୁବାଇ ଆସିଲେ । ଦାଦାଙ୍କ ଦୋକାନରେ ସେ ନିଷ୍ଠାର ସହ ସେଲ୍ସମ୍ୟାନ ଭାବେ କାମ କରିଲେ । ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଲା ।

ଗ୍ରୋସରି ଦୋକାନରେ କାମ କରିବା ସମୟରେ ସେ ଲକ୍ଷ୍ୟ କରିଲେ UAI ରେ ଭଲ ବ୍ୟବସାୟ ହେଉଛି ଆମଦାନୀ ରପ୍ତାନି ର । ସେଥିପାଇଁ ସେ ଇମପୋର୍ଟ ଏକ୍ସପର୍ଟ କମ୍ପାନୀରେ କାମ କରିଲେ ଯେଉଁଥିରେ ସେ ଅନେକ ଅଭିଜ୍ଞତା ହାସଲ କରିଥିଲେ । ଆଉ ପରେ ନିଜେ ଏକ ବ୍ୟବସାହ ଆରମ୍ଭ କରିବାକୁ ଚିନ୍ତା କରିଲେ । ଏହି ସମୟରେ UAI  ରେ ସୁପର ମାର୍କେଟ ଆରମ୍ଭ କରିବାକୁ ଚିନ୍ତା କରିଲେ ଓ ଏଥିପାଇଁ ସେ ବିଭିନ୍ନ ଦେଶକୁ ଯାଇ ସେଠିକାର ମ୍ୟାନେଜମେଣ୍ଟ କୁ ଭଲ ଭାବେ ଜାଣିଲେ ।

1934ରେ ଆଫଦାବି ରେ ସୁପର ମାର୍କେଟ ଆରମ୍ଭ କରିଲେ । ତାଙ୍କ ସୁପର ମାର୍କେଟ ଆଶା ଠାରୁ ଅଧିକ ଭଲ ଚାଲିଲା । 1955ରେ UAI  ରେ ଯୁଦ୍ଧ କାରଣରୁ ଭାରତ UAI ଛାଡି ଆସିବା ପରେ ୟୁସୁଫ ବିଗେଷ୍ଟ ସୁପର ମାର୍କେଟ ଆରମ୍ଭ କରିଥିଲେ ଯାହା ସେଠିକାର ପ୍ରିନ୍ସ ୟୁସୁଫ ଙ୍କ ଉପରେ ଖୁସି ହୋଇ ତାଙ୍କ ସହ ଭେଟ କରିଥିଲେ । ଏହାପରେ ସ୍ଥିତିରେ ସୁଧାର ଆସିଲା ।

2000ରେ ଦୁବାଇରେ ଲୁଲୁ ମାର୍କେଟ ଆରମ୍ଭ କରିଲେ ଓ ଏହା ସହ ଲୁଲୁ ଗ୍ରୁପ ଇଣ୍ଟର ନ୍ୟାସନାଲର ସ୍ଥାପନ କରିଲେ ୟୁସୁଫ । ହୋଟେଲ , ବ୍ୟାକିଙ୍ଗ ସେକଟରରେ ମଧ୍ୟ ଲୁଲୁ ଗ୍ରୁପରେ ବିଜେନ୍ସ ୱିଙ୍ଗ ରହିଛି । ଏହି ଗ୍ରୁପର ଦୁନିଆରେ 255ଟି ଷ୍ଟୋର ରହିଛି । ସେ ବ୍ୟବସାୟୀ ହେବ ସହ ଜଣେ ସମାଜସେବୀ ଭାବେ ମଧ୍ୟ ବେଶ ପରିଚିତ ଅଟନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *