କୂଅରେ ଗଳି ପଡିଥିବା ନାଗ ନାଗୁଣୀଙ୍କୁ, ପ୍ରଥମ ଥର କିପରି ଭୟଙ୍କର ପରିସ୍ଥିତିରେ Rescue କରାଗଲା…ଦେଖନ୍ତୁ !

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ତେବେ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବାସ୍ତବ ଜୀବନରେ ହେଉ କି ଟିଭିରେ ନାଗ ସାପ ନିଶ୍ଚୟ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ନାଗ ସାପକୁ ଅତି ପୂଜନୀୟ ମାନା ଯାଏ କାରଣ ନାଗ ସାପକୁ ଆମ ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରିଥାନ୍ତି । ତେଣୁ ଆଦିମ ଯୁଗରୁ ନାଗ ସାପ ଦେଖିଲେ ଲୋକ ମାନେ ପୂଜା କରିବା ସହ କ୍ଷୀର ପିଇବାକୁ ଦେଇଥାନ୍ତି ।

ହେଲେ ବନ୍ଧୁଗଣ ଏହି ନାଗ ସାପ ଯେତିକି ପୂଜନୀୟ ସେତିକି ଘାତକ ମଧ୍ୟ ହୋଇଥାଏ । ଯଦି ନାଗ ସାପ କାହାକୁ ଚୋଟ ମାରିବ ତା ହେଲେ ସେହି ମଣିଷ ମାତ୍ର କିଛି ମିନିଟ ମଧ୍ୟରେ ନିଜର ପ୍ରାଣ ହରାଇବ । ବନ୍ଧୁଗଣ ନାଗ ସାପ ସହ ଜଡିତ ଅନେକ ଅନ୍ଧ ବିଶ୍ଵାସ ରହିଛି ଯାହା ଲୋକ ମାନେ ଆଜି ବି କେତେକ ସ୍ଥାନରେ ମାନୁ ଛନ୍ତି । ହେଲେ ବେଳେବେଳେ ଏହି ସାପ ଅନେକ ଜନବସତି ସ୍ଥାନକୁ ଶିକାର କରିବା ପାଇଁ ଚାଲି ଯାନ୍ତି ଆଉ ଲୋକ ମାନଙ୍କର କ୍ଷୟ କ୍ଷତି ବି କରିଦିଅନ୍ତି ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ସାପ ଧରାଳି ଏକ ନାଗ ଆଉ ନାଗୁଣୀ ସାପକୁ ଉଦ୍ଧାର କରୁଥିବାର ନଜର ଆସୁଛନ୍ତି । ଗାଁ ଲୋକ ମାନେ ନାଗ ନାଗୁଣୀକୁ ଏକ କୂଅରେ ଫସି ଥିବାର ଦେଖିଥିଲେ ଆଉ ଏହା ପରେ ସେ ଏହି ସାପ ଧରାଳିଙ୍କୁ ଡକାଇ ଥିଲେ । ତେବେ ସାପ ଧରାଳି ଜଣକ ପ୍ରଥମେ ରସି ମାଧ୍ୟମରେ କୂଅ ଭିତରକୁ ପଶୁ ଛନ୍ତି ଆଉ ନାଗ-ନାଗୁଣୀଙ୍କ ସ୍ଥିତି ଦେଖୁଛନ୍ତି ।

ନାଗ-ନାଗୁଣୀ କୂଅରେ ଲାଗିଥିବା ଏକ ଲୁହା ରଡ ଉପରେ ବସି ଛନ୍ତି । ସେଠାରେ ସାପ ଧରାଳି ଜଣକ ଅତି ସାବଧାନତାର ସହ ଉଭୟ ନାଗ ଆଉ ନାଗୁଣୀକୁ ଉଦ୍ଧାର କରି ଉପରକୁ ଆଣୁ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ନାଗ-ନାଗୁଣୀଙ୍କ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *